Browsing Tag

Odisha News

୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କଲା ଓଡିଶା

ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନା ଅଧୀନରେ ଓଡ଼ିଶାରୁ ବାରଣାସୀ ଏବଂ ଅଯୋଧ୍ୟାକୁ ୭୭୫ ଜଣ ଯୋଗ୍ୟ ତୀର୍ଥଯାତ୍ରୀଙ୍କୁ ନେଇ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ୍ ବୁଧବାର ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱର ନୂତନ ରେଳ ଷ୍ଟେସନ (ପଟିଆ)ରୁ…
Read More...

କଳାବଜାରୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ୮,୩୬୮ଟି ଏଲପିଜି ସିଲିଣ୍ଡର ଜବତ

ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ବିଭାଗ ରାଜ୍ୟବ୍ୟାପୀ ବେଆଇନ ଭାବରେ ଏଲପିଜି ସିଲିଣ୍ଡର ଗଚ୍ଛିତ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି। ବିଭାଗ ଦ୍ୱାରା ବୁଧବାର ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ପ୍ରବର୍ତ୍ତନ ଦଳଗୁଡ଼ିକ ୩୮୦୯ ସ୍ଥାନରେ ଯାଞ୍ଚ…
Read More...

ସେପ୍ଟେମ୍ବର ୧ରେ “ସମ୍ବନ୍ଧ” ସମବାୟ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଏହାର ସମବାୟ ଇତିହାସରେ ଏକ ନୂତନ ଅଧ୍ୟାୟ ଲେଖିବାକୁ ପ୍ରସ୍ତୁତ ହେଉଛି । କାରଣ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେପ୍ଟେମ୍ବର ୧ରେ "ସମ୍ବନ୍ଧ" ମେଗା ସଦସ୍ୟତା ଅଭିଯାନ ଆରମ୍ଭ କରିବେ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଗ୍ରାମାଞ୍ଚଳ ପରିବାରରୁ ଅତି କମରେ ଜଣେ ସଦସ୍ୟଙ୍କୁ…
Read More...

ଗୋଳାବନ୍ଧ ବିସ୍ଥାପିତ ୧୩୭୧ ପରିବାର ପାଇଁ ୭୫.୬୦ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗୋଳାବନ୍ଧରୁ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲାର ଗୋଳାବନ୍ଧରୁ ବିସ୍ଥାପିତ ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ ୭୫ କୋଟି ୬୦ ଲକ୍ଷ ୩୦ ହଜାର ଟଙ୍କାର ଏକ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ…
Read More...

ସେପ୍ଟେମ୍ବର ୩ରେ ଆରମ୍ଭ ହେବ ମାଲକାନଗିରି-ଭୁବନେଶ୍ୱର ବାଣିଜ୍ୟିକ ବିମାନ ସେବା

ମାଲକାନଗିରି ଜିଲ୍ଲାର ବାସିନ୍ଦାମାନେ ସେପ୍ଟେମ୍ବର ୩ତାରିଖରୁ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସହିତ ସିଧାସଳଖ ବାଣିଜ୍ୟିକ ବିମାନ ସଂଯୋଗ ପାଇପାରିବେ। ଯାହା ଏହି ଦୁର୍ଗମ ସୀମାନ୍ତ ଜିଲ୍ଲା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଲୋକଙ୍କ ଦୀର୍ଘଦିନର ଦାବି ପୂରଣ କରିବା ପାଇଁ ଆଶା କରାଯାଉଥିବା…
Read More...

