Browsing Tag

New Delhi

ମଣିପୁରରେ ୨ଟି ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଥରିଲା ମଣିପୁର । ଆଜି ମଣିପୁରରେ ୨ଟି ଭୂକମ୍ପ ଅନୁଭୂତ ହୋଇଛି । ତେବେ ଏହି ୨ଟି ଭୂକମ୍ପର ତୀବ୍ରତା ୨.୫ଏବଂ ୫.୨ ରେକର୍ଡ କରାଯାଇଛି । ତେବେ ପ୍ରଥମ ଭୂକମ୍ପଟି ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ହୋଇଥିବା ବେଳେ ତାର ତୀବ୍ରତା ୫.୨ ରେକର୍ଡ କରାଯାଇଛି । ଏହାର ଗଭୀରତା ୪୦…
Read More...

ମନ୍ କି ବାତରେ ଓଡିଆ ଖେଳାଳିଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  'ମନ କି ବାତ'ରେ ଓଡ଼ିଆ ପୁଅଙ୍କୁ ପ୍ରଶଂସା  କଲେ ପ୍ରଧାନମନ୍ତ୍ରୀ । ଓଡ଼ିଆ ଭାରୋତ୍ତୋଳକ ହର୍ଷବର୍ଦ୍ଧନ ସାହୁ ଖେଲୋ ଇଣ୍ଡିଆରେ ପଦକ ଜିତିଥିଲେ । ଚଳିତ ମାସ ସରିଥିବା ଖେଲୋ ଇଣ୍ଡିଆରେ ଓଡ଼ିଆ ପୁଅ ହର୍ଷବର୍ଦ୍ଧନ ସାହୁ ୪୯ କିଲୋ କାଟାଗୋରୀରେ ନୂଆ ରେକର୍ଡ କରିଥିଲେ । ୪୯ କିଗ୍ରା…
Read More...

ମନ୍ କି ବାତ କାର୍ଯ୍ୟକ୍ରମରେ ଅପରେସନ୍ ସିନ୍ଦୂର ସମ୍ପର୍କରେ ଦେଶବାସୀଙ୍କୁ କଲେ ସମ୍ବୋଧିତ

ନୂଆ ଦିଲ୍ଲୀ :  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୧୨ ତମ୍ 'ମନ୍ କି ବାତ' କାର୍ଯ୍ୟକ୍ରମ । ଏଥିରେ  ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତଙ୍କବାଦ ବିରୋଧରେ ରଣହୁଙ୍କାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପୂରା ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ୍‌।…
Read More...

ଦିଲ୍ଲୀ-ଏନସିଆରରେ ପ୍ରବଳ ଝଡ଼ବର୍ଷା: ବିମାନ ଉଡ଼ାଣ ପ୍ରଭାବିତ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ପ୍ରବଳ ଝଡ଼ବର୍ଷା ହୋଇଛି। ବର୍ଷା ଓ ପବନ ଯୋଗୁ ବହୁ ସଂଖ୍ୟାରେ ଗଛପତ୍ର ଉପୁଡ଼ି ଯାଇଛି। ରାସ୍ତାଘାଟ ଜଳମଗ୍ନ ହୋଇଛି। ଏପରି କି କୋଠାଘର ବି ଭୁଶୁଡ଼ି ପଡ଼ିଛି। ରାଜଧାନୀ ନୂଆଦିଲ୍ଲୀକୁ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ୪୯ଟି ବିମାନର ଗତିପଥ ପରିବର୍ତ୍ତନ…
Read More...

