ଦେଶରେ ବଢିଲା ଏଲପିଜି ଗ୍ୟାସ ଦର
ନୁଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ଦେଶରେ ପେଟ୍ରୋଲ-ଡିଜେଲ ଦର ହେଉକି ଖାଇବା ତେଲର ଦର ସବୁକିଛି ବଢିଚାଲିଛି କରୋନା ମହାମାରି ସମୟରେ । ଏହା ପରେ ବାଦ୍ ପାଇ ନାହିଁ ରନ୍ଧନ ଗ୍ୟାସ(LPG) ଦର । ଜୁଲାଇ ୧ ଠାରୁ ରନ୍ଧନ ଗ୍ୟାସ ଦର ୨୫ ଟଙ୍କା ବଢିଛି ୧୪.୨କିଲୋଗ୍ରାମ ଗ୍ୟାସକୁ ଏବେ ୮୩୪.୫୦ ପଇସା…
Read More...
Read More...