Browsing Tag

Nuapada

ବାଇକକୁ ଚାପିଳା ଟ୍ରକ, ବାଇକ ଆରୋହୀ ମୃତ

ନୂଆପଡା: ଟ୍ରକ ଧକ୍କାରେ ବାଇକ ଚାଳକ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲା ଭଣ୍ଡାପରିପଡା ଛକରେ। ମୃତକ ଜଣକ ହଲେ ବୋଡେ଼ନ ତହସିଲର କାର୍ୟ୍ୟରତ ଅମିନ ନୃପମଣି ହରପାଳ ବୋଲି ଜଣାପଡିଛି। ବାଇକରେ ଯାଉଥିବା ସମୟରେ ପଛପଟୁ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ଏଥିରେ…
Read More...

ନକ୍ସଲ ହିଂସାକାଣ୍ଡ : ସହିଦ ହେଲେ ୩ ସିଆର୍‌ପିଏଫ୍‌ ଯବାନ

(ନୂଆପଡା) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ନକ୍ସଲଙ୍କ ହିଂସାକାଣ୍ଡ । ତେବେ ଏହି କ୍ରମରେ ହମଲାରେ ସହିଦ ହୋଇଛନ୍ତି ୩ ସିଆର୍‌ପିଏଫ୍‌ ଯବାନ। ନୂଆପଡ଼ା ଜିଲ୍ଲା ବୋଡେନ୍‌ ବ୍ଲକ୍‌ ପାଟଧରା ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ହୋଇଛି ଏହି ହମଲା। ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ…
Read More...

ମାଓବାଦୀଙ୍କ ହମଲା, ୩ ସିଆରପିଏଫ ଯବାନ ସହିଦ

ନୂଆପଡା: ସିଆରପିଏଫ ଯବାନ ଓ ମାଓବାଦୀଙ୍କ ଗୁଳିବିନିୟ ଫଳରେ ୩ ସିଆରପିଏଫ ଯବାନ ସହିଦ ହୋଇଥିବା ଜଣାପଡିଛି। ସହିଦ ଯବାନମାନେ ଶିଶୁପାଳ ସିଂ, ଶିବଲାଲ ଓ ଧର୍ମେନ୍ଦ୍ର କୁମାର ସିଂ ବୋଲି ଜଣାପଡିଛି। ନୂଆପଡା ଜିଲ୍ଲା ବୋଡେନ ବ୍ଲକ ପାଟଧରା ସଂରକ୍ଷିତ ଜଙ୍ଗଲରେ ଘଟିଥିବା ଜଣାପଡିଛି। ସମ୍ପୃକ୍ତ…
Read More...

ସାପ କାମୁଡାରେ ମା ଝିଅ ଦୁହିଁଙ୍କ ମୃତ୍ୟୁ

ନୂଆପଡା : ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ କେନ୍ଦୁବାହାର ଗାଁରେ ସାପ କାମୁଡାରେ ମା ଝିଅ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମୃତକ ଦ୍ୱୟ ହେଲେ ମା ନିରାଶ ଶବର ଓ ଝିିଅ ସବିତା ଶବର। ଗୁରୁବାର ଦିନ ବିଳମ୍ବିତ ରାତିରେ ଏହି…
Read More...

ନିର୍ବାଚନୀ ହିଂସାରୁ ଗୁଳିକାଣ୍ଡ ଘଟଣା

ନୂଆପଡା,: ନୂଆପଡା ଜିଲ୍ଲା ଲଖନା ଥାନା ଲିମଡିହି ଗ୍ରାମରେ ନିର୍ବାଚନୀ ହିଂସାରୁ ଗୁଳିକାଣ୍ଡ ଘଟଣାରେ ଜଣେ ଗୁରୁତର । ପଡୋଶୀ ରାଜ୍ୟ ରାୟପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କଲେ ପରିବାର ଲୋକେ । ଘଟଣା ସ୍ଥଳରେ ଡଗ ସ୍ୱାର୍ଡ଼  ଓ ସାଇଣ୍ଟିଫିକ୍ ଟିମ ସହ ନୂଆପଡା ଓ ଲଖନା ପୋଲିସର ତଦନ୍ତ ଆରମ୍ଭ ।…
Read More...

