Browsing Tag

Nayagarh

ନୟାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ମନ୍ଦିରର ରୂପାନ୍ତରିକରଣ

ନୟାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ମନ୍ଦିରର ରୂପାନ୍ତରିକରଣ ହୋଇଛି। ତିନି କୋଟି ପଚାଶ ଲକ୍ଷ ଟଙ୍କା ବ୍ୟୟରେ ମା ଦକ୍ଷିଣ କାଳୀଙ୍କ ନୁଆ ମନ୍ଦିର ନିର୍ମାଣ ହୋଇଛି। ଇଟାର ପୁରୁଣା ମନ୍ଦିରକୁ ଭାଙ୍ଗି ବଉଳ ମାଳା ପଥରରେ ନିର୍ମିତ ହୋଇଛି ମା ଙ୍କ ନୂଆ ମନ୍ଦିର। ମୁଖଶାଳା, ଭୋଗ ମଣ୍ଡପ…
Read More...

ନୟାଗଡ଼ ସଦର ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ।

ନୟାଗଡ଼ ସଦର ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ। ଚଢ଼ାଉ ବେଳେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ସଦର ଥାନା ପୁଲିସ। ସେମାନେ ହେଲେ ଶରଣକୁଳ ଥାନା ଅନ୍ତର୍ଗତ ମଗରବନ୍ଧ ଗାଁର ରାଜୀବ ପ୍ରଧାନ, ଇଟାମାଟି ଥାନା ଅନ୍ତର୍ଗତ କୃଷ୍ଣପ୍ରସାଦ ଗାଁ ର ଦିଲ୍ଲୀପ କୁମାର ନାୟକ,…
Read More...

ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୬ ଉଦ୍‌ଘାଟିତ

ନୂଆଗାଁ ବ୍ଲକ୍‌ର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୬ ଉଦଘାଟିତ ହୋଇଯାଇଛି । ଏହି ମେଳା ଦୀର୍ଘ ୪ ଦିନ ଧରି ପାଳିତ ହେବାର କାର୍ଯ୍ୟକ୍ରମ ରହିଛି । ଗତକାଲି ଦିବା ୨ଘଟିକା ସମୟରେ ଏକ ମଶାଲ ଶୋଭାଯାତ୍ରାରେ ପଞ୍ଚୁପାଣ୍ଡବଙ୍କ ବେଶରେ…
Read More...

ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୬ ପ୍ରସ୍ତୁତି ବୈଠକ

ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୬ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ଚଳିତ ବର୍ଷ ୨୦୨୬ ଫେବୃଆରୀ ୨ ରୁ ୫ ତାରିଖ ଦୀର୍ଘ ୪ଦିନ ଧରି ନୟାଗଡ଼ ଜିଲ୍ଲା ନୂଆଗାଁ ସଦରମାକୁମା ନୂଆଗାଁ କଲେଜ ସମ୍ମୁଖରେ ଥିବା ପଡ଼ିଆ ଠାରେ ଅନୁଷ୍ଠିତ ହେବ। ପଞ୍ଚୁପାଣ୍ଡବ ମହୋତ୍ସବ ଓ…
Read More...

ଲାଞ୍ଚ ମାଗିବା ଅଭିଯୋଗରେ ପୋଲିସ ସବ-ଇନ୍ସପେକ୍ଟର ଗିରଫ

ଭୁବନେଶ୍ୱର-: ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ଲାଞ୍ଚ ମାଗିବା ଅଭିଯୋଗରେ ଜଣେ ପୋଲିସ ସବ-ଇନ୍ସପେକ୍ଟରଙ୍କୁ ଗିରଫ କରିଛି ଭିଜିଲାନ୍ସ । ନୟାଗଡ ଜିଲ୍ଲା ଶରଣକୂଳ ପୋଲିସ ଷ୍ଟେସନରେ କାର୍ଯ୍ୟରତ ୨୦୧୭ ବ୍ୟାଚର ରାଜେଶ କୁମାର ଶ୍ରୀଚନ୍ଦନ ୪,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ…
Read More...

