Browsing Tag

Odisha News

ଲାଲବାବା ପୀଠରେ ରୌପ୍ୟ ଜୟନ୍ତୀ ପାଳନ: ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

କଟକ: ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ବରର କୁଳଗାଁଇଶାଳୋ ଠାରେ ଥିବା ଶ୍ରୀ ଶ୍ରୀ ଲାଲବାବା ପୀଠରେ ରୌପ୍ୟ ଜୟନ୍ତୀ ପାଳନ। ୯ ଦିନ ବ୍ୟାପୀ ଏଠାରେ ଶ୍ରୀ ଶ୍ରୀ ହନୁମତ୍ ପଞ୍ଚ କୁଣ୍ଡୀୟ ମହାଯଜ୍ଞ, ଶ୍ରୀ ରାମଚରିତ ମାନସ ନବାହ୍ନ ପରାୟଣ, ପ୍ରବଚନ ଞ୍ଜାନଯଜ୍ଞ, ସାଧୁସନ୍ଥ ସମ୍ମିଳନୀ ଓ ନବଦିନ…
Read More...

ଶାରଳା ସାଂସ୍କୃତିକ ପରିଷଦର ସାରଳା ସାହିତ୍ୟ ଆଲୋଚନା ଓ ସମ୍ବର୍ଦ୍ଧନା ସଭା

ରାଉରକେଲା: ସେକ୍ଟର ୬ ସ୍ଥିତ ଶାରଳା ସାଂସ୍କୃତିକ ପରିଷଦ ତରଫରୁ ବାସନ୍ତୀ ପୂଜା ଅବସରରେ ସାରଳା ସାହିତ୍ୟ ଆଲୋଚନା ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଆର୍ତ୍ତଭଂଜନ ମଲ୍ଲିକଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ଅରକ୍ଷିତ କୁମାର ପାତ୍ରଙ୍କ ଆବାହକତ୍ବ ତଥା ଉପସଭାପତି…
Read More...

ପ୍ରେସ କ୍ଳବ୍ ପକ୍ଷରୁ ନୂତନ ଥାନା ଅଧିକାରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ରାୟଗଡ଼ା(ସନ୍ତୋଷ କୁମାର ଲମତା): ରାୟଗଡ଼ା ଜିଲ୍ଲା ପ୍ରେସ କ୍ଳବ୍ କଲ୍ୟାଣସିଂହପୁର ସଂଘର ସମସ୍ତ ସଦସ୍ୟ ଥାନାରେ ପହଞ୍ଚି ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ଭାବରେ ମୁକୁନ୍ଦ ଦେବ ନାୟକଙ୍କୁ ଭେଟି ସ୍ବାଗତ ଜଣେଇବା ସହ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଶ୍ରୀ ନାୟକ…
Read More...

ତାଳଚେର ବିକାଶ ପାଇଁ ଦଳମତ ଉର୍ଧ୍ଵରେ ଜନତାଙ୍କ ସେବା କର: ସାଂସଦ

ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦର ନବନିର୍ବାଚିତ ନଗରପାଳ ଓ କାଉନ୍‌ସିଲର ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ଭେଟି ତାଙ୍କର ସହଯୋଗ କାମନା କରିଛନ୍ତି । ସାଂସଦଙ୍କ ଥର୍ମାଲ୍ ସ୍ଥିତ ଆବାସିକ କାର୍ଯ୍ୟାଳୟରେ ନୂତନ ନଗରପାଳ ପବିତ୍ର ଭୂତିଆ, ଉପନଗରପାଳ ଶୁଭଶ୍ରୀ…
Read More...

ଲାଲବାବା ପୀଠରେ ରୌପ୍ୟ ଜୟନ୍ତୀ ଉପଲକ୍ଷେ ସାଧୁସନ୍ଥ ସମ୍ମିଳନୀ ଆୟୋଜିତ

କଟକ: ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର କୁଳଙ୍ଗାଇଶାଳୋର ଲାଲବାବା ପୀଠରେ ରୌପ୍ୟ ଜୟନ୍ତୀ ଉପଲକ୍ଷେ ଆୟୋଜିତ ମହୋତ୍ସବର ତୃତୀୟ ଦିବସରେ ମନ୍ଦିର ପରିଚାଳନା କମିଟି ତରଫରୁ ସାଧୁସନ୍ଥ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମା ହରଚଣ୍ଡୀ ପୀଠରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ସାଧୁ…
Read More...

