Browsing Tag

Mumbai

ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ବାବା କେଦାରନାଥଙ୍କ  ଦ୍ବାର

ନୂଆଦିଲ୍ଲୀ : ଖୋଲିଲା ବାବା କେଦାରନାଥଙ୍କ କପାଟ । ଆଜି ସକାଳ ପ୍ରାୟ ୭ଟାରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ବାବାଙ୍କ ଦ୍ବାର । ଏହା ଭଗବାନ ଶିବଙ୍କୁ ସମର୍ପିତ ବାରଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଏବଂ ଉତ୍ତରାଖଣ୍ଡରେ ଅବସ୍ଥିତ ଚାରିଧାମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ପ୍ରତିବର୍ଷ…
Read More...

୩୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଭାରତର ଏହି ଦକ୍ଷ କ୍ରିକେଟର ରୋହିତ ଶର୍ମା

ନୂଆଦିଲ୍ଲୀ: କିଏ କୁହେ ହିଟ ମ୍ୟାନ୍ ତ କିଏ କୁହେ ସୁପରହିଟ୍ ଶର୍ମା । କାରଣ ତାଙ୍କ ଖେଳ ସମସ୍ତଙ୍କୁ ମନୋରଞ୍ଜନ ଦେଇଥାଏ ।  ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିଥାଏ ବଡ଼ବଡ଼  ଛକା, ଚୌକା ।ଆଜି ରୋହିତ ଶର୍ମାଙ୍କ ଜନ୍ମଦିନ । ଆଜି ୩୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଭାରତର ଏହି ଦକ୍ଷ…
Read More...

ମନ୍ଦିରର ୨୦ ଫୁଟ ଲମ୍ବା କାନ୍ଥ ପଡି ୮ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ସୀମାଞ୍ଚଳମ ମନ୍ଦିରରେ ଅଘଟଣ । ବର୍ଷାରେ ୨୦ ଫୁଟ ଲମ୍ବା କାନ୍ଥ ଦୁର୍ବଳ ହୋଇ ଭୁଶୁଡି ପଡିଛି । ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି । ଚନ୍ଦନେଶ୍ୱର ଯାତ୍ରା ପାଇଁ ବରାହଲକ୍ଷ୍ମୀ ମନ୍ଦିରରେ ଯାଇଥିଲେ ଶ୍ରଦ୍ଧାଳୁ ।…
Read More...

ଲକ୍ଷ୍ନୌ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା

ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୪୫ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସଙ୍କ ଉପରେ ୨୧୬ ରନର ଲକ୍ଷ୍ୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ଲକ୍ଷ୍ନୌ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ…
Read More...

ଆଇପିଏଲ ସରିବା ପରେ ବାଂଲାଦେଶ ଗସ୍ତ ପାଇଁ କାର୍ଯ୍ୟସୂଚୀ ଘୋଷଣା

ମୁମ୍ୱାଇ: ଭାରତୀୟ କ୍ରିକେଟ ଦଳ ଅଗଷ୍ଟରେ ବାଂଲାଦେଶ ଗସ୍ତରେ ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚର ସିରିଜ ଖେଳିବ। ଏହି ଗସ୍ତ ଦିନିକିଆ ସିରିଜ ସହିତ ଆରମ୍ଭ ହେବ। ସିରିଜ୍‌ର ପ୍ରଥମ ମ୍ୟାଚ ଅଗଷ୍ଟ ୧୭ରେ ଖେଳାଯିବ। ଟି-୨୦ ସିରିଜ ଅଗଷ୍ଟ ୨୬ରୁ ଆରମ୍ଭ ହେବ। ବିସିସିଆଇ (ଭାରତୀୟ କ୍ରିକେଟ…
Read More...

ସନରାଇଜର୍ସ ହାଇଦ୍ରାବାଦର ରହୁଥିବା ୫-ତାରକା ହୋଟେଲରେ ଅଗ୍ନିକାଣ୍ଡ 

ହାଇଦ୍ରାବାଦ : ସନରାଇଜର୍ସ ହାଇଦ୍ରାବାଦ ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ନିରାଶଜନକ ପ୍ରଦର୍ଶନ କରିଛି । ଦଳର ପରବର୍ତ୍ତୀ ମ୍ୟାଚ ୧୭ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରହିଛି । ଏହାରି ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସ ପହଞ୍ଚିଛି । ସନରାଇଜର୍ସ ହାଇଦ୍ରାବାଦର ରହୁଥିବା ୫-ତାରକା…
Read More...

ଆଜି  ମୁହାଁ ମୁହିଁ ହେବେ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ଓ ଚେନ୍ନଇ ସୁପରକିଙ୍ଗ୍ସ 

ଲକ୍ଷ୍ନୌ : ଆଜି ହେଉଛି ଆଇପିଏଲର ୩୦ ତମ ମ୍ୟାଚ । ମୁହାଁ ମୁହିଁ ହେବେ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ଓ ଚେନ୍ନଇ ସୁପରକିଙ୍ଗ୍ସ  । ଏହା  ଏକ୍ନା ଷ୍ଟାଡ଼ିୟମରେ ଖେଳାଯିବ ବୋଲି ସୂଚନା ରହିଛି ।   ମ୍ୟାଚ ମୁଖ୍ୟତଃ ପୂର୍ବତନ ଭାରତୀୟ ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନି ଓ ବର୍ତ୍ତମାନର ୱିକେଟରକ୍ଷକ…
Read More...

ହ୍ୟାରି ବ୍ରୁକ୍ ହେଲେ ଇଂଲଣ୍ଡ କ୍ରିକେଟ ଟିମ୍କୁ ମିଳିଲା ନୂଆ ଅଧିନାୟକ

ଗୋଟିଏ ପଟେ ଭାରତରେ ଆଇପିଏଲ ଚାଲିଛି ଏବଂ ସାରା ବିଶ୍ୱର ଖେଳାଳିମାନେ ଏଠାରେ ଖେଳୁଛନ୍ତି, ସେହି ସମୟରେ ଇଂଲଣ୍ଡରେ ଆଉ ଏକ ଘଟଣା ଘଟୁଛି। ଚାମ୍ପିଅନ୍ସ ଟ୍ରଫିରେ ଖରାପ ପ୍ରଦର୍ଶନ ପରେ ଜସ୍ ବଟଲର୍ ହଠାତ୍ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ନୂତନ ଅଧିନାୟକ…
Read More...

ମୁମ୍ବାଇ ଇଣ୍ଡିଆନ୍ସକୁ ୧୨ ରନ୍‌ରେ ପରାସ୍ତ କରିଛି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ

ମୁମ୍ବାଇ : ଘଡ଼ି ଘଡ଼ିକେ ମୋଡ଼ ବଦଳାଉଥିବା ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ସୋମବାର ପାଞ୍ଚଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୧୨ ରନ୍‌ରେ ପରାସ୍ତ କରିଛି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)। ୨୨୨ ରନ୍‌ର ବଡ଼ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ ଦୁଇ ଓପନର୍ ରୋହିତ ଶର୍ମା…
Read More...

ଉଭୟ ଦଳ ବିଜୟ ଧାରାକୁ ଫେରିବା ନେଇ ପଡିଆକୁ ଓହ୍ଲାଇବେ

ମୁମ୍ବାଇ -:  ୱାଙ୍ଖଡେ ଷ୍ଟାଡ଼ିୟମରେ  ଆଜି ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୫ର ୨୦ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଭାରତୀୟ ଦଳର ଦୁଇ ସୁପରଷ୍ଟାର ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ପରସ୍ପର…
Read More...