ପ୍ରେମ ସମ୍ପର୍କ କୁ ନେଇ ନାବାଳିକା ଝିଅକୁ ହତ୍ୟା

ନାବାଳିକା ଝିଅର ପ୍ରେମ ସମ୍ପର୍କ ,ହତ୍ୟା କଲେ ପରିବାର ଲୋକ ।ନୟାଗଡ ରେ ଅନରକିଲିଂ ଅଭିଯୋଗ ରେ ତନା ଘନା ଆରମ୍ଭ କରିଛି ପୋଲିସ୍ ।ପ୍ରଥମେ ନୟାଗଡରେ ମର୍ଡର ପରେ କନ୍ଧମାଳ ଜିଲ୍ଲାଫିରିଙ୍ଗିଆ ଜଙ୍ଗଲରେ ପୋତିଦେଇଥିଲେ ମୃତଦେହ ।ଏହି ଘଟଣା ରେ ଅଭିଯୁକ୍ତ ମାନେ ହେଉଛନ୍ତି ନାବାଳିକାଙ୍କ ପୀଉସା…
Read More...

ଭିଜିଲାନ୍ସ ଜାଲରେ ନୟାଗଡ ଜିଲ୍ଲା ଗଣିଆର ଅତିରିକ୍ତ ତହସିଲ ଦାର

ନୟାଗଡ: ଭିଜିଲାନ୍ସ ଜାଲରେ ନୟାଗଡ ଜିଲ୍ଲା ଗଣିଆର ଅତିରିକ୍ତ ତହସିଲ ଦାର । ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଛନ୍ତି ତହସିଲ ଦାର ବନମାଳୀ ପରିଡା । ଅଭିଯୋଗ ଅନୁସାରେ ବାଲିଟ୍ରକ ଛାଡିବା ପାଇଁ ୧୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସେ ପୁର୍ବରୁ ୧୦ ହଜାର ଟଙ୍କା ନେଇଯାଇଥିଲେ । ଆଜି ଆଉ…
Read More...

ନୟାଗଡରେ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି ୫ଟି ସଚିବ

ଭୁବନେଶ୍ୱର: ନୟାଗଡ ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ । ବର୍ଷା ସତ୍ୱେ ନୟାଗଡର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି ୫ଟି ସଚିବ ।  ନୟାଗଡ ଜିଲ୍ଲାରେ ଜନ ଶୁଣାଣି କାର୍ଯ୍ୟକ୍ରମ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କାର୍ଯ୍ୟର ସମିକ୍ଷା କରୁଛନ୍ତି ୫ଟି ସଚିବ। ପରେ…
Read More...

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ବିଷ ଦେଇ ମାରିଦେବାକୁ ଧମକ

ନୟାଗଡ଼:  ଖାଦ୍ୟରେ ବିଷଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାରିଦେବାକୁ ଧମକ୍ । ଅଭିଭାବକମାନେ ମହିଳା ରୋଷେୟା ଭଗବତୀ ଯାନୀଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ବାଣିଗୋଛା ଥାନା କନେଡି ଗାଁରୁ ଏଭଳି ଅଭିଯୋଗ ଆସିଛି । ଦୁଡା ଓ କନେଡି ଗାଁ ମଧ୍ୟରେ…
Read More...

ନୟାଗଡରେ ପବିତ୍ର ଦଣ୍ଡପର୍ବ,ଦଣ୍ଡଯାତ୍ରା ରେ ଦଣ୍ଡନୃତ୍ୟ ବି ଏକ ନିଆରା

ନୟାଗଡ:ନୟାଗଡ ରେ ପବିତ୍ର ଦଣ୍ଡପର୍ବ ଚାଲିଥିବା ବେଳେ ଚଳିତ ବର୍ଷ ଦଣ୍ଡ ନୃତ୍ୟ ବି ନିଆରା ଦେଖିବା ମିଳିଛି। ଦୋଳ ପୁର୍ଣ୍ଣିମା ଠାରୁ ଆରମ୍ଭ କରି ପଣା ସଂକ୍ରାନ୍ତି ପର୍ୟ୍ୟନ୍ତ ଏହି ଦଣ୍ଡପର୍ବ ଚାଲେ। ଏହି ଦିନ ଆସିଲେ ପ୍ରତ୍ୟେକ ଦଣ୍ଡୁଆ ଭକ୍ତ ମାନେ ଏକ ମାସ ଧରି ପିଆଜ ରସୁଣ ଆମିଷ ତ୍ୟାଗ…
Read More...