ତାଳଚେରରେ ସର୍ବଭାରତୀୟ ଗାର୍ଡ ପରିଷଦର ସାଧାରଣ ବୈଠକ

ଅନୁଗୁଳ( ଜ୍ୟୋତିରଞ୍ଜନ ଧର ): ଅନୁଗୁଳ ଜିଲ୍ଲା ତାଳଚେର ହାଣ୍ଡିଧୁଆ ଷ୍ଟେସନ ସ୍ଥିତ ରେଲୱେ କଲ୍ୟାଣ ମଣ୍ଡପ ଠାରେ ସର୍ବ ଭାରତୀୟ ଗାର୍ଡ ପରିଷଦର ଦ୍ଵିତୀୟ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ତାଳଚେର ରେଲୱେ ଷ୍ଟେସନ ଏଆରଏମ ସୌରଭ କୁମାର ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥି ରୂପେ…
Read More...

ଏବେ ବି ବଞ୍ଚିଛି ଅନ୍ଧବିଶ୍ୱାସ: ଡାଇରିଆରୁ ମୁକ୍ତି ପାଇଁ ଗାଁ ଠାକୁରାଣୀଙ୍କ ପାଖରେ ଲାଗିଲା ଭୋଗ

ଗଞ୍ଜାମ: ଅନ୍ଧ ବିଶ୍ୱାସର ଅନ୍ଧାରି ମୂଲକରେ ଏବେ ବି ଅନେକ ଗାଁ ରହିଛି । ଯେଉଁ ଗାଁରେ ଏବେ ବି ଦେଖିବାକୁ ମିଳୁଛି ଏମିତି କିଛି ଯାହା ବର୍ତ୍ତମାନର ଯୁଗରେ ଆପଣ କଳ୍ପନା ବି ସୁଦ୍ଧା କରିନଥିବେ । ଗଞ୍ଜାମଜିଲ୍ଲାରେ ଏବେ ପ୍ରତ୍ୟେକ ଗଳି କନ୍ଦିରେ ଚାଲିଛି ମା ଦାଣ୍ଡ କାଳୀଙ୍କ ଯାତ୍ରା । କିନ୍ତୁ…
Read More...

ସୁବର୍ଣ୍ଣପୁରରେ ୨ ଜରୁରୀ ସହାୟତା ଯାନର ଶୁଭାରମ୍ଭ

ସୁବର୍ଣ୍ଣପୁର: ଜିଲ୍ଲାର ବିଭିନ୍ନ ଅସୁବିଧାର ଏବେ ଏକ ସମନ୍ବିତ ଢଙ୍ଗରେ ସମାଧାନ ହେବ। ପୋଲିସ, ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ବିଭାଗର ସହାୟତା ପାଇଁ ଏବେ ଆଉ ଅଲଗା ଅଲଗା ନମ୍ବରକୁ ଫୋନ କରିବାକୁ ପଡିବ ନାହିଁ। ୧୧୨ ଡାଏଲ କଲେ ଏଣିକି ପହଞ୍ଚିବ ଜରୁରୀ ସହାୟତା ଯାନ। ଯାହା ବିଭିନ୍ନ…
Read More...

ସୋନପୁରରେ ନବ ନିର୍ବାଚିତ ପୌରାଧ୍ୟକ୍ଷାଙ୍କ ଦାୟିତ୍ବ ଗ୍ରହଣ

ସୋନପୁର/ ଓମପ୍ରକାଶ ମିଶ୍ର : ପୌର ପରିଷଦର ନୂତନ ପୌରାଧ୍ୟକ୍ଷାଙ୍କ ଦାୟିତ୍ୱ ଗ୍ରହଣ । ସୋନପୁରରେ ପୌରାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ତାମସି ତାମସ୍ମିତା ନାୟକ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବାହ୍ନରେ ପୌର କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ ବେଳେ କାର୍ଯ୍ୟାଳୟର କର୍ମଚାରୀମାନେ…
Read More...

ଜାଲ ସାର୍ଟିଫିକେଟରେ ଶିକ୍ଷକତା: ୧୦ ଲକ୍ଷରୁ ଅଧିକ ଟଙ୍କା ହରିଲୁଟ୍

ଉଦଳା: ଜାଲ ସାର୍ଟିଫିକେଟରେ ଚାକିରୀ କରିବା ପଡିଲା ମହଙ୍ଗା । ୪ବର୍ଷ ହେବ ସରକାରଙ୍କୁ ଚୂନ ଲଗାଇ ରାଜକୋଷରୁ ଲୁଟି ଚାଲିଥିଲେ ଦୁଇ ଶିକ୍ଷକ। ହେଲେ ଏବେ ସେହି ଦୁଇ ଶିକ୍ଷକଙ୍କୁ ଚାକିରୀରୁ ବିଦା କରାଯାଇଛି ।କପ୍ତିପଦା ବ୍ଲକ ମହୁଲ ପଙ୍ଖା ବିଦ୍ୟାଳୟର ସୌରଭମୟ ଆଚାର୍ଯ୍ୟ ଏବଂ ନଟୋ ପଞ୍ଚାୟତ…
Read More...