Browsing Tag

naveen pattnaik

ଶାସକ ଦଳକୁ ନବୀନ ଶାଣିତ ଟାର୍ଗେଟ, ପୁଣି ଉଠାଇଲେ ‘ବେଇମାନ’ କଥା

ନୂଆପଡ଼ା: ନୂଆପଡ଼ାରେ ଶାସକ ଦଳକୁ ଶାଣିତ ଟାର୍ଗେଟ କଲେ ନବୀନ । ପୁଣି 'ବେଇମାନ' କଥା ଉଠାଇ ଟାର୍ଗେଟ କଲେ ନବୀନ । ୩୦୦ ୟୁନିଟ୍ ମାଗଣା ବିଜୁଳି ଓ ୩୫୦୦ ଟଙ୍କାର ପେନସନ୍ ମିଳିଲା କି । ଚାଷୀଙ୍କୁ ୟୁରିଆ ସାର ଓ ଯୁବବର୍ଗଙ୍କୁ ଚାକିରି ମିଳିଲା କି'। ମିଶନ ଶକ୍ତି ମହିଳାଙ୍କୁ ଋଣ ମିଳିଲା କି,…
Read More...

ବିଜେଡିର ଅଣଦେଖା ମୃତ୍ୟୁର ଅନ୍ୟତମ କାରଣ: ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ

ଭୁବନେଶ୍ଵର: ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନାଙ୍କର ମର୍ମଭରା ଅଭିବ୍ୟକ୍ତି। ସ୍ୱାସ୍ଥ୍ୟ ଖରାପ ଥିଲା ବେଳେ ବିଜେଡି ନେତାଏ ପଚାରିଲେ ନାହିଁ। ଫୋନ୍‌ କଲେନି କି ହସ୍ପିଟାଲ୍‌ ଚିକିତ୍ସା ନେଇ ପଚାରିଲେନି। ବିଜେଡିର ଅଣଦେଖା ମୃତ୍ୟୁର ଅନ୍ୟତମ କାରଣ । ସେ ଆହୁରି କହିଛନ୍ତି,…
Read More...

ଆଇନଶୃଙ୍ଖଳା ନେଇ ନବୀନଙ୍କ ଗଭୀର ଉଦ୍‌ବେଗ, ଶାନ୍ତିଶୃଙ୍ଖଳା ବଜାୟ ରକ୍ଷା ପାଇଁ କଲେ ଅନୁରୋଧ

କଟକ: ଆଇନଶୃଙ୍ଖଳା ନେଇ ବିରୋଧୀଦଳ ନେତା ନବୀନଙ୍କ ଗଭୀର ଉଦ୍‌ବେଗ । କଟକରେ ଶାନ୍ତିଶୃଙ୍ଖଳା ବଜାୟ ରକ୍ଷା ପାଇଁ ଅନୁରୋଧ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ସେପଟେ କଟକ ଘଟଣାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।…
Read More...

ଆଜିଠୁ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ଵର: ଆଜିଠୁ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଆସନ୍ତା ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ନବୀନଙ୍କ ଏଥରର ଗସ୍ତକୁ ରାଜନୈତିକ ମହଲ ଅତ୍ୟନ୍ତ ଗୁରୁତ୍ବ ଦେଉଛନ୍ତି । ନବୀନଙ୍କ ସହ ତାଙ୍କର ବ୍ୟକ୍ତିଗତ ସୁରକ୍ଷାକର୍ମୀ…
Read More...

ମେଡିକାଲ୍‌ରୁ ଡିସ୍‌ଚାର୍ଜ ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ଵର: ମେଡିକାଲ୍‌ରୁ ଡିସ୍‌ଚାର୍ଜ ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୁସ୍ଥ ହେବା ପରେ ଘରୋଇ ମେଡ଼ିକାଲ୍‌ରୁ ସିଧା ନବୀନ ନିବାସ ଗଲେ ନବୀନ ପଟ୍ଟନାୟକ । ଡିହାଇଡ୍ରେସନ୍‌ ଯୋଗୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତ ୧୭ ତାରିଖ ଅପରାହ୍ନରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ…
Read More...

ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ

ଭୁବନେଶ୍ଵର: ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଗତକାଲି ପୁଣି ଥରେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ଭୁବନେଶ୍ବରର ସମ୍‌ ଅଲ୍ଟିମେଟ୍‌ ମେଡିକେୟାରରେ ଗତକାଲି ସନ୍ଧ୍ୟା ୫ଟା ୧୫ରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କୁ ଡିହାଇଡ୍ରେସନ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ…
Read More...

ନାବାଳିକାକୁ ପୋଡିଦେବା ଘଟଣା: ରାଜ୍ୟ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍

ଭୁବନେଶ୍ଵର: ଗଭୀର ନିଦ୍ରାରୁ ଉଠିବାକୁ କହି ରାଜ୍ୟ ସରକାରଙ୍କୁ ନବୀନଙ୍କ ନିଶାନା ବାଣ । ପିପିଲି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ବାଲେଶ୍ବର ଘଟଣାକୁ ସପ୍ତାହେ ନ ପୁରୁଣୁ ପୁଣି ଏକ ଘଟଣାରେ ମର୍ମାହତ । ମହିଳାମାନଙ୍କ ବିରୋଧରେ ଏପରି ଘଟଣା…
Read More...

ବସିବ ବିଜେଡି ବିଧାୟକ ଦଳ ବୈଠକ : ଆଲୋଚନା ହେବ ଦଳୀୟ ନିର୍ବାଚନ କଥା

ବ୍ୟୁରୋ : ଆସନ୍ତା ୧୨ ତାରିଖରେ  ବିଜେଡି ବିଧାୟକ ଦଳ ବୈଠକ ବସିବ । ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ୧୨ ତାରିଖ ଦିନ ସଂଧ୍ୟା ୫ଟାରେ ଶଙ୍ଖ ଭବନରେଏହି  ବୈଠକ ବସିବାକୁ ଥିବାବେଳେ ବିଧାନସଭା ପାଇଁ…
Read More...

୧୦ ଦିନ ପରେ ଆସିଲେ : ଗୃହରେ ପ୍ରଶ୍ନବାଣ ମାରିଲେ ବିରୋଧୀ ଦଳ ନେତା ନବୀନ

ଭୁବନେଶ୍ୱର : ଦ୍ଵିତୀୟ ପର୍ଯ୍ୟୟରେ ପ୍ରଥମ ଥର ପାଈଁ ଗୃହକୁ ଆସିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । 10 ଦିନ ହେବ ବିଧାନସଭା ଚଳୁଥିଲେ ମଧ୍ୟ ଦିନଟିଏ ଆସୁ ନଥିଲେ। ଆଜି ଗୃହ ବିଭାଗ ଖର୍ଚ୍ଚ ଦାବୀ ଆଲୋଚନା ସମୟରେ ବିରୋଧୀ ଦଳ ନେତାଙ୍କ ଉପସ୍ଥିତି ପାଈଁ ଦାବୀ କରିଥିଲେ ବିଜେପି ବିଧାୟକ।…
Read More...

5T ଉପକ୍ରମରେ ନୂଆ ରୂପ ନେବ ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀ ମନ୍ଦିର

ଭୁବନେଶ୍ୱର: ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ମନ୍ଦିରର ବିକାଶ ଯୋଜନା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । ଦୁଇଟି ପର୍ୟ୍ୟାୟରେ ଏହି କାମ କରାଯିବ ଏବଂ ଏଥିପାଇଁ ୧୮ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ନିର୍ଦ୍ଧାରିତ ସମୟରେ କାମ ଶେଷ କରିବା…
Read More...