Browsing Tag

New Delhi

ଭୁଶୁଡି ପଡିଲା ମୁମ୍ବାଇ –ଗୋଆ ୪ ଲାଇନ ବିଶିଷ୍ଟ ଏକ ନିର୍ମାଣଧୀନ ଫ୍ଲାଏ

ମୁମ୍ବାଇ : କେହିକିଛି ଭାବିବା ଅଗରୁ ହଠାତ ଭୁସୁଡି ପଡିଲା ନିର୍ମାଣଧୀନ ଫ୍ଲାଏ ଓଭର । ମହାରାଷ୍ଟ୍ରର ଚିପଲୁନରେ ମୁମ୍ବାଇ –ଗୋଆ ୪ ଲାଇନ ବିଶିଷ୍ଟ ଏକ ନିର୍ମାଣଧୀନ ଫ୍ଲାଏ ଓଭର ଭୁଶୁଡି ପଡିଛି । ପ୍ରଥମେ ଫ୍ଲାଏ ଓଭରର ଏକ ଅଂଶ ଭୁଶୁଡି ପଡିଥିବା ବେଳେ ପରେ ରାଜପଥର ଏକ ବ୍ଲକ ସମ୍ପୂର୍ଣ୍ଣ ରୂପେ…
Read More...

‘ଟସ୍’ ଜିତିବା ପରେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଛ ଶ୍ରୀଲଙ୍କା

ନୂଆଦିଲ୍ଲୀ: ଆଇସିସି’ କ୍ରିକେଟ୍ ବିଶ୍ବକପ୍ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ରେ  ‘ଟସ୍’ ଜିତିବା ପରେ ଶ୍ରୀଲଙ୍କା ଟିମ୍ର ଅଧିନାୟକ କୁଶଳ ମେଣ୍ଡିସ୍ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମ୍ୟାଚ ଟି ଉତ୍ତର ପ୍ରଦେଶର ଲକ୍ଷ୍ନୌସ୍ଥିତ ଇକାନା…
Read More...

ଆଜି ସକାଳୁ ଉତ୍ତରାଖଣ୍ଡର ପିଥୋରାଗଡରେ ଭୂକମ୍ପର ଝଟକା ଅନୁଭୁତ

ନୂଆଦିଲ୍ଲୀ: ଭାରତରେ ଲଗାତା ଭୂକମ୍ପର ଝାଟକା ଅନୁଭୁତ ହେବାରେ ଲାଗିଛି । ଗତ କାଲି ଦିଲ୍ଲୀ  ଭୂକମ୍ପର ରେ ଥରିଥିଲା ବେଳେ ଆଜି ସକାଳୁ ଉତ୍ତରାଖଣ୍ଡର ପିଥୋରାଗଡରେ ଭୂକମ୍ପର ଝଟକା ଅନୁଭୁତ ହୋଇଛି । ଏହାର ତିର୍ବତା ରିକ୍ଟର ସ୍କେଲେରେ୪ ରେକଡ କରାଯାଇଛି ଥିଲା । ପିଥୋରଗଡ ଠାରୁ ୪୮ କିଲୋମିଟର…
Read More...

ସରିଲା ଭାରତ ପାକିସ୍ତାନର ପ୍ରଥମ ଇନିଂସ, ଭାରତକୁ ୧୯୨ରନ୍ ର ଟାର୍ଗେଟ

ବ୍ୟୁରୋ: ସରିଲା ଭାରତ ପାକିସ୍ତାନର ପ୍ରଥମ ଇନିଂସ ।ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହେଲେ ପାକିସ୍ତାନ ବ୍ୟାଟ୍ସମ୍ୟାନ । ୪୨.୫ ଓଭରରେ ଖେଳି ୧୯୧ରନରେ ଅଲଆଉଟ ହେଲା ପାକିସ୍ତାନ ଦଳ । ଭାରତକୁ ୧୯୨ରନର ଟାଗେଟ ଦେଇଛନ୍ତି ପାକିସ୍ତାନ ଦଳ । ପାକିସ୍ତାନର ଦୁଇ ନିର୍ଭରଯୋଗ୍ୟ…
Read More...

