Browsing Tag

naveen pattnaik

ବହୁ ବାଦ ବିବାଦ ଓ ଆଲୋଚନା ପରେ ନବୀନ ନେଲେ ବଡ ନିଷ୍ପତ୍ତି ।

ବହୁ ଚର୍ଚ୍ଚା ଆଲୋଚନା ଓ ବିବାଦ ମଧ୍ୟରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଂସଦୀୟ ଦଳ ନେତା ଭାବେ ରାଜ୍ୟସଭା ସଦସ୍ୟ ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି । ବରିଷ୍ଠ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ବିଜେଡି ସଂସଦୀୟ ଦଳ ନେତା ଭାବେ ମନୋନୀତ…
Read More...

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସପକ୍ଷରେ ଯୁକ୍ତି ବାଢିଲେ ସାଂସଦ ଦିଲ୍ଲୀପ ରାୟ ।

ଆଜି ସଂସଦ ଭବନରେ ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦେଇଥିବା ବିବାଦୀୟ ବୟାନକୁ ନେଇ ଚାରିଆଡୁ ସମାଲୋଚନା କରାଯାଉଛି । ବିଜୁ ପଟ୍ଟନାୟକଙ୍କ ପ୍ରତି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପରେ ଦିଲ୍ଲୀପ ରାୟଙ୍କ ମଧଯ ସୋସିଆଲ ମିଡ଼ିଆ ପୋଷ୍ଟ କରିଛନ୍ତି ଆଉ କହିଛନ୍ତି ।…
Read More...

SCB ଅଗ୍ନିକାଣ୍ଡ ନେଇ ସରକାରକୁ ନବୀନଙ୍କ ଆକ୍ରମଣ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

Bhubaneswar: ନବୀନ ପଟ୍ଟନାୟକ କଟକର SCBରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ଗତକାଲି ସେ କଟକ ଯାଇ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ଏବଂ ଆଜି ଏହାକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଅଗ୍ନିକାଣ୍ଡ କେବଳ ଏକ…
Read More...

ଦଳ ବିରୋଧୀ କାର୍ଯ୍ୟରେ BJDର ବଡ଼ କାର୍ଯ୍ୟାନୁଷ୍ଠାନ, ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରାଇ…

ଭୁବନେଶ୍ୱର: ଦଳ ଶିସ୍ଟାଚାର ଭଙ୍ଗ ଓ ଦଳ ବିରୋଧୀ କାର୍ଯ୍ୟକଳାପକୁ ନେଇ ପୁଣିଥରେ ବିଜୁ ଜନତା ଦଳ (BJD) ସୁପ୍ରିମୋ ନବୀନ ପଟ୍ଟନାୟକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରୋଜିନୀ ତରାଇଙ୍କୁ ଦଳରୁ ନିଲମ୍ବନ…
Read More...

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯାହାକୁ ନେଇ ନବୀନ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ବଜେଟ୍ ଉପରେ ମୁଁ ମୋର ନିରାଶା ପ୍ରକାଶ କରୁଛି। ବଜେଟ୍‌ରେ ଓଡ଼ିଶା ଏବଂ ଏହାର ଜନସାଧାରଣଙ୍କୁ କୌଣସି ଉଲ୍ଲେଖନୀୟ…
Read More...

ପାଟକୁରାବାସୀଙ୍କୁ ନୂଆ ନେତା ନେଇ ନବୀନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ବିଧାୟକ ଅରବିନ୍ଦ ମହାପାତ୍ର

ଭୁବନେଶ୍ଵର: ନିଲମ୍ବନ ସମ୍ପର୍କିତ ଅଭିଯୋଗକୁ ଚ୍ୟାଲେଞ୍ଜ୍‌ କଲେ ଅରବିନ୍ଦ ମହାପାତ୍ର । ଭିନ୍ନ ଭିନ୍ନ ଆରୋପକୁ ନେଇ ଖୋଲା ଚ୍ୟାଲେଞ୍ଜ କଲେ ପାଟକୁରା ବିଧାୟକ । କେତେବେଳେ ଆଣ୍ଟିପାର୍ଟି, କେତେବେଳେ ମିଡ୍‌ ଡେ ଅପରେସନ ଆରୋପ । ସାଂସଦ ପ୍ରାର୍ଥୀଙ୍କୁ ହରାଇବା ଓ ପାଟକୁରାବାସୀଙ୍କୁ ହଇରାଣ ଆରୋପ…
Read More...

