Browsing Tag

mayurbhanj

ବାଲ୍ୟବିବାହ ରୋକିବା ନିମନ୍ତେ ଏକ ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା

ବାରିପଦା ସହରର ଐତିହାସିକ ଏମ୍‌.କେ.ସି. ହାଇସ୍କୁଲ୍ ପରିସରରେ ବାଲ୍ୟବିବାହ ରୋକିବା ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସମାଜରୁ ଏହି ଅଭିଶାପକୁ ସମ୍ପୂର୍ଣ୍ଣ ଦୂର କରିବା ଏବଂ କିଶୋର-କିଶୋରୀମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କରିବା ଏହି…
Read More...

ଟଙ୍କା ପାଇଁ ଜନ୍ମ କଲା ବାପାକୁ ପିଟି ପିଟି ମାରିଦେଲା ପୁଅ

ଟଙ୍କା ପାଇଁ ବାପାକୁ ପିଟି ପିଟି ମାରିଦେଲା ପୁଅ । ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଥୁରି ଗାଁରେ ଟଙ୍କା ପାଇଁ ବିବାଦ ପରେ ଜଣେ ବ୍ୟକ୍ତି ତାଙ୍କ ବାପାଙ୍କୁ ବାଡ଼ିରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁଯାୟୀ, ମୃତକ ଜଣେ ଚାଷୀ ଥିଲେ ଯିଏକି ନିଜ ଚାଷ…
Read More...

୯୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଦୁଇଟି ଜନହିତକାରୀ ପ୍ରକଳ୍ପର ଲୋକାର୍ପଣ  ଶିଳାନ୍ୟାସ

ବାରିପଦାରେ ବିକାଶକୁ ମିଳିଲା ନୂଆ ଦିଶା । ୯୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଦୁଇଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ବାରିପଦା ସହରର ଉନ୍ନତି ଦିଗରେ ସରକାର ପ୍ରତିବଦ୍ଧ। ସର୍ବାଙ୍ଗୀନ ସହର ବିକାଶ ପାଇଁ ମାନ୍ୟବର ମନ୍ତ୍ରୀ ଡ଼…
Read More...

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ବାହୁଡା଼ ଯାତ୍ରା ସମ୍ପୂର୍ଣ୍ଣ

ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ର ଶ୍ରୀହରିଵଳଦେବ ଜୀଉ ଙ୍କ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ତିନି ଠାକୁର ଶ୍ରୀ ମନ୍ଦିର ନିକଟରେ ପହଁଚିଲେ। ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ  ରଥ ଶ୍ରୀମନ୍ଦିର ନିକଟରେ ରଥଖଳାରେ ପହଁଚି ଅଟକି ରହିଥିଲା ବେଳେ ଦେଵୀ ସୁଭଦ୍ରାଙ୍କ…
Read More...

ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଦିବସ।

ଆଜି ହେଉଛି ପବିତ୍ର ଉତ୍କଳ ଦିବସ। ଏହି ଦିବସରେ ଓଡ଼ିଶା ର ବରପୁତ୍ର ମାନଙ୍କୁ ମନେ ପକାଇ ଏପ୍ରିଲ ୧ତାରିଖରେ ଓଡ଼ିଶା ରାଜ୍ୟ ପାଳନ କରୁଛି ଏହି ଦିବସ। ସେହିପରି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରିପଦା ସହରରେ ଥିବା ଓଡ଼ିଶା ବରପୁତ୍ର ମାନଙ୍କୁ ପୁଷ୍ପ ମାଲ୍ୟା ଅର୍ପଣକରିଛନ୍ତି ଜିଲ୍ଲା…
Read More...

ବରିଷ୍ଠ ନେତା ରଘୁନାଥ ମହାନ୍ତି ଙ୍କ ୧୦ ମ ଶ୍ରାଦ୍ଧ ବାର୍ଷିକୀ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ଭକ୍ତି…

ମୟୂରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ରଘୁନାଥ ମହାନ୍ତି ଙ୍କ ୧୦ ମ ଶ୍ରାଦ୍ଧ ବାର୍ଷିକୀ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ମୟୂରଭଞ୍ଜ ଜିଲ୍ଲା ବିଜେଡି ସଂଗଠନର କର୍ଣ୍ଣଧାର କୁହାଯାଉଥିବା ରଘୁନାଥ ମହାନ୍ତି ଓରଫ ଝିନ ଭାଇ ଭାବରେ ସମଗ୍ର ଜିଲ୍ଲାରେ ନିଜର…
Read More...

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଜାତୀୟ ରଗବୀ ଟୁର୍ଣ୍ଣାମେଣ୍ଟ

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଜାତୀୟ ରଗଵୀ ଟୁର୍ଣ୍ଣାମେଣ୍ଟରେ  ମହିଳା ବିଭାଗ ଚାମ୍ପିଅନ ମୟୂରଭଞ୍ଜ ଓ ପୁରୁଷ ବିଭାଗ ଚାମ୍ପିଅନ କୋଲକାତା । ବାରିପଦା ଠାରେ ଆୟୋଜିତ ହୋଇଥିବା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଜାତୀୟ ରଗଵୀ ଟୁର୍ଣ୍ଣାମେଣ୍ଟ ଉଦଯାପିତ। କୋଲକତା ର ଫ୍ୟୁଚର ହୋଲିକୁଇନ୍ସ…
Read More...

ମୟୂରଭଞ୍ଜ ମହୋତ୍ସବରେ ଯୋଗଦେଲେ ମୟୁରଭଞ୍ଜ ମହାରାଜା ଓ ମହାରାଣୀ

ମୟୂରଭଞ୍ଜ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ମୟୁରଭଞ୍ଜ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ଓ ମହାରାଣୀ ରଶ୍ମିତା ରାଜଲକ୍ଷ୍ମୀ ଭଞ୍ଜଦେଓ। ଏହି ଉତ୍ସବରେ ମୟୁରଭଞ୍ଜ ବିଭାଜନକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।  ଆଜି ଏହି…
Read More...

ମିଳିଲା ୩ ମାସରୁ ନିଖୋଜ ଥିବା ଆଇନଜୀବୀଙ୍କ ମୃତଦେହ

ମିଳିଲା ନିଖୋଜ ଆଇନଜୀବୀଙ୍କ ମୃତଦେହ । ତିନିମାସରୁ ଅଧିକ ସମୟ ଧରି ନିଖୋଜ ରହିବା ପରେ ଏବେ ଗୁଲେଶ ଗୋଚ୍ଛାୟତ ନାମକ ଆଇନଜୀବୀଙ୍କ ମୃତଦେହ ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ଅନ୍ତର୍ଗତ ସିଲଫୋଡି ଗାଁରେ ଏକ ବନ୍ଦ କାର ଭିତରେ ମିଳିଛି। ସେ ବିସୋଇର ଥୁଲୁକଚଟାନି ଗାଁର ବାସିନ୍ଦା,…
Read More...

ପରିବାରିକ କଳହ ପାଇଁ ଗଲା ସ୍ତ୍ରୀର ଜୀବନ

ମୟୁରଭଞ୍ଜ:- ସ୍ତ୍ରୀକୁ ପଥରରେ ଛେଚି ହତ୍ୟାକଲା ସ୍ୱାମୀ । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଚାଉଳଘୋରୀ ଗାଁରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମୃତ ମହିଳା ହେଲେ ୨୭ବର୍ଷୀୟା ମୀନା ସିଂ । ବାଙ୍ଗିରିପୋଷି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ…
Read More...