ଶୈଳ କୃଷ୍ଣ ଫାଉଣ୍ଡେସନ ପକ୍ଷରୁ ବାର୍ଷିକ କ୍ରିଡ଼ା ଉତ୍ସବ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ସ୍ୱର୍ଗତ ଶୈଳବାଳା ସ୍ମୃତି ଉଦ୍ଦେଶ୍ୟରେ ଶୈଳ କୃଷ୍ଣ ଫାଉଣ୍ଡେସନ କଣ୍ଟା ବଣିଆ ପକ୍ଷରୁ ମାଲୁଦ ପଞ୍ଚୁ ଦୋଳ ପଡିଆ ପରିସରରେ ବ୍ଲକ ସ୍ତରୀୟ ଚତୁର୍ଥ ବାର୍ଷିକ କ୍ରିଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରକ୍ଷା ବନ୍ଧନ ଅବସରରେ ଫାଉଣ୍ଡେସନ ର ମୁଖ୍ୟ…
Read More...
Read More...