Browsing Tag

LPG GAS

୨୯ଟି ରାଜ୍ୟରେ ପୁଣି ଆରମ୍ଭ ହେଲା କମର୍ସିଆଲ୍ LPG ସିଲିଣ୍ଡର ଯୋଗାଣ, ପ୍ୟାନିକ ହୋଇ ବୁକିଂ ନ କରିବାକୁ ସରକାରଙ୍କ…

New Delhi: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଭାରତରେ ଗ୍ୟାସ୍ ଅଭାବ ନେଇ କିଛି ଦିନ ଧରି ଚିନ୍ତା ଦେଖାଦେଇଥିଲା। ବିଶେଷକରି କମର୍ସିଆଲ୍ LPG ସିଲିଣ୍ଡର ଯୋଗାଣରେ ବାଧା ସୃଷ୍ଟି ହେବାରୁ ବାଣିଜ୍ୟିକ ଗ୍ରାହକମାନଙ୍କ ମଧ୍ୟରେ ହଇଚଇ ପରିସ୍ଥିତି ତିଆରି ହୋଇଥିଲା। ତେବେ ପରିସ୍ଥିତି…
Read More...

୩୦ଟଙ୍କା ୫୦ ପଇସା ହ୍ରାସ ହୋଇଛି ଏଲପିଜି ଗ୍ୟାସ୍ ଦର

ନୂଆଦିଲ୍ଲୀ: ଶସ୍ତା ହେଲା କମର୍ସିଆଲ ଏଲପିଜି ଗ୍ୟାସ୍ ଦର। ଏପ୍ରିଲ ୧ ବା ଆଜି ଠାରୁ ୧୯ କେଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର ୩୦ଟଙ୍କା ୫୦ ପଇସା ହ୍ରାସ ହୋଇଛି। ସେପଟେ ଘରୋଇ ଗ୍ୟାସ୍ ଦର ଅପରିବର୍ତ୍ତିତ ରହିଛି। ସେହିପରି ୫ କେଜି ଏଫଟିଏଲ ସିଲିଣ୍ଡର ଦର ୭.୫୦ ଟଙ୍କା ହ୍ରାସ କରିଛି ତୈଳ…
Read More...

ଘରୋଇ LPG ଗ୍ୟାସ୍ ପରେ କମିଲା କମର୍ସିଆଲ୍‌ LPG ଗ୍ୟାସ୍ ଦର

ନୂଆଦିଲ୍ଲୀ: ଘରୋଇ LPG ଗ୍ୟାସ୍ ପରେ ଏବେ କମର୍ସିଆଲ୍‌ LPG ଗ୍ୟାସ୍ ଦର କମାଇଲେ କେନ୍ଦ୍ରସରକାର | ପ୍ରତି ବ୍ୟକ୍ତିଙ୍କ ପାଇଁ ନିତାନ୍ତ ଆବଶ୍ୟକ ରନ୍ଧନ ଏଲପିଜି ଗ୍ୟାସ । କେନ୍ଦ୍ର କ୍ୟାବିନେଟ୍ ଏଲପିଜି ସିଲିଣ୍ଡର ଉପରେ ୨୦୦ ଟଙ୍କା ସବସିଡି ଦେବାକୁ ଘୋଷଣା କରିଛନ୍ତି । ଏହି ଆଧାରରେ ଉଜ୍ଜ୍ୱଳା…
Read More...

କମିଲା ବ୍ୟବସାୟିକ ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ: ଦରଦାମ ବୃଦ୍ଧିକୁ ନେଇ ଦେଶର ଖାଉଟିଙ୍କ ମଧ୍ୟରେ ଚିନ୍ତାର ବାତାବରଣ ସୃଷ୍ଟି ହୋଇଛି। ତେବେ ଏହାରି ମଧ୍ୟରେ ଏକ ଆଶ୍ୱସ୍ତିର ଖବର ସାମ୍ନାକୁ ଆସିଛି। ପେଟ୍ରୋଲିୟମ କମ୍ପାନୀମାନେ ଜୁଲାଇ ମାସର ପ୍ରଥମ ଦିନରେ ବ୍ୟବସାୟିକ ସିଲିଣ୍ଡିରର ଦାମ କମାଇଦେଇଛନ୍ତି। କିନ୍ତୁ ଘରୋଇ ସିଲିଣ୍ଡିରର…
Read More...

