Browsing Tag

Kandhamal

ଜଗନ୍ନାଥଙ୍କ ପ୍ରେମରେ ବୃଦ୍ଧା ଭିକ୍ଷୁକ ; ଜଗନ୍ନାଥ ମନ୍ଦିରକୁ କଲେ ଲକ୍ଷେ ଟଙ୍କା ଦାନ

କନ୍ଧମାଳ: ଆଜିବି ଦୁନିଆରେ ଏମିତି ଲୋକ ଅଛନ୍ତି ଯାହାଙ୍କ ପକ୍ଷେ ଦିନକୁ ଦିମୁଠା ଖାଦ୍ୟ ପାଇବା ବହୁ କଷ୍ଟ | ଭିକ୍ଷା ମାଗି କିଏ ଦିନ କାଟନ୍ତି ତ ଆଉ କିଏ ଆହାର ବିନା ପଡି ରୁହନ୍ତି | ନିଜେ ତ ଚଳିବା କଷ୍ଟ ଅନ୍ୟକୁ ବା କଣ ସାହାଯ୍ୟ କରିବେ ସେମାନେ | କିନ୍ତୁ ଏଠି ଜଗନ୍ନାଥଙ୍କ ପାଇଁ…
Read More...

ଥାନା ଅଧିକାରୀଙ୍କ କାର୍ରୁ ମୋଟା ଅଙ୍କର ଟଙ୍କା ଜବତ

କନ୍ଧମାଳ /ମନୋଜ ପଣ୍ଡା:କୋଟଗଡ ଥାନା ଅଧିକାରୀଙ୍କ କାରରୁ ଜବତ ହେଲା ଟଙ୍କା । ପାଖାପାଖି ୧ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଛି । ସୂଚନା ପାଇବା ପରେ ଫୁଲବାଣୀ ଭିଜିଲାନ୍ସ ଟିମ୍ ପିଛା କରିଥିଲା । ବାଲିଗୁଡା ନିକଟରୁ ଉକ୍ତ ଅଧିକାରୀ ଧୀରଜ ଲେଙ୍କାଙ୍କ କାରରୁ ଏହି ଟଙ୍କା ଜବତ କରାଯାଇଥିଲା ।…
Read More...

ମୃତ ଶିଶୁକୁ ଜନ୍ମ ଦେବାପରେ ଆଖି ବୁଜିଛନ୍ତି କିଶୋରୀ ମା’

ବାଲିଗୁଡ଼ା : ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣା ; ମୃତ ଶିଶୁ ଜନ୍ମ ପରେ ଆଖି ବୁଜିଲା ମା’। କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳର ଏକ ସେବାଶ୍ରମ ସ୍କୁଲର ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣା ଏଭଳି ଏକ ଦୁଃଖଦ ସ୍ଥିତି ସୃଷ୍ଟି କରିଛି। ନାବାଳିକା ଜଣକ ୪ ମାସର…
Read More...

ମଦ ବିକ୍ରେତାଙ୍କ ଦାଦାଗିରି

କ.ନୂଆଗା  /ମନୋଜ ପଣ୍ଡା : କନ୍ଧମାଳ କ.ନୂଆଗାଁ ର ଦୁଇ ମଦ ବିକ୍ରେତାଙ୍କ ମାଡ ମାରିବା ଅଭିଯୋଗରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଏହି ଦୁଇ ବ୍ୟକ୍ତି ଗତ କିଛି ଦିନ ହେଲା କୁଡୁତେଲି ଗ୍ରାମରେ ମଦ ବିକ୍ରି କରି ଅସୁସ୍ଥ ବାତାବରଣ ସୃଷ୍ଟି କରୁଥିଲେ । ଯାହାକୁ ନେଇ ଉକ୍ତ ଅଞ୍ଚଳରେ…
Read More...

ବର୍ଷା ଯୋଗୁଁ ଭାଙ୍ଗିଲା ପୋଲ

କନ୍ଧମାଳ: ବର୍ଷା ଯୋଗୁଁ ଭାଙ୍ଗିଲା ପୋଲ। ଏ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଗୋଛାପଡା ପଞ୍ଚାୟତରେ । ସୂଚନାନୁସାରେ , ଗତ ଦୁଇ ଦିନ ମଧ୍ୟରେ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ କେତେକ ରାସ୍ତା ସହ ଛୋଟ ବଡ଼ ବ୍ରିଜ କ୍ଷତିଗ୍ରସ୍ତ ହୋଇଛି। ଫିରିଙ୍ଗିଆ ବ୍ଲକର ଗୋଛାପଡା…
Read More...

