Browsing Tag

Odisha News

ଗୁରୁମନ୍ତ୍ର ଦେବେ ନବୀନ: ୩ ଦିନ ଧରିଚାଲିବ ପର୍ଯ୍ୟବେକ୍ଷକ ବୈଠକ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡିର ଜୋରଦାର ପ୍ରସ୍ତୁତି । ବିଜେଡି ସଂଗଠନରେ ହେବ ବଡ ପରିବର୍ତନ । ବଦଳିବେ ପର୍ଯ୍ୟବେକ୍ଷକ, ବଦଳିବେ ଜିଲ୍ଲା ସଭାପତି । ଆଜିଠୁ ନବୀନ ନିବାସରେ ପର୍ଯ୍ୟବେକ୍ଷକ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ…
Read More...

ଘଣ୍ଟେଶ୍ୱରରେ ଚାନ୍ଦବାଲି ପ୍ରସିଦ୍ଧ ‘ପାଟଣ ମଙ୍ଗଳା’ ଯାତ୍ରା

ଚାନ୍ଦବାଲି(ହୃଷିକେଶ ପଣ୍ଡା): ଭଦ୍ରକ ଜିଲ୍ଲାର ଚାନ୍ଦବାଲି ସ୍ଥିତ ଘଣ୍ଟେଶ୍ୱରର ପାଟଣ ମଙ୍ଗଳା ଯାତ୍ରା ଆଜି ପଣା ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଯାଇଛି | ଦୀର୍ଘ ପାଞ୍ଚ ଦିନ ପର୍ଯ୍ୟନ୍ତ ଏହି ପର୍ବ ଖୁବ ଆନନ୍ଦର ସହ ପାଳିତ ହେବ | ଏହି ଯାତ୍ରାରେ ଯାତ୍ରୀଙ୍କ ସମାଗମ କହିଲେ ନସରେ ଆଜିର ପ୍ରଥମ…
Read More...

ନୟାଗଡ଼ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ: ନୀଳମାଧବ ମନ୍ଦିରର ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା

ନୟାଗଡ଼: 5T ସଚିବ ଭି.କେ ପାଣ୍ଡିଆନଙ୍କ ନୟାଗଡ଼ ଗସ୍ତ । ନୟାଗଡ଼ର ପ୍ରସିଦ୍ଧ ନୀଳମାଧବ ମନ୍ଦିରରେ ନୀଳମାଧବଙ୍କୁ ଦର୍ଶନ କରିବା ସହିତ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହା ବ୍ୟତୀତ କଣ୍ଟିଲୋ ନୀଳମାଧଵ ପୀଠର କିଭଳି ଉନ୍ନତି କରଣ ହୋଇପାରିବ, ସେ ବିଷୟରେ ମଧ୍ୟ ଆଲୋଚନା…
Read More...

ରେଳ ଲାଇନରୁ ମିଳିଲା ଯୁବକ-ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ: ଆତ୍ମହତ୍ଯା ସନ୍ଦେହ !

ସମ୍ବଲପୁର: ରେଳ ଲାଇନରୁ ମିଳିଲା ଯୁବକ-ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ । ବୁର୍ଲା ଥାନା ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ଯା ସନ୍ଦେହ । ସମ୍ବଲପୁର ବୁର୍ଲା କଣ୍ଟାପାଲି ରେଲୱେ ଲାଇନର ଓଭରବ୍ରିଜ ତଳେ ପଡିଛି ମୃତଦେହ । ଟ୍ରେନ ଲାଇନରେ କଟି ପ୍ରେମୀ ଯୁଗଳଙ୍କ ମୃତ୍ଯୁ ହୋଇଥିବା ଦେଖିବାକୁ…
Read More...

ସୁବର୍ଣ୍ଣଶ୍ରୀ-ସୋନପୁରର ଉତ୍କୃଷ୍ଟ କଳା କାରିଗରୀର ପ୍ରତିବିମ୍ବ

ସୁବର୍ଣ୍ଣପୁର: ସୁବର୍ଣ୍ଣ ସହର ସୋନପୁର ଭାରତର ଦ୍ଵିତୀୟ ବାରଣାସୀ ନାମରେ ବିଖ୍ୟାତ l ବର୍ତ୍ତମାନ ଏହାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, କଳା, ହସ୍ତ ଶିଳ୍ପକୁ ଉତ୍ପାଦକ ସଂସ୍ଥା ସୁବର୍ଣ୍ଣଶ୍ରୀ ମାଧ୍ୟମରେ ପ୍ରତିଫଳିତ କରୁଛି l ଦେବୀ ମାଁ ସୁରେଶ୍ୱରୀ ଓ ବାବା ସୁବର୍ଣ୍ଣମେରୁ ଙ୍କ ଆଶୀର୍ବାଦ…
Read More...

