ମହିଳାଙ୍କ ଚୁଟି କାଟି ଗାଁରେ ବୁଲାଇଲେ ଲୋକ
ନୂଆପଡା: ନୂଆପଡା ଖଡିଆଳ ଥାନା ମହୁଲ କୋଟ ଗାଁରେ ବସିଛି କଙ୍ଗାରୁ କୋର୍ଟ । ପ୍ରେମ ସମ୍ପର୍କ ଥିବା ନେଇ ସନ୍ଦେହରେ ଜଣେ ବିବାହିତା ମହିଳାଙ୍କୁ ମାଡ । ଏଥି ସହିତ ମହିଳାଙ୍କର ଚୁଟି କାଟିବା ସହ ମୁହଁରେ କଳା ବୋଳି ଗାଁ ଦାଣ୍ଡରେ ବୁଲାଇଛନ୍ତି ସ୍ଥାନୀୟ ଲୋକେ ।
ମିଳିଥିବା ସୂଚନା ଅନୁଯାୟୀ,…
Read More...
Read More...