Browsing Tag

minu sahoo

ଆଜିଠାରୁ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା । ଆଜି ଠାରୁ ଆରମ୍ଭ ହୋଇ ଜୁଲାଇ ୮ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ରାଜ୍ୟର ୮୦ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି ବୋର୍ଡ…
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ଉପରେ ଉଡ଼ିଲା ଡ୍ରୋନ୍

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀ ଆବାସ ଉପରେ ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଛି । ଖବର ପ୍ରସାରଣ ପରେ ଦିଲ୍ଲୀରେ ହଇଚଇ ସୃଷ୍ଟି ହୋଇଛି । ଏବେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତୁରନ୍ତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଡ୍ରୋନକୁ ସନ୍ଧାନ କରିବାରେ ଲାଗି…
Read More...

ନୀଳାଦ୍ରି ଅବଢା ପାଇଁ ସକାଳୁ ଭକ୍ତଙ୍କର ଲମ୍ବା ଲାଇନ

ପୁରୀ: ସରିଛି ମହାବାହୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ୧୨ଦିନର ଲୀଳାଖେରା ସାରି ଶ୍ରୀମନ୍ଦିରକୁ ଫେରିଛନ୍ତି ଶ୍ରୀଜିଉ । ଏବେ ରତ୍ନସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତି । ଏହା ସହ ଆଜି ଭକ୍ତ ମାନେ ନୀଳାଚଲ ଅବଢା ପାଇଛନ୍ତି । ସେଥିପାଇଁ ଆଜି ସକାଳୁ ଭକ୍ତଙ୍କର ଲମ୍ବା…
Read More...

ଥମିବାର ନା ନେଉନି ମଣିପୁର ହିଂସା , ପୁଣି ଗଲା ୩ଜୀବନ

ମଣିପୁର: ଥମୁନି ମଣିପୁର ହିଂସା । ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଗତକାଲି ମଧ୍ୟ ରାତିରେ ବିଷ୍ଣୁପୁରରେ ଫୁଟିଲା ଗୁଳି । ଘଟଣାସ୍ଥଳରେ ୩ଜଣଙ୍କ ଜୀବନ ଜାଇଛି । ସୂଚନା ମୁତାବତ, ଗତକାଲି ରାତିରେ ମଣିପୁର ଉତ୍ତର ପଶ୍ଚିମ ପ୍ରାନ୍ତରେ ଗୁଳିମାଡର ଶବ୍ଦ ଶୁଣାଯାଇଥିଲା । ଡମ୍ପି ପାହାଡି…
Read More...

ପାକିସ୍ତାନ କାରାଗାରରେ ୩୦୮ ଭାରତୀୟ ବନ୍ଦୀ

ନୂଆଦିଲ୍ଲୀ: ପାକିସ୍ତାନର ବିଭିନ୍ନ କାରାଗାରରେ ୩୦୮ଜଣ ଭାରତୀୟ ବନ୍ଦୀ ଜୀବନ ବିତାଉଛନ୍ତି । ଗତକାଲି ପାକିସ୍ତାନ ସରକାରଙ୍କ ତରଫରୁ ସେଠାରେ ଥିବା ଭାରତୀୟ ଦୂତାବାସକୁ ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଛି । ଏହି ବନ୍ଦୀଙ୍କ ମଧ୍ୟରୁ ୪୨ଜଣ ସାଧାରଣ ନାଗରିକ ହୋଇଥିବା ବେଳେ୨୬୬ଜଣ ମତ୍ସଜୀବୀ…
Read More...

ଟ୍ୱିଟର ବ୍ୟବହାରକାରିଙ୍କ ପାଇଁ ଜାରିହେଲା ନୂଆ ନିୟମ

ନୂଆଦିଲ୍ଲୀ:  ନୂଆ ଆଦେଶ ଜାରି କରି ତିନୋଟି ନିୟମ ବିଷୟରେ କହିଛନ୍ତି ଏଲନ ମସ୍କ  । ନୂଆ ନିର୍ଦେଶ ଅନୁସାରେ , ଏବେ ଟ୍ୱିଟରରେ ମନ ଇଛା ପୋଷ୍ଟ କରିବା ଓ ପଢିବା ଉପରେ ଲାଗିବ ରୋକ । ଏଣିକି ଟ୍ୱିଟରରେ ଦିନକୁ କେତେ ପୋଷ୍ଟ ଦେଖି ପାରିବେ? ତାର ସୀମା ନିର୍ଦ୍ଦାରଣ କରିଛନ୍ତି ଏଲନ ମସ୍କ । ଡାଟା…
Read More...

୬ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ବାୟୁ ଦୁର୍ବଳ ହେବା ପରେ ଗତ ଦୁଇ ଦିନ ଧରି ପାଗ ଶୁଖିଲା ରହିଛି । ଆସନ୍ତା କାଲି ଠାରୁ ଆରମ୍ଭ ହେବ ବର୍ଷା । ଆସନ୍ତା ୪ତାରିଖରୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିି ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡିଶା ଓ ଉତ୍ତର ଓଡିଶା ଉପକୂଳରେ ସୃଷ୍ଟି…
Read More...

ଜାତୀୟ ଡାକ୍ତର ଦିବସରେ ରାଜ୍ୟ ସରକାରଙ୍କ ବଡ ନିଯୁକ୍ତି ପର୍ବ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରାଣୀ ଚିକିତ୍ସକଙ୍କ ପାଇଁ ଆୟୋଜିତ ଏକ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାଣୀଧନର ବିକାଶ କ୍ଷେତ୍ରରେ ରୂପାନ୍ତର ଆଣିବା ପାଇଁ ପ୍ରାଣୀ ଚିକିତ୍ସକମାନେ 5T ଉପକ୍ରମର ପ୍ରୟୋଗ କରିବାକୁ ପରାମର୍ଶ ଦେଇଛନ୍ତି ।…
Read More...

ଡକାୟତି ଗ୍ୟାଙ୍ଗକୁ ଧରିଛି କଳାହାଣ୍ଡି ପୋଲିସ

କଳାହାଣ୍ଡି /ଜନକ ପୋଡ଼: ଡକାୟତି ଘଟଣାର ପର୍ଦ୍ଧାଫାସ କରିଛି କଳାହାଣ୍ଡି ପୋଲିସ । ଏହି ଘଟଣାରେ ସଂପୃକ୍ତ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୫ ଲକ୍ଷରୁ ଅଧିକ ଟଙ୍କା, ବାଇକ୍, ମୋବାଇଲ ଓ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଥିବା ଏସପି ଅଭିଳାଷ ଜି. ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ,…
Read More...

ୱାରାଂଚିତି ଲିପି ପ୍ରଣେତା ଲାକୋ ବଦ୍ରାଙ୍କ ପୁଣ୍ୟ ତିଥି ପାଳିତ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ହୋ ଭାସାର ନିଜସ୍ୱ ଲିପି ୱାରାଂଚିତି ପ୍ରଣେତା ଗୁରୁ ଲାକୋ ବଦ୍ରାଙ୍କ ୩୭ ତମ ପୁଣ୍ୟତିଥି ରାଇରଙ୍ଗପୁରସ୍ଥିତ ହୋ ସମାଜ ସିଦାହରା ସୁସାର ପରିସରରେ ପାଳିତ ହୋଇଯାଇଛି । ସୁସାର ଆକାଳାର ବାମନଘାଟି ଉପଖଣ୍ଡର ସଭାପତି ପଦ୍ମଚରଣ ବାନରାଙ୍କ ସଭାପତିତ୍ୱରେ ଏକ…
Read More...