ସରକାରୀ ଯୋଜନା ଅନିୟମିତତା ନେଇ ଅଭିଯୋଗ ବାଢ଼ିଲା ଜିଲ୍ଲା ବିଜେପି

କେନ୍ଦ୍ରାପଡା: ଜିଲ୍ଲାରେ ଭୂତଳ ଜଳ ସ୍ତର ହ୍ରାସ ପାଇଥିବା ବେଳେ ଜିଲ୍ଲା ପ୍ରଶାସନ ଜଳ ଯୋଗାଣ ନେଇ ଆଦୌ ଯତ୍ନବାନ ହେଉ ନଥିବା ଜିଲ୍ଲା ବିଜେପି ଅଭିଯୋଗ କରିଛି। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଣ୍ଠିରୁ ଜିଲ୍ଲାରେ ପ୍ରାୟ ୩୦ ଗୋଟି ବୃହତ ପାଣି ଟାଙ୍କି ରହିଥିବା ବେଳେ ସେସବୁକୁ…
Read More...

ନିଖିଳ ଓଡ଼ିଶା ଇଣ୍ଡିଆନ୍ ବ୍ୟାଙ୍କ କର୍ମଚାରୀ ସଂଘର ତ୍ରୟବାର୍ଷିକ ସମ୍ମିଳନୀ

ଭୁବନେଶ୍ଵର: ନିଖିଳ ଓଡ଼ିଶା ଇଣ୍ଡିଆନ୍ ବ୍ୟାଙ୍କ କର୍ମଚାରୀ ସଂଘର ତ୍ରୟବାର୍ଷିକ ସମ୍ମିଳନୀ (ସୁବର୍ଣ୍ଣ ଜୟନ୍ତୀ ଉତ୍ସବ) ଚଳିତ ମାସ ୯ ଓ ୧୦ ତାରିଖ ଦୁଇଦିନ ଧରି ଭୁବନେଶ୍ବର ସ୍ଥିତ କିଟ ବିଶ୍ବବିଦ୍ୟାଳୟ ପରିସରରେ ଶ୍ରୀ ନିରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଅପ୍ରେଲ ୯…
Read More...

ବେଗୁନିଆପଡା ବ୍ଲକରେ କାର୍ଯ୍ୟକାରୀ ହେଉଛି ଦିବ୍ୟାଙ୍ଗ ଜନ ଶୁଣାଣି କାର୍ଯ୍ୟକ୍ରମ

ବେଗୁନିଆପଡା: ସମାଜରେ ଅପେକ୍ଷାକୃତ ଶାରୀରିକ ଓ ମାନସିକ ଭାବେ ଦୁର୍ବଳ ବିଚାର କରାଯାଉଥିବା ଭିନ୍ନକ୍ଷମଙ୍କ ସକାଶେ ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ। ସମସ୍ତ ଦିବ୍ୟାଙ୍ଗ ମାନଙ୍କ ସମସ୍ୟାର ସମାଧାନ ତଥା ସେମାନଙ୍କ ମଙ୍ଗଳ ସାଧନ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଅଭିଯୋଗ ଶୁଣାଣି…
Read More...

ବିଜେପି ତରଫରୁ ସାମାଜିକ ନ୍ୟାୟ ସେବା ପକ୍ଷ ପାଳନ ଅବସରରେ କୃଷକ ଲାଭର୍ଥୀ ସମ୍ମିଳନୀ ଆୟୋଜିତ

ପାରାଦୀପ(ପ୍ରଶାନ୍ତ କୁମାର ସ୍ଵାଇଁ): ବିଜେପି ତରଫରୁ ସାମାଜିକ ନ୍ୟାୟ ସେବା ପକ୍ଷ ପାଳନ କରିବା ଅବସରରେ କୁଜଙ୍ଗ ଠାରେ ଏକ କୃଷକ ଲାଭାର୍ଥୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି କୃଷକ ଲାଭାର୍ଥୀ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗଦେଇ କେନ୍ଦ୍ର ସରକାରଙ୍କ ତରଫରୁ…
Read More...

ସାମ୍ବାଦିକ ସୁରକ୍ଷା ଓ ଆଇଆଇସି ଦ୍ରୌପଦୀ ଦାସଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ…

ଜଳେଶ୍ୱର(ଅଜିତ କୁମାର ସାହୁ): ଦିନକୁ ଦିନ ସାମ୍ବାଦିକଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ବିଭିନ୍ନ ସାମ୍ବାଦିକ ସଂଗଠନ ଏହାକୁ ବିରୋଧ କରି ସାମ୍ବାଦିକ ଆଇନ ସୁରକ୍ଷା ପ୍ରଣୟନ କରିବା ପାଇଁ ପ୍ରତ୍ୟେକ ଦିନ ଦାବୀ କରାଯାଉଛି। ମାତ୍ର ସରକାର ଏଥି ପ୍ରତି ଧ୍ୟାନ ଦେଉନାହାନ୍ତି। ଯାହା ପାଇଁ…
Read More...