ନିଖୋଜ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର

ନୂଆପଡ଼ା: ନିଖୋଜ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର। ହାତଗୋଡ଼ ବନ୍ଧା ଓ ଅଚେତ ଅବସ୍ଥାରେ ନୂଆପଡ଼ା ଗାଁ ରାସ୍ତା ପୋଲ ତଳୁ ଉଦ୍ଧାର କରାଯାଇଛି । ତାଙ୍କୁ ଖଡ଼ିଆଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଚୂଳ ବୈଠାରୁ ରାତି ୮ରୁ ଘରୁ ଯାଇଥିଲେ । କିନ୍ତୁ ସେ ଘରକୁ ଆଉ ଫେରି ନ ଥିଲେ । ପରିବାର…
Read More...

କୋଟିପତି ସହକାରୀ ଯୋଗାଣ ବିଭାଗ ଅଧିକାରୀ ଗିରଫ

କଟକ: ଆଜି ନୂଆପଡ଼ା ଜିଲ୍ଲାର କୋଟିପତି ସହକାରୀ ଯୋଗାଣ ବିଭାଗ ଅଧିକାରୀ ରତ୍ନାକର ସେଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଗତକାଲି ତାଙ୍କର କଟକ ଓ ନୂଆପଡ଼ା ବାସଭବନ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ ହୋଇଥିଲା। ଏପର୍ଯ୍ୟନ୍ତ…
Read More...

ମାରିବା ପରଦିନ ଫେରି ଖାଇଲା କଲିଜା

ନୂଆପଡା: ରବିବାର କରିଥିଲା ଶିକାର । ଆଜି ସେଠାକୁ ଫେରି ଖାଇଲା ଶିକାରର କଲିଜା । ନୂଆପଡାରେ ଦେଖା ଦେଇଛି ବାଘ ଆତଙ୍କ । ସୂଚନା ଅନୁଯାୟୀ, ରବିବାର ଦିନ ନୂଆପଡା କୁଟେଙ୍ଗାପଡାରେ ଗୋଟିଏ ଗାଈର ଶିକାର କରିଥିଲା ମହାବଳ ବାଘ । ଗାଁର ଅଗିନ ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ଗାଈକୁ ବାଘ ଶିକାର…
Read More...

ମହିଳାଙ୍କ ଚୁଟି କାଟି ଗାଁରେ ବୁଲାଇଲେ ଲୋକ

ନୂଆପଡା: ନୂଆପଡା ଖଡିଆଳ ଥାନା ମହୁଲ କୋଟ ଗାଁରେ ବସିଛି କଙ୍ଗାରୁ କୋର୍ଟ । ପ୍ରେମ ସମ୍ପର୍କ ଥିବା ନେଇ ସନ୍ଦେହରେ ଜଣେ ବିବାହିତା ମହିଳାଙ୍କୁ ମାଡ । ଏଥି ସହିତ ମହିଳାଙ୍କର ଚୁଟି କାଟିବା ସହ ମୁହଁରେ କଳା ବୋଳି ଗାଁ ଦାଣ୍ଡରେ ବୁଲାଇଛନ୍ତି ସ୍ଥାନୀୟ ଲୋକେ । ମିଳିଥିବା ସୂଚନା ଅନୁଯାୟୀ,…
Read More...

ନୂଆପଡାରେ ଡିଜି ଅଭୟ

ନୂଆପଡା: ଆଜି ନୂଆପଡାକୁ ଦିନିକିଆ ଗସ୍ତରେ ଯାଇଛନ୍ତି ପୋଲିସ ବିଭାଗର ମହାନିର୍ଦ୍ଦେଶକ ଏମ. ଅଭୟ । ଜିଲ୍ଲାର ମାଓ ପରିସ୍ଥିତି ସମ୍ପର୍କରେ ବୁଝିବା ସହ ସେମାନଙ୍କ ଗତିବିଧି ନେଇ ସମୀକ୍ଷା କରାଯାଇଛି । ମାଓବାଦୀଙ୍କ ଗଡ ବୋଲି କୁହାଯାଉଥିବା ସୁନାବେଡା ଅଭୟାରଣ୍ୟର ଆକାଶମାର୍ଗରେ ବୁଲିବା ସହିତ…
Read More...