କ୍ରେତା ବିକ୍ରେତା ଉଭୟଙ୍କୁ ଘାରିଛି ଏଲପିଜି ଦର ବୃଦ୍ଧିର ଚିନ୍ତା

ଦୀଲ୍ଲି : ପେଟ୍ରୋଲ, ଡିଜେଲ ହେଉ କି ଇନ୍ଧନ ଗ୍ୟାସ ସବୁର ଦର ଏତେ ମାତ୍ରାରେ ବଢିବାରେ ଲାଗିଛି ଯେ, ଖାଉଟି ଦିଗ ହରା ହେଲାଣି । ଅଶୋଧିତ ତୈଳ ଦର ବୃଦ୍ଧିକୁ ଏପଟେ ଏଲପିଜି ଦର ବୃଦ୍ଧି ତା ସହ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି କ୍ରେତା ବିକ୍ରେତା ଉଭୟଙ୍କ ମୁଣ୍ଡରେ ଚଡକ ପକାଇଛି । ପୁଣି ଦେଶରେ…
Read More...

ପେଟ୍ରୋଲ–ଡିଜେଲ ପରେ ବୃଦ୍ଧି ପାଇଲା ଏଲପିଜି ସିଲିଣ୍ଡର ଦର

ନୁଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ହୁ ହୁ ହୋଇ ବଢିଚାଲିଛି ତୈଳ ଦର । ସେ ରନ୍ଧନ ତୈଳ ହେଉ କି ଡିଜେଲ ସବୁର ଦର ଦାମ ବୃଦ୍ଧି ହୋଇଛି । ଏ ସବୁ ପରେ ଏବେ ବୃଦ୍ଧି ପାଇଛି ଏଲପିଜି ସିଲିଣ୍ଡର ଦର । ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ପଇସା ବୃଦ୍ଧି ପାଇଥିବା ବେଳେ ଏଲପିଜି ସିଲିଣ୍ଡର ଦର…
Read More...

ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ

ନୂଆଦିଲ୍ଲୀ: ତେଲ ଦର ବୃଦ୍ଧି ପରେ ଏବେ ରୋଷେଇ ଗ୍ୟାସର ପାଳି । ତେଲ ଦର ଲୋକଙ୍କୁ ଦରମରା କରୁଥିବା ବେଲେ ଏବେ ମାରୁଛି ରନ୍ଧନ ଗ୍ୟାସ ଦର । ମହଙ୍ଗା ହୋଇଛି କମର୍ସିଆଲ ଗ୍ୟାସ ସିଲିଣ୍ଡର । ୨୬୬ ଟଙ୍କା ବଢ଼ିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍ । ବର୍ଦ୍ଧିତ ଦର ଆଜିଠୁ ଲାଗୁ ହୋଇଛି ।…
Read More...

୧୦୦୦ ଟଙ୍କା ଛୁଇଁଲା ରନ୍ଧନଗ୍ୟାସ !

ଭୁବନେଶ୍ୱର : ହାଣ୍ଡିଶାଳକୁ ମହଙ୍ଗା ମାଡ । ପୁଣି ବଢିଲା ରନ୍ଧନ ଗ୍ୟାସ ଦାମ୍ । ବୁଧବାର ଅଣ-ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ଦାମ୍ ପୁଣି ଥରେ ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୮୮୪.୫୦ ଟଙ୍କାରୁ ଏବେ ୮୯୯.୫୦ ଟଙ୍କା ମହଙ୍ଗା ହୋଇଛି ।…
Read More...

ପୁଣି ବୁଢିଲା ରୋଷେଇ ଗ୍ୟାସ ମୂଲ୍ୟ

ନୂଆଦିଲ୍ଲୀ : କରୋନାର ଦ୍ୱୀତିୟ ଲହର ପରେ ଲୋକମାନଙ୍କର ଜୀବିକା ଚାଲିଯାଇଥିବା ବେଳେ ଦରବୃଦ୍ଦି ପୁଣି ଥରେ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ଅତ୍ୟାବଶ୍ୟକ ଜିନିଷର ଧର ବୃଦ୍ଧି ଦିନକୁ ଦିନ ବଢିବାରେ ଲାଗିଛି । ପେଟ୍ରୋଲ ଡିଜେଲ ଦର ଆକାଶ ଛୁଆଁ ହେବାରେ ଲାଗିଛି । ଏଥିରୁ ନିସ୍ତାର…
Read More...

ଦେଶରେ ବଢିଲା ଏଲପିଜି ଗ୍ୟାସ ଦର

ନୁଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ଦେଶରେ ପେଟ୍ରୋଲ-ଡିଜେଲ ଦର ହେଉକି ଖାଇବା ତେଲର ଦର ସବୁକିଛି ବଢିଚାଲିଛି କରୋନା ମହାମାରି ସମୟରେ । ଏହା ପରେ ବାଦ୍ ପାଇ ନାହିଁ ରନ୍ଧନ ଗ୍ୟାସ(LPG) ଦର । ଜୁଲାଇ ୧ ଠାରୁ ରନ୍ଧନ ଗ୍ୟାସ ଦର ୨୫ ଟଙ୍କା ବଢିଛି ୧୪.୨କିଲୋଗ୍ରାମ ଗ୍ୟାସକୁ ଏବେ ୮୩୪.୫୦ ପଇସା…
Read More...