Browsing Tag

maharastra corona

କୋଭିଡ଼ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ , ୧୩ କରୋନା ଆକ୍ରାନ୍ତ ମୃତ

(ମୁମ୍ବାଇ) : କରୋନାରେ ବଢୁଥିବା ସଂକ୍ରମଣ ମଧ୍ୟରେ ମୁମ୍ବାଇର ସଟେ ବିରାର ସ୍ଥିତ ଏକ ହସ୍ପିଟାଲରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ । ଫଳରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ଘଟଣାର ଖବର ପାଇ ଫାୟର ବ୍ରିଗେଡ୍ ସହ ପୋଲିସ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଚେଷ୍ଟା…
Read More...

ମହାରାଷ୍ଟ୍ରରେ ସ୍ଥିତି ବେକାବୁ , ୧୫% କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଅନୁମତି

(ମୁମ୍ବାଇ ) : ମହାରାଷ୍ଟ୍ରରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଲାଗୁ କରିବା ପରେ ମଧ୍ୟ କରୋନା ସଂକ୍ରମିତ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ରାଜ୍ୟରେ ବହୁ ସଂଖ୍ୟକ ସଂକ୍ରମିତ ରୋଗୀ ବାହାରକୁ ଆସୁଛନ୍ତି, ଯେଉଁଥିପାଇଁ ଉଦ୍ଧବ ସରକାର ସମ୍ପୂର୍ଣ୍ଣ ଲକଡାଉନ ଲଗାଇବାକୁ ଘୋଷଣା କରିଛନ୍ତି ।…
Read More...

କରୋନାର ଲୋମଟାଙ୍କୁରା ଚିତ୍ର , ଏକାଥରେ ଜଳିଲା ୨୩ଟି ଚିତା

(ମୁମ୍ବାଇ) : କରୋନା ମହାମାରୀର ଦ୍ବିତୀୟ ଲହର ପାଇଁ ଦେଶବାସୀ ଏବେ ଉପାୟହୀନ ହୋଇଗଲେଣି । ଅତ୍ୟଧିକ ଭାବରେ ମହାରାଷ୍ଟ୍ରରେ ସବୁଠୁ ଅଧିକ ପ୍ରଭାବଶାଳୀ ହୋଈ ଉଠୁଛି କରୋନା । ଉକ୍ତ ରାଜ୍ୟର ଉସ୍ମାନାବାଦ ଜିଲ୍ଲାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ…
Read More...

ମହାରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ

(ମୁମ୍ବାଇ) : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସଂଖ୍ୟା ଥମୁନି । ରାଜ୍ୟ ସରକାର କଟକଣା ଲଗାଇବା ସତ୍ତ୍ୱେ ବି ସଂକ୍ରମଣ ୫୦ ହଜାର ତଳକୁ ଖସୁନି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୧,୬୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୩୩୯ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ଏପର୍ଯ୍ୟନ୍ତ…
Read More...

ମହାରାଷ୍ଟ୍ରରେ ସ୍ଥିତି ବେକାବୁ , ମିଳୁନି ବେଡ଼ ସହ ଅକ୍ସିଜେନ୍‌

(ମହାରାଷ୍ଟ୍ର) : ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ଲହର ବୃଦ୍ଧି ପାଇଛି । ସ୍ଥିତି ଏପରି ହେଲାଣି ଯେ ବିଭିନ୍ନ ଡାକ୍ତରଖାନାମାନଙ୍କରେ ଆଉ ଶଯ୍ୟା ମଧ୍ୟ ଉପଲବ୍ଧ ନାହିଁ । ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି । ଅନ୍ୟପଟେ ଦ୍ୱିତୀୟ ଭାରିଏଣ୍ଟର ପ୍ରଭାବ ଅଧିକ ଥିବାରୁ ଅନେକ କରୋନା ଆକ୍ରାନ୍ତଙ୍କ…
Read More...

କରୋନାରେ ଅଣାୟତ୍ତ ସ୍ଥିତି, ଅକ୍ସିଜେନ୍‌ର ଅଭାବ ଯୋଗୁଁ ୭ କରୋନା ରୋଗୀଙ୍କର ମୃ୍ତ୍ୟୁ

(ମୁମ୍ୱାଇ) : ମହାରାଷ୍ଟ୍ରରେ କରୋନା ମାମଲା ବୃଦ୍ଧି ଭିତରେ ଚିକିତ୍ସାରେ ଅବହେଳା ହେବାର ଚିତ୍ର ଦେଖିବାକୁ ମିଳୁଛି । ଏଥିଯୋଗୁଁ ରୋଗୀଙ୍କର ମୃ୍ତ୍ୟୁ ହେଉଥିବା ଅଭିଯୋଗ ହୋଇଛି । ମୁମ୍ୱାଇର ନାଲାସୋପାରା ସ୍ଥିତ ଏକ ହସ୍ପିଟାଲରେ ଅକ୍ସିଜେନ୍‌ର ଅଭାବ ଯୋଗୁଁ ୭ଜଣ କରୋନା ରୋଗୀଙ୍କର ମୃ୍ତ୍ୟୁ…
Read More...

ମହାରାଷ୍ଟ୍ରରେ ଗୋଟିଏ ଦିନରେ ୭୯୦ କରୋନା ସଂକ୍ରମିତ ଚିହ୍ନଟ, ୩୬ ଜଣଙ୍କ ମୃତ୍ୟୁ

(ମମତା ସାମଲ ): ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଛନ୍ତି ୭୯୦ ଜଣ ଲୋକ । ଏଥିରୁ ୫୪୭ ଜଣ ହେଉଛନ୍ତି ମୁମ୍ବାଇ ନିବାସୀ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏପର୍ଯ୍ୟନ୍ତ ୧୨ ହଜାର ୨୯୬ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି…
Read More...