ଆଖିପିଛୁଳାକେ ବ୍ୟକ୍ତିଙ୍କୁ ପାଣି ଭିତରକୁ ଟାଣିନେଲା କୁମ୍ଭୀର, ଉଦ୍ଧାର କାର୍ଯ୍ୟ ଜାରି

ଖରସ୍ରୋତା ନଦୀରେ ବ୍ୟକ୍ତିଙ୍କୁ ପାଣି ଭିତରକୁ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜକନିକା ଅଞ୍ଚଳରେ ମଙ୍ଗଳବାର ସକାଳେ ଡଙ୍ଗାରେ ଚଢ଼ୁଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ ଖରସ୍ରୋତା ନଦୀ ଭିତରକୁ ଟାଣି ନେଲା କୁମ୍ଭୀର। ନିଖୋଜ ବ୍ୟକ୍ତି ଜଣକ ତ୍ରୈଲୋକ୍ୟପୁର ପଞ୍ଚାୟତର…
Read More...

ସମୟ ସୀମା ଭିତରେ ସେବା ନମିଳିଲେ ତଣ୍ଡ ଗଣିବେ ଦାୟୀ ଅଫିସର

ଓଡ଼ିଶା ଜନସେବା ଅଧିକାର ଆଇନ, ୨୦୧୨ ଅଧୀନରେ ଥିବା ସମସ୍ତ ସରକାରୀ ସେବା ଯୋଗାଣ ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଲାଗୁ ହୋଇଛି ‘ଅଟୋ-ଅପିଲ୍ ସିଷ୍ଟମ୍‌’ । ଯାହା ଦ୍ୱାରା ସମୟାନୁସାରେ ଅଧିସୂଚିତ ସାର୍ବଜନୀନ ସେବା ପ୍ରଦାନ ସୁନିଶ୍ଚିତ ହୋଇପାରିବ ଏବଂ ଅଧିକାରୀମାନଙ୍କ…
Read More...

ସଂଶୋଧନ ହେବ ରାଜ୍ୟର ୭ ଜିଲ୍ଲା ଓ ୨୪ ସ୍ଥାନର ଇଂରାଜୀ ନାମ , ରାଜସ୍ବ ବିଭାଗର ବିଜ୍ଞପ୍ତି

ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ସ୍ଥାନନାମ ଓଡ଼ିଆ ଓ ଇଂରାଜୀରେ ଭିନ୍ନ-ଭିନ୍ନ ଭାବେ ଲେଖାଯାଉଥିବାରୁ ଏହାକୁ ସଂଶୋଧନ କରି ଏକରୂପ କରିବା ପାଇଁ ରାଜସ୍ବ ବିଭାଗ ପଦକ୍ଷେପ ନେଇଛି। ଏନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ବିଭିନ୍ନ ବିଭାଗ ଓ…
Read More...

ବଢ଼ିଲା ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା, ଏଣିକି ପାଇବେ ୧୮ଶହ ଟଙ୍କା

ଭୁବନେଶ୍ଵର: ରାଜ୍ୟରେ ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀଙ୍କର ମାସିକ ଭତ୍ତାକୁ ସରକାର ବୃଦ୍ଧି କରିଛନ୍ତି । ଏଣିକି ୧୮ ଶହ ଟଙ୍କା ବଦଳରେ ଗ୍ରାମରକ୍ଷୀ ମାସିକ ଭତ୍ତା ବାବଦରେ ପାଇବେ ଅଢ଼େଇ ହଜାର ଟଙ୍କା । ତେବେ ସପ୍ତାହକୁ ଥରେ ସେମାନେ କାର୍ଯ୍ୟ କରୁଥିବା ସ୍ଥାନରେ ଯାଇ ଉପସ୍ଥାନ ଦେବାର…
Read More...

ଶୀତରୁ ନିସ୍ତାର ନାହିଁ; ଶୀତ ଲହରି ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ଵର: ଶୀତ ଲହରି ପାଇଁ ୟେଲୋ ୱାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ । କାଲି ପର୍ଯ୍ୟନ୍ତ ୬ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ । ଝାରସୁଗୁଡ଼ା, ସୁନ୍ଦରଗଡ଼, ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି କଟକ, ଖୋର୍ଦ୍ଧା ଓ ଅନୁଗୁଳ ଜିଲ୍ଲା ପାଇଁ ମଧ୍ୟ ୟେଲୋ…
Read More...