ରାଜ୍ୟ କ୍ୟାବିନେଟ୍ ରେ ୧୧ଟି ଶିଳ୍ପ ପ୍ରକଳ୍ପକୁ ମିଳିଛି ଅନୁକୋଦନ
ଭୁବନେଶ୍ୱର: ରାଜ୍ୟରେ କମିବ ବେକାରୀ ସମସ୍ୟା । ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୧ଟି ଶିଳ୍ପ ପ୍ରକଳ୍ପକୁ ମିଳିଛି ଅନୁମୋଦନ । ୩ହଜାର ୨୬୬କୋଟି ଟଙ୍କାର ପ୍ରକଳ୍ପକୁ ମିଳିଛି । ଏହା ଦ୍ୱାରା ୯ ହଜାର ୧୪୬ଟି ନିଯୁକ୍ତି ସୁଯୋଗ ଶୃଷ୍ଟି ହୋଇଛି । ଧାତବ ଡାଉନଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ କ୍ଷେତ୍ର,…
Read More...
Read More...