ଆସନ୍ତା କାଲି ବିଶ୍ୱକପ କ୍ରିକେଟରେ ହାଇଭୋଲଟେଜ ଲଢେଇ

ନୂଆ ଦିଲ୍ଲୀ: ଆସନ୍ତା କାଲି ବିଶ୍ୱକପ କ୍ରିକେଟରେ ହାଇଭୋଲଟେଜ ଲଢେଇ ।ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ପ୍ରତିଦ୍ୱନ୍ଦି ଦଳ ଭାରତ - ପାକିସ୍ତାନ । ଏହି ମ୍ୟାଚ ପାଇଁ କ୍ରିକେଟ ପ୍ରେମିଙ୍କ ମନରେ ଉତ୍ସାହ ଭରି ରହିଛି ।କିନ୍ତୁ ଆସନ୍ତା କାଲି ବର୍ଷା ଆସଙ୍କା…
Read More...

ଭାରତ ଆଗରେ ୨୭୩ ରନର ଟାର୍ଗେଟ ରଖିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ  ଖେଳାଯାଇଥିଲା ମ୍ୟାଚ ।  ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ । ତେବେ ଆଫଗାନିସ୍ତାନ ଟିମ ୫୦ ଓଭର ଖେଳି ୮ ୱିକେଟ ବିନିମୟରେ ୨୭୨ ସଂଗ୍ରହ କରି ଭାରତ ସାମ୍ନାରେ ୨୭୩ ରନର ଲକ୍ଷ ରଖିଛି । …
Read More...

ବଦଳିଲା ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ବଦଳିଲା ରାଜସ୍ଥାନ ବିଧାନସଭା ନିର୍ବାଚନ ଭୋଟ ଗ୍ରହଣ ତାରିଖ ।ଭୋଟ ଗ୍ରହଣ ତାରିଖ ବଦଳିବା ନେଇ ନିର୍ବାଚନ କମିଶନ ନୋଟିସ ଜାରି କରିଛନ୍ତି । ନଭେମ୍ବର ୨୩ରେ ମତଦାନ ହେବାକୁ ଥିବା ବେଳେ ତାହାକୁ ପରିବର୍ତ୍ତନ କରି ନଭେମ୍ବର ୨୫ରେ ମତଦାନ କରିବାକୁ ଘୋଷଣା କରିଛନ୍ତି । ସୂଚନା…
Read More...

କୁନ୍ ପର୍ବତରେ ହିମସ୍ଖଳନ ଘଟି ୩ଜଣ ଯବାନ ନିଖୋଜ, ଜଣେ ସହିଦ

ନୂଆଦିଲ୍ଲୀ: କାର୍ଗିଲର କୁନ୍ ପର୍ବତରେ ହିମସ୍ଖଳନ ଘଟି ୩ ଜଣ ଯବାନ ନିଖୋଜ ଥିବା ଜଣାଯାଇଛି। ଦୁର୍ଘଟଣାରେ ନିଖୋଜ ଥିବା ଯବାନମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖୋଜା ଚାଲିଛି। ସେପଟେ ଜଣେ ଯବାନ ସହିଦ ହୋଇଥିବାକୁହାଯାଉଛି। ଭାରତୀୟ ସେନା ସହିଦ ଯବାନଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଏବେ ବି ୩…
Read More...

ଆଜି ଦିଲ୍ଲୀରେ ଭାରତ – ଆଫଗାନିସ୍ତାନର ଚାଲିଛି ମୁକାବିଲା

ନୂଆଦିଲ୍ଲୀ: ବିଶ୍ୱକପ କ୍ରିିକେଟ୍ ଆଜି ଦିଲ୍ଲୀରେ ଭାରତ - ଆଫଗାନିସ୍ତାନର ମୁକାବିଲା ଚାଲିଛି । ଆଇସିସି କ୍ରିକେଟ ବିଶ୍ୱକପ ମ୍ୟାଚରେ ଆଫଗାନିସ୍ତାନ ଟସ ଜିତି ପ୍ରଥମେ ଭାରତ ବିପକ୍ଷରେ ବ୍ୟାଟିଙ୍ଗ କରୁଛି । ସୂଚନା ଅନୁଯାୟୀ ଆଫଗାନିସ୍ତାନର ଓପେନର୍ ଯୋଡ଼ି ଭାବେ ଖେଳୁଛନ୍ତି, ରହମନ୍ଉଲ୍ଲା…
Read More...

ଦେଶରେ ୫ଟି ରାଜ୍ୟର ନିର୍ବଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଘୋଷଣା ହୋଇଛି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ । ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ନଭେମ୍ବର ୭ ତାରିଖରେ ମିଜୋରାମ , ସେହିପରି ନଭେମ୍ବର ୭ ଏବଂ ୧୭ତାରିଖରେ…
Read More...