ପାଟକୁରାବାସୀଙ୍କ ପାଇଁ ଆସିବେ ଭଲ ମୁଖିଆ : ନବୀନ ପଟ୍ଟନାୟକ

ଭୁବନେଶ୍ଵର: ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ କରାଯାଇଛି ତା'ର କାରଣ କହିଛନ୍ତି ନବୀନ । ତେବେ ନାଁ ନନେଇ ସେ ସିଧାସଳଖ ନିଶାନା କରିଛନ୍ତି ନବୀନ । ନବୀନ କହିଛନ୍ତି, ମୁଁ ଜଣଙ୍କୁ…
Read More...

ଗୋଟେ ପରେ ଗୋଟେ ପରୀକ୍ଷା ବାତିଲ: ପ୍ରଶ୍ନ ଉଠେଇଲେ ନବୀନ

ଭୁବନେଶ୍ଵର: ରାଜ୍ୟରେ ଚାକିରି ଆଶାୟୀଙ୍କ ପରୀକ୍ଷା ଅବ୍ୟବସ୍ଥା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିନ୍ଦା। କହିଛନ୍ତି, ପରୀକ୍ଷା ବାତିଲ ପରେ ବାତିଲ ହେବା ଲକ୍ଷ ଲକ୍ଷ ପିଲାଙ୍କ ସ୍ବପ୍ନକୁ ଧୂଳିସାତ କରୁଛି। ଏଏନଏମ ପରୀକ୍ଷା ବାତିଲ କରି ରାଜ୍ୟ ବିଜେପି ସରକାର ପୁଣି ହଜାର ହଜାର…
Read More...

ନୂଆପଡ଼ା ଟ୍ରେଣ୍ଡ୍‌କୁ ନେଇ ଶ୍ରୀମୟୀ ମିଶ୍ରଙ୍କ କଟାକ୍ଷ, ପ୍ରମାଣିତ ହେଲା ଭଣ୍ଡ ସନ୍ୟାସୀଙ୍କ ‘ଚକ୍ରାନ୍ତ’

ନୂଆପଡ଼ା: ନୂଆପଡ଼ା ଟ୍ରେଣ୍ଡ୍‌କୁ ନେଇ ଶ୍ରୀମୟୀ ମିଶ୍ରଙ୍କ କଟାକ୍ଷ । ମହିଳାଙ୍କୁ ଅପମାନିତ କରି ଉଚିତ ଶିକ୍ଷା ପାଇଲା ୧ ନଂ କହୁଥିବା ଦଳ । ସୁବର୍ଣ୍ଣ ଲଙ୍କା ଶ୍ରୀହିନ ଓ କୁରୁବଂଶ ଧ୍ୱଂସ କହି କଟାକ୍ଷ କଲେ ଶ୍ରୀମୟୀ । ଅହଂକାର ପାଇଁ ଶୋଚନୀୟ ପରାଜୟ ନିଶ୍ଚିତ ବୋଲି କହିଛନ୍ତି ଶ୍ରୀମୟୀ ।…
Read More...

ନୂଆପଡ଼ା ଉପନିର୍ବାଚନ, ନବୀନ ଆଣିଲେ ବଡ ଅଭିଯୋଗ, ବିଜେପି କରୁଛି ଆଚରଣବିଧି ଉଲ୍ଲଙ୍ଘନ

Nuapada By-Election: ନୂଆପଡ଼ା ଉପନିର୍ବାଚନରେ ଆଚରଣବିଧି ଉଲ୍ଲଙ୍ଘନ ହୋଇଥିବା ନେଇ ଅଭିଯୋଗ । ଏନେଇ ECIଙ୍କ ଦୃଷ୍ଟି ଆକର୍ଷଣ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୪୮ ଘଣ୍ଟାର ନୀରବତା ଅବଧିକୁ କଡ଼ା ଭାବେ କାର୍ଯ୍ୟକାରୀ କରିବାକୁ ଦାବି କଲେ ବିରୋଧି ଦଳ ନେତା । ନୂଆପଡ଼ା ବାହାରର…
Read More...