ପ୍ରେମିକକୁ ହତ୍ୟା ଘଟଣାରେ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ବାଲିଗୁଡା ପୋଲିସ

ବାଲିଗୁଡା : ପ୍ରେମ ଜନିତ ବିଭୋତ୍ସ ହତ୍ୟାକାଣ୍ଡ ଘଟଣାରେ ବାଲିଗୁଡା ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ l ପ୍ରେମିକକୁ ପିଟି ପିଟି ସଙ୍ଘବଧ ଭାବେ ହତ୍ୟା ଘଟଣାରେ ଆଉ ସାତ ଜଣ ଅଭିଯୁକ୍ତକୁ ଗିରଫ କଲା ବାଲିଗୁଡା ପୋଲିସ l ତେବେ ଏହି ପ୍ରେମ ଜନିତ ହତ୍ୟା ଘଟଣାରେ ମୋଟ 14 ଜଣକୁ ଏଯାବତ ଗିରଫ କରି…
Read More...

ଭାରସାମ୍ୟ ହରାଇ ଘରର କାନ୍ଥ କୁ ପିଟି ହେଲା ବାଇକ

କନ୍ଧମାଳ : ଭାରସାମ୍ୟ ହରାଇ ଏକ ଘରର କାନ୍ଥ କୁ ପିଟି ହେଲା ବାଇକ । ଏଭଳି ଅଭାବନୀୟ ଘଟଣା ଘଟିଛି ସାରଙ୍ଗଡ଼ ଥାନା ଚାଞ୍ଚେଡି ଗାଁରେ ।ଚାଞ୍ଚେଡି ଗାଁର ତଡାଙ୍ଗିଆ ଠାରେ ଭାରସାମ୍ୟ ହରାଇ ଏକ ଘରର କାନ୍ଥକୁ ପିଟିହେଲା ବାଇକ । ଦୁର୍ଘଟଣାରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ…
Read More...

ଆମ ଗାଁ ଆମ ବିକାଶରେ ୪ଲକ୍ଷ ମୂଲ୍ୟର ଗ୍ରନ୍ଥାଗାର ଅଦ୍ଧନିର୍ମିତ

କନ୍ଧମାଳ: ଆମ ଗାଁ ଆମ ବିକାଶରେ ୪ଲକ୍ଷ ମୂଲ୍ୟର ଗ୍ରନ୍ଥାଗାର ଅଦ୍ଧନିର୍ମିତ। କନ୍ଧମାଳ ଜିଲ୍ଲା କନୂଆଗାଁ ବ୍ଳକ ପଞ୍ଚାୟତ ସମିତି ଅନୂକୁଲ୍ୟରେ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ଦ୍ବାରା ଗୁଜିଂବାଡୀ ଗ୍ରାମ ପଞ୍ଚାୟତ ଠାରେ ଅଦ୍ଧ ନିର୍ମିତ ଭାବରେ ଜରାଜିଣ୍ଣ ଭାବରେ ପଡିରହିଛି ସଦାନନ୍ଦ ଆସୋସେସନର…
Read More...

ଅଙ୍ଗନବାଡି କେନ୍ଦ୍ରରେ ଅସାବଧାନତା ହେତୁ ଲାଗିଗଲା ନିଆଁ

କନ୍ଧମାଳ: ଅଙ୍ଗନବାଡି କେନ୍ଦ୍ରରେ ନିଆଁ । ଏ ଭଳି ଅଘଟଣ ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେନାର ବାହାଲ ଅଙ୍ଗନବାଡି କେନ୍ଦ୍ରରେ । ଅଳ୍ପକେ ବର୍ତିଲେ ଅଙ୍ଗନବାଡି କେନ୍ଦ୍ର ଭିତରେ ବସିଥିବା ପାଞ୍ଚଜଣ ଶିଶୁ । ଅଙ୍ଗନବାଡି କେନ୍ଦ୍ରରେ ରୋଷଇ କରୁଥିବାବେଳେ ରନ୍ଧନ ଗ୍ୟାସ ଲିକ ହୋଇ…
Read More...

ଡିଜିପିଙ୍କ ଦ୍ୱାରା କମ୍ବଳ ବଣ୍ଟନ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବେଲଘର ଥାନା ଲଙ୍କାଗଡ ଗସ୍ତ ରେ ଡିଜିପି ସୁନୀଲ କୁମାର ବଂଶଲ । ଲଙ୍କାଗଡ ଠାରେ ନିର୍ମାଣଧୀନ ସି.ଆର.ପି.ଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ ଡିଜିପି ସୁନୀଲ କୁମାର ବଂଶଲ । ଏହି ଅବସରରେ ଡିଜିପି ଲଙ୍କାଗଡ ଗ୍ରାମ ରେ ପହଂଚିବା ପରେ ସ୍ଥାନୀୟ ବାସିନ୍ଦା ଭବ୍ୟ…
Read More...