୪ଟି ରାଜ୍ୟରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ଗୁଜରାଟ, କେରଳ, ପଞ୍ଜାବ ଏବଂ ପଶ୍ଚିମବଙ୍ଗର ପାଞ୍ଚଟି ବିଧାନସଭା ଆସନରେ ଉପନିର୍ବାଚନ ଘୋଷଣା କରିଛନ୍ତି। ଏହି ଉପନିର୍ବାଚନଗୁଡ଼ିକ ଆସନ୍ତା ଜୁନ୍ ୧୯ ତାରିଖରେ ଅନୁଷ୍ଠିତ ହେବ। ଭୋଟ ଗଣତି ଜୁନ୍ ୨୩ରେ ହେବ। ବିଧାୟକମାନଙ୍କ ଇସ୍ତଫା କିମ୍ବା ମୃତ୍ୟୁ…
Read More...

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁା

ନୂଆଦିଲ୍ଲୀ: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁା । ସ୍ୱାଭାବିକ ତାରିଖର ୮ ଦିନ ପୂର୍ବରୁ ମୌସୁମୀ ବାୟୁ କେରଳ ଛୁଇଁଛି । କେରଳ ପରେ ଏବେ ଓଡ଼ିଶାରେ ମୌସୁମୀ ସଅଳ ଆସିବା ନେଇ ଆଶଙ୍କା କରାଯାଉଛି । ବର୍ତ୍ତମାନ ଓଡ଼ିଶାରେ ପ୍ରାକ୍ ମୌସୁମୀ ପାଣିପାଗ ସକ୍ରିୟ ରହିଛି । ବିଭିନ୍ନ ଜିଲ୍ଲାରେ…
Read More...

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ନୀତି ଆୟୋଗ ବୈଠକ

ନୂଆଦିଲ୍ଲୀ:  ଆରମ୍ଭ ହୋଇଛି ନୀତି ଆୟୋଗ ବୈଠକ । ଏହି ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ହୋଇଛନ୍ତି ସାମିଲ  । ୨୦୪୭ ରୋଡ୍ମ୍ୟାପ୍ ନେଇ ବୈଠକରେ ଆଲୋଚନା ହେବ । ଏହାର ଲକ୍ଷ୍ୟ ହେଉଛି…
Read More...

ଦେଶର ୧ନମ୍ବର ଆମେଚର ମହିଳା ଗଲ୍ଫର ଓଡ଼ିଆ ଝିଅ କଶିକା ମିଶ୍ର

ନୂଆଦିଲ୍ଲୀ :  ଦେଶର ଲେଡିଜ୍ ଆମେଚର ଗଲ୍ଫ ରାଙ୍କିଙ୍ଗରେ ଚମକିଲେ ଓଡିଆ ଝିଅ କଶିକା ମିଶ୍ର । ବ୍ରହ୍ମପୁରର ବାସିନ୍ଦା କଶିକା ମିଶ୍ର ଦେଶର ଲେଡିଜ୍ ଆମେଚର ଗଲ୍ଫରମାନଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିବାରେ ରାଜ୍ୟର ପ୍ରଥମ ଗଲ୍ଫର ହେବାର ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର ବିଗତ ଏକ…
Read More...

ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା : ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୭ ଜଣ ଜୀବନ୍ତ ଦଗ୍ଧ: ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର : ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହା ସହିତ ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ହାଇଦ୍ରାବାଦର ଚାରମିନାର…
Read More...

ଆତଙ୍କୀ ଲଢେଇରେ ଆପଣମାନେ ଟ୍ରେଲର ଦେଖିଛନ୍ତି, ଏବେ ଫିଲ୍ମ ବାକି ରହିଛି: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ଗୁଜରାଟ ଭୁଜ ଏୟାର ବେସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏୟାର ବେସରେ ବାୟୁ ସେନା ଯୋଦ୍ଧାଙ୍କୁ ଭେଟିଛନ୍ତି । ଭୁଜ ଗସ୍ତ କରି ପାକିସ୍ତାନକୁ ବଡ ବାର୍ତ୍ତା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।  ଆତଙ୍କୀ ଲଢେଇରେ ଆପଣମାନେ ଟ୍ରେଲର ଦେଖିଛନ୍ତି, ଏବେ ଫିଲ୍ମ ବାକି ରହିଛି ।…
Read More...