Browsing Tag

lingaraj temple

ସ୍ୱାଭାବିକ ଭାବରେ ଚାଲିଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ଵର: ସ୍ୱାଭାବିକ ଭାବରେ ଚାଲିଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ମଙ୍ଗଳ ଆଳତି ପରେ ବର୍ତ୍ତମାନ ଚାଲିଛି ଧାଡ଼ି ଦର୍ଶନ । ଗତକାଲି ମକର ସଂକ୍ରାନ୍ତିରେ ଉପାସରେ ଥିଲେ ପ୍ରଭୁ ଶ୍ରୀଲିଙ୍ଗରାଜ । ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କ ସୂଚନା । ବଡୁ ଓ ବ୍ରାହ୍ମଣ…
Read More...

ଉପାସରେ ଶ୍ରୀଲିଙ୍ଗରାଜ: ଏକାମ୍ର ବିଧାୟକ ବାବୁ ସିଂଙ୍କ କଡ଼ା ଚେତାବନୀ

ଭୂବନେଶ୍ଵର: ଶ୍ରୀଲିଙ୍ଗରାଜ ଉପାସରେ ରହିବା ପ୍ରସଙ୍ଗ । କଡ଼ା ଚେତାବନୀ ଦେଲେ ଏକାମ୍ର ବିଧାୟକ ବାବୁ ସିଂ । ନୀତିକାନ୍ତି ବନ୍ଦ କରିଥିବା ସେବାୟତଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ସେବାୟତ ସେବା କରିବାକୁ ଅଛନ୍ତି, ନିଷ୍ପତ୍ତି ନେବାକୁ ନୁହେଁ । ବାବା ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ…
Read More...

ସେବାୟତଙ୍କ ମଧ୍ୟରେ ବିବାଦ, ମକର ସଂକ୍ରାନ୍ତିରେ ଉପାସରେ ରାଜଧାନୀର ଆରାଧ୍ୟ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ଵର: ପୁଣି ସେବାୟତଙ୍କ ମଧ୍ୟରେ ବିବାଦ, ମକର ସଂକ୍ରାନ୍ତିରେ ଉପାସରେ ରାଜଧାନୀର ଆରାଧ୍ୟ ପ୍ରଭୁ ଲିଙ୍ଗରାଜ । ମଙ୍ଗଳବାର ରାତି ୯ଟାରୁ ବନ୍ଦ ରହିଛି ନୀତିକାନ୍ତି, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ । ସେବାୟତଙ୍କ ବିବାଦ ଯୋଗୁ ମଙ୍ଗଳବାର ସନ୍ଧ୍ୟାଧୂପ ପୂର୍ବରୁ ଶ୍ରୀଲିଙ୍ଗରାଜ…
Read More...

ଲିଙ୍ଗରାଜ ମନ୍ଦିରରେ ପଶିଗଲେ ଅଣହିନ୍ଦୁ, ଚିହ୍ନଟ କଲେ ପୁଲିସ ଓ ମନ୍ଦିର କର୍ମଚାରୀ

ଭୁବନେଶ୍ଵର: ଲିଙ୍ଗରାଜ ମନ୍ଦିରରେ ପଶିଗଲେ ଅଣହିନ୍ଦୁ । ଆଜି ମନ୍ଦିର ଭିତରେ ଜଣେ ଅଣହିନ୍ଦୁ ପ୍ରବେଶ କରିଥିବା ଚିହ୍ନଟ କରିଥିଲେ ପୁଲିସ ଓ ମନ୍ଦିର କର୍ମଚାରୀ । ଏନେଇ ମନ୍ଦିର ସୁପରଭାଇଜରଙ୍କୁ ଅବଗତ କରାଯାଇଥିଲା । ଏହାପରେ ଲିଙ୍ଗରାଜ ମନ୍ଦିରରେ ହୋଇଥିଲା ବଡ଼ ଧୋକାଳ ନୀତି । ଚୂନ ପକାଇ…
Read More...

ଭୁବନେଶ୍ୱରର ଆରାଧ୍ୟ ମହାପ୍ରଭୁ ଲିଙ୍ଗରାଜଙ୍କ ଧୁମଧାମରେ ପାଳନ ହେବ ଶୀତଳଷଷ୍ଠୀ ଯାତ୍ରା

ଭୁବନେଶ୍ୱର-: ଭୁବନେଶ୍ୱରର ଆରାଧ୍ୟ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଧୁମଧାମରେ ମେ ୩୦ରେ ଶିବ ବିବାହ ଓ ୩୧ରେ ଶୀତଳଷଷ୍ଠୀ ଯାତ୍ରା ପାଳନ ହେବ । ଏଥିପାଇଁ ସରିଛି ପ୍ରସ୍ତୁତି ବୈଠକ । ଓଡିଶାର ଦ୍ଵିତୀୟ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା କେମିତି ସମସ୍ତ ନିଯୋଗ ସହାୟତାରେ ମହାଆଡମ୍ବରରେ ପାଳନ…
Read More...

ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଶୁକ୍ରବାର ଜଣେ ଅଣହିନ୍ଦୁ ପ୍ରବେଶ କରିଛନ୍ତି

ଭୁବନେଶ୍ବର-: ଶୁକ୍ରବାର ଲିଙ୍ଗରାଜ ମନ୍ଦିରରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଲିଙ୍ଗରାଜ ମନ୍ଦିର ଭିତରକୁ ଜଣେ ଅଣହିନ୍ଦୁ ପଶି ଯାଇଥିଲେ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମନ୍ଦିର ସିଂହଦ୍ୱାର ଦେଇ ଜଣେ ଅଣହିନ୍ଦୁ ମନ୍ଦିର ଭିତରକୁ ପଶିଯାଇଥିବା ସୂଚନା ମିଳିଛି । ଯାହାପରେ ପ୍ରଭୁ…
Read More...

ଆସୁଛି ଜାଗର ରାତି ୧୦ଟାରେ ଉଠିବ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ

ବ୍ୟୁରୋ : ଶ୍ରୀଲିଙ୍ଗରାଜଙ୍କ ଜାଗର ମହାଦୀପ ରାତି ୧୦ଟାରେ ଉଠିବ । ଏନେଇ ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି । ଆସନ୍ତା ୨୬ ତାରିଖରେ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପାଳନ ହେବ। ଏହି ଉପଲକ୍ଷେ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି । ରାତି ସାଢେ ୧୦ଟାରୁ ୧୧ଟା…
Read More...

ଲିଙ୍ଗରାଜ ମନ୍ଦିରର ୪ ସେବାୟତ ଗିରଫ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ୪ ସେବାୟତ ଗିରଫ । ପର୍ଯ୍ୟଟକଙ୍କୁ ଟଙ୍କା ମାଗିବା ଓ ଧମକଚମକ ଦେବା ଅଭିଯୋଗରେ ଲିଙ୍ଗରାଜ ପୋଲିସ ଗିରଫ କରିଛି । ଏନେଇ ଡିସିପି ପ୍ରତିକ ସିଂ ସୂଚନା ଦେଇଛନ୍ତି । ଗିରଫ ସେବାୟତ ହେଲେ ମନମୋହନ ମହାପାତ୍ର, ବୀର ବେହେରା, କୃପାସିନ୍ଧୁ ମହାପାତ୍ର, ପ୍ରକାଶ ବଟୁ ।…
Read More...

ମହାଶିବରାତ୍ରୀ ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ, ରାତି ୧୦ଟାରୁ ୧୧ଟା ସାହାଣମେଲା ଦର୍ଶନ

ଭୁବନେଶ୍ୱର : ଆଗକୁ ଆସୁଛି ଦେବଦେବ ମହାଦେବଙ୍କ ମହାଶୀବ ରାତ୍ରୀ । ୨ ବର୍ଷ ପରେ ପ୍ରଭୁଙ୍କ ମନ୍ଦିରରେ ଲାଗିବ ଭକ୍ତଙ୍କ ଗହଳି । ଆସନ୍ତା ୧୮ ତାରିଖରେ ମହାଶିବରାତ୍ରୀ ଥିବାରୁ ଆଜି ପ୍ରଭୁ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ ହୋଇଛି । ସୂଚନା ଅନୂଯାୟୀ ରାତି ୧୦ଟାରେ ମହାଦୀପ ଉଠିବ । ଏହାପରେ…
Read More...

କାଲିଠୁ ବନ୍ଦ ଅଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର : ବର୍ଷ ଆରମ୍ଭରୁ ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ । ଗତକାଲିଠାରୁ ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ଜଣେ ଅଣ ସେବାୟତ ମନ୍ଦିରରେ ପ୍ରବେଶକୁ ନେଇ ମନ୍ଦିର ସେବାୟତଙ୍କ ମଧ୍ୟରେ ବିବାଦ ହୋଇଥିଲା । ଶ୍ରୀ ଲିଙ୍ଗରାଜଙ୍କର ସମସ୍ତ ଭୋଗ ମାରା ହୋଇଥିଲା । ଯାହା ଫଳରେ…
Read More...