Browsing Tag

Mumbai

ପୁଣି ଏକାଠି ନଜର ଆସିବେ ଦୀପିକା ଓ ଶାହାରୁଖ

ମୁମ୍ବାଇ:ପୁଣିଥରେ ଏକାଠି ନଜର ଆସିବେ କିଙ୍ଗଖାନ ଶାହାରୁଖ ଓ ଦୀପିକା ପାଦୁକୋନ୍। ପୂର୍ବରୁ ଫିଲ୍ମ ଓମ୍ ଶାନ୍ତି ଓମ୍, ଚେନ୍ନାଇ ଏକ୍ସପ୍ରେସ, ହାପ୍ପି ନ୍ୟୁ ଇୟରରେ ଉଭୟଙ୍କୁ ଦର୍ଶକେ ଏକାଠି ଦେଖିସାରିଛନ୍ତି। ଶାହାରୁଖ ଓ ଦୀପିକାଙ୍କ କେମେଷ୍ଟ୍ରିକୁ ସମସ୍ତେ ଖୁବ୍ ପସନ୍ଦ କରନ୍ତି। ଏଣୁ…
Read More...

ବଲିଉଡରେ ଏଣ୍ଟ୍ରି କରିବେ ବବି ଦେଓଲଙ୍କ ପୁଅ ଆର୍ଯ୍ୟମାନ! 

(ମୁମ୍ବାଇ) :  ୱେବ୍ ସିରିଜ୍ ‘ଆଶ୍ରମ ୩’କୁ ନେଇ ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ଅଭିନେତା ବବି ଦେଓଲ । ଲୋକମାନେ ‘ଆଶ୍ରମ’ରେ ବବି ଦେଓଲଙ୍କୁ ବହୁତ ପ୍ରଶଂସା କରୁଛନ୍ତି। ୱେବ୍ ସିରିଜର ଚତୁର୍ଥ ଭାଗ ଅର୍ଥାତ୍ ‘ଆଶ୍ରମ ୪’ ଆସନ୍ତା ବର୍ଷ ରିଲିଜ୍ ହେବ। ଏହି ୱେବ୍ ସିରିଜ୍ ସହିତ ବବି…
Read More...

ଭାଇରଲ ହେଲା ଫିଲ୍ମ ‘ଦ ଅର୍କ୍‌ସ’ର ଭୟଙ୍କର ଲୁକ୍

(ମୁମ୍ବାଇ) : ପୁଣି ଫେରିଲା ଅର୍କ୍‌ସ ଅର୍ଥାତ୍ ସେହି କ୍ରିଏଚର୍ସ ଯାହା ‘ଲର୍ଡ ଅଫ୍ ଦି ରିଙ୍ଗସ୍’ ଫିଲ୍ମ ଫ୍ରାଞ୍ଚାଇଜ୍ ରେ ଶେଷ ଥର ପାଇଁ ଦେଖାଯାଇଥିଲା। ଏହି କ୍ରିଏଚର୍ସ ବର୍ତ୍ତମାନ ପରବର୍ତ୍ତୀ ସିରିଜ୍ ‘ଲର୍ଡ ଅଫ୍ ଦି ରିଙ୍ଗ୍: ଦି ରିଙ୍ଗ୍ ଅଫ୍ ପାୱାର୍’ରେ ଦେଖାଯିବେ। ମେକର୍ସ ଆମାଜନ…
Read More...

କୋଭିଡ୍ ସଂକ୍ରମିତ ହେଲେ ବିରାଟ

ଲିସେଷ୍ଟରସାୟାର: ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍ ଲାଗି ଭାରତ ପ୍ରସ୍ତୁତି କରୁଥିବା ବେଳେ ଆସିଲା ଦୁଃଖଦ ଖବର । ଦଳର ପ୍ରମୁଖ ଖେଳାଳି ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ…
Read More...

ଏକନାଥ ସିନ୍ଦେଙ୍କୁ ନେଇ ଶିବସେନା ସରକାରରେ ବିଦ୍ରୋହ

ମୁମ୍ବାଇ: ଶିବସେନା ନେତା ତଥା ମହାରାଷ୍ଟ୍ରର ବରିଷ୍ଠ ମନ୍ତ୍ରୀ ଏକନାଥ ସିନେ୍ଧଙ୍କୁ ନେଇ ମହାରଷ୍ଟ୍ରର ମହାଅଗାଡି ସରକାରରେ ବିଦ୍ରୋହ ଦେଖିବାକୁ ମିଳିଛି। ଯାହାଫଳରେ ସରକାର ଏକରକମର ଭୁଷୁଡି ଯିବାକୁ ବସିଛି। ଏମଏଲସି ନିର୍ବାଚନରେ ଶିବସେନାର ପରାଜୟ ପରେ ଏକନାଥ ପ୍ରଥମେ ୨୨ ବିଧାୟକଙ୍କ ସହ ସୁରଟ…
Read More...

