Browsing Tag

Nuapada

ନିର୍ବାଚନ ଅଧିକାରୀଙ୍କ ଚେତାବନୀ, ୪୮ ଘଣ୍ଟା ପୂର୍ବରୁ ବାଜିବନି ନିର୍ବାଚନ ସଂପର୍କିତ କୌଣସି କଣ୍ଟେଣ୍ଟ

ନୂଆପଡ଼ା: ନୂଆପଡ଼ା ନିର୍ବାଚନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ୍ । ୯ ତାରିଖ ଅପରାହ୍ନ ୪ଟା ସୁଦ୍ଧା ବାହାର ଲୋକଙ୍କୁ ନୂଆପଡ଼ା ଛାଡିବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଅଧିକାରୀ । ଯିଏ ନୂଆପଡ଼ା ଯାଇଛନ୍ତି ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସମସ୍ତେ ବାହାରିବେ । ଅସୁସ୍ଥ…
Read More...

ଦୁଇ ବରିଷ୍ଠ ନେତାଙ୍କୁ ନୂଆପଡ଼ା ଉପନିର୍ବାଚନ ଦାୟିତ୍ବ ଦେଲା ବିଜେପି

ଭୁବନେଶ୍ଵର: ଦୁଇ ବରିଷ୍ଠ ନେତାଙ୍କୁ ନୂଆପଡ଼ା ଉପନିର୍ବାଚନ ଦାୟିତ୍ବ ଦେଲା ବିଜେପି । ଉପମୁଖ୍ୟମନ୍ତ୍ରୀ କେଭି, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଦାୟିତ୍ବ । ନିର୍ବାଚନ ପରିଚାଳନା କରିବାକୁ ଏହି ଦୁଇ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏହି…
Read More...

ନୂଆପଡ଼ା ଉପନିର୍ବାଚନ: ନାମାଙ୍କନ ଭରିଲେ BJD ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ BJD ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ । ୧୮ରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ । ବିଜେପିରୁ ନାମାଙ୍କନପତ୍ର ଦାଖଲ କରିଥିଲେ ଜୟ ଢୋଲକିଆ । ସେହିପରି କଂଗ୍ରେସରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଘାସିରାମ…
Read More...

ନୂଆପଡ଼ା ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେଡି, ପ୍ରଥମେ ଅଛି ନବୀନଙ୍କ ନାଁ

ନୂଆପଡ଼ା: ନୂଆପଡ଼ା ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେଡି । ନୂଆପଡା ପ୍ରଚାର ମୈଦାନରେ ବିଜେଡିର ମଙ୍ଗ ଧରିବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ତାଲିକାରେ ନବୀନଙ୍କ ନାଁ ପ୍ରଥମେ ରହିଛି । ବିଜେଡି ଦଳର ବିଧାୟକ ଓ ବରିଷ୍ଠ ନେତାମାନେ ମଧ୍ୟ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ…
Read More...

ସମସ୍ତଙ୍କ ସହମତିରେ ମତେ ପ୍ରାର୍ଥୀ କଲେ: ସ୍ନେହାଙ୍ଗିନୀ

ଭୁବନେଶ୍ଵର: ନୂଆପଡ଼ା ଉପନିର୍ବାଚନକୁ ନେଇ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରତିକ୍ରିୟା । ମୁଁ ଓଡ଼ିଶା ସାରା ବୁଲୁଛି, ପାଖ ଦୂର କିଛି ନୁହେଁ, ବାହାରିଆ ନୁହେଁ । ମୁଁ ପ୍ରାର୍ଥୀ ବାଛିବା କମିଟିରେ ଥିଲି, ସମସ୍ତଙ୍କ ସହମତିରେ ମତେ ପ୍ରାର୍ଥୀ କଲେ ବୋଲି କହିଛନ୍ତି…
Read More...

ଜୟଙ୍କ ପ୍ରତି ବିଜେଡି ନେତାଙ୍କ ବ୍ୟକ୍ତିଗତ ଆରୋପ ଗ୍ରହଣୀୟ ନୁହେଁ: ମୁଖ୍ୟମନ୍ତ୍ରୀ

ନୂଆପଡା: ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ନୂଆପଡ଼ା ବିକାଶ ଦାୟିତ୍ୱ ମୋର, କଥା ଦେଇ କଥା ରଖିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆପଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି । ଏବେଠାରୁ ନୂଆପଡ଼ାବାସୀ ଦେଖିବେ ଡବଲ ଇଞ୍ଜିନ ସରକାରର ବିକାଶ ।…
Read More...

ସରଗରମ ନୂଆପଡା ମଇଦାନ, ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣଅ କଲା ବିଜେପି

ନୂଆପଡ଼ା: ନୂଆପଡା ମଇଦାନ ଏବେ ସରଗରମ । ନିଜ ନିଜ ଯୋଦ୍ଧାକୁ ଓହ୍ଲାଇ ସାରିଛନ୍ତି ୩ ଦଳ । ଏବେ ଲଢେଇ ଶେଷ ପ୍ରସ୍ତୁତିରେ । ତିନି ଦଳ ନିଜ ନିଜର ବିଜୟ ପାଇଁ ଅଙ୍କ କଷୁଥିବା ବେଳେ ବିଜେପି ଏକ ଶକ୍ତିଶାଳୀ ୪୦ ସଦସ୍ୟ ବିଶିଷ୍ଟ ଷ୍ଟାର ପ୍ରଚାରକ ତାଲିକା ସହିତ ନୂଆପଡା ଉପନିର୍ବାଚନ ପ୍ରଚାର…
Read More...

ନୂଆପଡା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଲ, ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ

ଭୁବନେଶ୍ୱର:- ନୂଆପଡା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ବାଚନ କମିଶନଙ୍କ ଘୋଷଣା ମୁତାବକ ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡା ଉପନିର୍ବାଚନ ପାଇଁ ଭୋଟ୍‍ ଗ୍ରହଣ ହେବ, ଏବଂ ୧୪ରେ ଭୋଟ ଗଣତି କରାଯାଇ, ଫଳାଫଳ ପ୍ରକାଶ ପାଇବ । ୧୬ତାରିଖ ସୁଦ୍ଧା ନୂଆପଡ଼ା…
Read More...

ବିଜେଡିକୁ ଶକ୍ତ ଝଟ୍‌କା; ବିଜେପିରେ ମିଶିଲେ ଜୟ ଢୋଲକିଆ

ନୂଆପଡ଼ା: ବିଜେଡିକୁ ଲାଗିଲା ଶକ୍ତ ଝଟକା । ବିଜେପିରେ ମିଶିଲେ ଜୟ ଢୋଲକିଆ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ସ୍ବର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡ଼ା…
Read More...

ନୂଆପଡ଼ା ଉପନିର୍ବାଚନ ଘାସିରାମ ମାଝୀ ନୂଆପଡ଼ା ପାଇଁ କଂଗ୍ରେସ ପ୍ରାର୍ଥୀ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଘାସିରାମ ମାଝୀ ନୂଆପଡ଼ା ପାଇଁ କଂଗ୍ରେସ ପ୍ରାର୍ଥୀ । AICC ପକ୍ଷରୁ ଘାସିରାମଙ୍କ ପ୍ରାର୍ଥୀତ୍ୱ ଘୋଷଣା । ଏହା ପୂର୍ବରୁ ଘାସିରାମ ମାଝୀଙ୍କୁ ନୂଆପଡାର ଜିଲ୍ଲା ସଭାପତି ଭାବେ ମନୋନୀତ କରିଥିଲା AICC । ୨୦୨୪…
Read More...