ଫିନାଇଲ ପିଇ ଗିରଫ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ
ଗଞ୍ଜାମ: ଭଞ୍ଜନଗର ଥାନା ଭିତରେ ଆଜି ଏକ ଅଭାବନିୟ ଘଟଣା ଘଟିଥିବା ଜଣାପଡିଛି । ଆଉ ଏକ ୱାରେଣ୍ଟ ବଳରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି । ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ପୋଲିସ କର୍ମଚାରୀମାନେ ଭଞ୍ଜନଗର ମେଡିକାଲ ରେ ଚିକିତ୍ସିତ ପାଇଁ ଭର୍ତି କରିଥିବା…
Read More...
Read More...