ଦେଶର ସବୁଠୁ ବଡ ବ୍ୟାଙ୍କ ଠକେଇ

ମୁମ୍ବାଇ: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ନେତୃତ୍ୱରେ ୧୭ଟି ବ୍ୟାଙ୍କକୁ ନେଇ ଗଠିତ କନ୍ସୋର୍ଟିୟମରୁ ୩୪,୬୧୫ କୋଟି ଟଙ୍କାର ଠକେଇ ହୋଇଛି । ଏହାକୁ ନେଇ ସିବିଆଇ ପକ୍ଷରୁ ହାଉସିଂ ଫାଇନାନ୍ସ କଂପାନି ଡିଏଚ୍ଏଫ୍ଏଲ୍ର ପ୍ରତିଷ୍ଠାତା କପିଲ ଓ ଧିରଜ ଓ୍୍ୱାଧଓ୍୍ୱାନଙ୍କ ନାମରେ ନୂଆ ମାମଲା ରୁଜୁ…
Read More...

ଫିଲ୍ମ‘ଦ ଲିଜେଣ୍ଡ’ର ଟ୍ରେଲର୍‌ ରିଲିଜ,ନିଜ ଲୁକରେ ଘାଇଲା କଲେ ଉର୍ବଶୀ

(ମୁମ୍ବାଇ) : ବଲିଉଡରେ ନିଜର ହଟଲୁକ ସହ ପ୍ରଭାବଶାଳୀ ଅଭିନୟ ପାଇଁ ସବୁବେଳେ ଆଗଧାଡ଼ିରେ ରହିଥାନ୍ତି ଅଭିନେତ୍ରୀ ଉର୍ବଶୀ ରୌତେଲା ।  ଏବେ ପୁଣି ଥରେ ନିଜର ନିଆରା ଲୁକ୍‌ ଜରିଆରେ ଫ୍ୟାନ୍‌ଙ୍କ ହୃଦୟ ଜିତିଛନ୍ତି । ପ୍ରଥମ ତାମିଲ ଫିଲ୍ମ ‘ଦ ଲିଜେଣ୍ଡ’ର ଟ୍ରେଲର୍‌ ଲଞ୍ଚ୍‌ ସମୟରେ ଉର୍ବଶୀ…
Read More...

ସରକାରୀ ବାସଭବନ ଛାଡିଲେ ଉଦ୍ଧବ ଠାକରେ

(ମହାରାଷ୍ଟ୍ର) : ମହାରାଷ୍ଟ୍ରରେ ରାଜନୀତିକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଶିବସେନା ନେତା ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗତକାଲି ତାଙ୍କ ସରକାରୀ ବାସଭବନ ଛାଡ଼ିଛନ୍ତି । ଦଳର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଓ ତାଙ୍କ ପଛରେ ରହିଥିବା ବିଧାୟକଙ୍କ ଉଦ୍ଦେଶ୍ୟରେ…
Read More...

ଫିଲ୍ମ ‘ଆଦିପୁରୁଷ’ରେ ଅଚାନକ ପାଉଣା ବଢ଼ାଇଲେ ପ୍ରଭାସ

(ମୁମ୍ବାଇ) : ଖୁବଶୀଘ୍ର ପ୍ରଭାସ ଏବଂ ସୈଫ ଅଲି ଖାନଙ୍କ ଫିଲ୍ମ ‘ଆଦିପୁରୁଷ’ ଆସୁଛି । ଯାହାକୁ ବେଶ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି  ଫ୍ୟାନ୍ସମାନେ । ରାମାୟଣର କାହାଣୀକୁ ସମ୍ପୂର୍ଣ୍ଣ ଭିନ୍ନ ଉପାୟରେ ଉପସ୍ଥାପନ କରିବାକୁ ଯାଉଥିବା ଏହି ଫିଲ୍ମରେ ରାମ, ରାବଣ ଏବଂ ହନୁମାନଙ୍କୁ ଲାର୍ଜର…
Read More...

ବିରୋଧୀଙ୍କ ମେଳରୁ ଖସି ଆସିଲେ ବିଧାୟକ ଦେଶମୁଖ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ହଟଚମଟ ଚାଲିଥିବା ବେଳେ ସୁରଟସ୍ଥିତ ଏକ ହୋଟେଲରୁ ଶିବସେନାର ଜଣେ ବିଧାୟକ ନୀତିନ ଦେଶମୁଖ ଖସି ଆସି ନାଗପୁରରେ ପହଞ୍ଚିଥିବା ଜଣାପଡିଛି । ନାଗପୁରରେ ପହଞ୍ଚିବା ପରେ ନୀତିନ ବ୍ୟାଖ୍ୟା କରିଛନ୍ତି ଲୋକଟାଙ୍କୁରା କଥା । ସେ କହିଥିଲେ ଯେ, ମୁଁ ସେଠାରେ…
Read More...