Browsing Tag

minu sahoo

ଫରେଷ୍ଟର ହତ୍ୟା ଘଟଣାରେ ୧୦ ଶିକାରୀ ଗିରଫ

ମୟୁରଭଞ୍ଜ : ଶିମିଳିପାଳ ଫରେଷ୍ଟର ମାଥି ହାଁସଦା ହତ୍ୟା ଘଟଣା । ୧୦ ଜଣ ଶିକାରୀଙ୍କୁ ଗିରଫ କଲା ମୟୁରଭଞ୍ଜ ପୋଲିସ । ମୁଖ୍ୟ ଅଭିଯୁକ୍ତ ରମାଇ କଣ୍ଡିଆନ ସମେତ ୧୦ ଗିରଫ । ଅଭିଯୁକ୍ତ ୧୦ ଶିକାରୀଙ୍କ ଘର ଏଡେଲବେଡା ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । ଯାଂଚ ବେଳେ ଜଣାପଡିଛି ଅନ୍ଧାର ରାତିରେ…
Read More...

ଆଖିରେ ଲଙ୍କା ଗୁଣ୍ଡ ଫିଙ୍ଗି ୩ଲକ୍ଷ ଲୁଟି ନେବା ସହ ହତ୍ୟା ଉଦ୍ୟମ

ବ୍ରହ୍ମପୁର: ଲଙ୍କା ଗୁଣ୍ଡ ଫିଙ୍ଗି ହାଣିଲେ ଦୁର୍ବୃତ୍ତ । ଆଖିରେ ଲଙ୍କା ଗୁଣ୍ଡ ଫିଙ୍ଗି, ୩ଲକ୍ଷ ଟଙ୍କା ଲୁଟି ନେବା ସହ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା ଉଦ୍ୟମ କରିଛନ୍ତି । ୨ରୁ୩ଜଣ ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିଥିବା ଜଣାପଡିଛି । ଏନେଇ ଅଭିଯୋଗ କରିଛନ୍ତି ଗୁରୁତରଙ୍କ ସମ୍ପର୍କୀୟ ।…
Read More...

ପାକିସ୍ତାନ ଆଇଏସଆଇ ଏଜେଣ୍ଟ ହାତରେ ଓଡ଼ିଶା ସିମ୍ କାର୍ଡ ଘଟଣା

ଭୁବନେଶ୍ୱର: ପାକିସ୍ତାନ ଆଇଏସଆଇ ଏଜେଣ୍ଟ ହାତରେ ଓଡ଼ିଶା ସିମ୍ କାର୍ଡ ଘଟଣା । ଏନେଇ ପଶ୍ଚିମବଙ୍ଗ ଯିବ ଓଡ଼ିଶା ଏସଟିଏଫ । ପୂର୍ବରୁ ପଶ୍ଚିମବଙ୍ଗ ଏସଟିଏଫ ଗିରଫ କରିଥିବା ଗୁଡୁ କୁମାରକୁ ଜେରା କରିବାପାଇଁ ପଶ୍ଚିମବଙ୍ଗ ଯିବ ଓଡ଼ିଶା ଏସଟିଏଫର ସ୍ୱତନ୍ତ୍ର ଟିମ୍ । ଅଫିସିଆଲ ସିକ୍ରେଟ ଆକ୍ଟ ଓ…
Read More...

୮୦କେଜି ଗଞ୍ଜେଇ ସହ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ରାୟଗଡା / ରବିନ୍ଦ୍ର କୁମାର ସାହୁ : ଢାକୁରଗୁଡା ଅଞ୍ଚଳରୁ ଗଞ୍ଜେଇ ଜବତ କଲା ପୋଲିସ । ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅଧୀନସ୍ଥ ଗଜପତି ସୀମାନ୍ତ ଢାକୁରଗୁଡ଼ା ଅଞ୍ଚଳରୁ ୮୦ କେଜି ଗଞ୍ଜେଇ ଜବତ କଲା ପଦ୍ମପୁର ପୋଲିସ । ସୂଚନା ମୁତାବକ ପଦ୍ମପୁର ଥାନା ଏସ୍ ଆଇ ପ୍ରଜ୍ଞାଶ୍ରୀ ନାୟକ ଷ୍ଟାଫ ଙ୍କ…
Read More...

ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ କୋର୍ଟରେ ହାଜର କରିବ ଭିଜିଲାନ୍ସ

ଭୁବନେଶ୍ୱର: ଆଜି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ସୁନ୍ଦରଗଡ ଆଣୁଛି ଭିଜିଲାନ୍ସ । ସଂଧ୍ୟା ସୁଦ୍ଧା ଜବତ ସମ୍ପତିର ଆକଳନ କରି ଭିଜିଲାନ୍ସ କୋର୍ଟରେ ହାଜର କରିବ ଭିଜିଲାନ୍ସ । ଏବେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଗିରଫ କରାଯାଇଛି । ଆୟ…
Read More...

‘ଉତ୍ସବ’ ଆପରେ ଠକେଇ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠିଲେଖିଲା ସିଂହଦ୍ୱାର ପୋଲିସ

ପୁରୀ: ଅନଲାଇନ ଯୋଗେ ଶ୍ରୀମନ୍ଦିରରେ ପୂଜା କରିବା ନାଁରେ ଠକେଇ ପ୍ରସଙ୍ଗ । ସୋସିଆଲ ମିଡିଆରେ ‘ଉତ୍ସବ’ ଆପକୁ ନେଇ ଆସିଥିବା ଖବର ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠିଲେଖିଲା ସିଂହଦ୍ୱାର ଥାନା ପୋଲିସ । ଚିଠିରେ ଘଟଣାର ସତ୍ୟାସତ୍ୟ ଉପରେ ତଦନ୍ତ କରିବାକୁ ଉଲ୍ଲେଖ କରାଯାଇଛି । ଶ୍ରୀ…
Read More...

ରାଜ୍ୟକୁ ମୌସୁମୀ ଛୁଇଁବା ଫଳରେ ଜାରି ରହିଛି ବର୍ଷା

ଭୁବନେଶ୍ୱର: ସାରା ରାଜ୍ୟକୁ ମୌସୁମୀ ଛୁଇଁବା ଫଳରେ ଜାରି ରହିଛି ବର୍ଷା । ରାଜ୍ୟର ସବୁ ଜିଲ୍ଲାକୁ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେଉଥିବା କହିଛି ଅଞ୍ଚଳିକ ପାଣିପାଗ ବିଭାଗ । ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ମେଘୁଆ ପାଗ ଦେଖା ଦେଇଥିବା ବେଳେ ଅନେକ ସ୍ଥାନରେ ବର୍ଷା…
Read More...

ବାଲେଶ୍ୱର ଜିଲ୍ଲା ବସ୍ତାରେ ହେବ ହାଇଜେନିକ ଫିସ ମାର୍କେଟ୍

ବାଲେଶ୍ୱର : ବାଲେଶ୍ୱରରେ ହେବ ଫିସ ମାର୍କେଟ୍ । ବାଲେଶ୍ୱର ଜିଲ୍ଲା ବସ୍ତାରେ ହେବ ହାଇଜେନିକ ଫିସ ମାର୍କେଟ୍ । ଫଳରେ ଅଞ୍ଚଳର ଉନ୍ନତି ହେବା ସହ ନିଯୁକ୍ତି ପାଇପାରିବେ ସ୍ଥାନୀୟ ଲୋକେ । ଦୁଇ ଦିନିଆ ବାଲେଶ୍ୱର ଗସ୍ତରେ ଥିବା ୫ଟି ସଚିବ ଭି କେ ପାଣ୍ଡିଆନ ଏପରି କହିଛନ୍ତି । ବାଲେଶ୍ୱର ଗସ୍ତରେ…
Read More...

ବାହାନଗା ରେଳ ଦୁର୍ଘଟଣାରେ ୫ ବରିଷ୍ଠ ଅଧିକାରୀଙ୍କୁ ବଦଳିକଲା ରେଳବାଇ

ନୂଆଦିଲ୍ଲୀ : ବାହାନଗା ଟ୍ରେନ ଦୁର୍ଘଟଣାକୁ ଅନେକ ଦିନ ପୂରିଥିଲେ ମଧ୍ୟ କାହାରି ମନରୁ ଲିଭିନି ସେ ଦିନର କରୁଣ ଦୃଶ୍ୟ । ସେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୯୨ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧,୧୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।ଏହି ଦୁର୍ଘଟଣା ର ମୁଖ୍ୟ କାରଣ ସ୍ୱୟଂଚାଳିତ…
Read More...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ DSWOଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଭଦ୍ରକର ପୂର୍ବତନ DSWO ଜୟନ୍ତୀ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଆଜି ଜୟନ୍ତୀ ବେହେରାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କୁହାଯାଉଛି । ସୂଚନା ଅନୁସାରେ ଗତକାଲି ଜୟନ୍ତୀଙ୍କ ଭଦ୍ରକ ଭଡାଘର ସମେତ…
Read More...