Browsing Tag

kamakhyanager

ବିଜୁ ଜନତା ଦଳର ମହିଳା ସମାବେଶ

(ସର୍ବେଶ୍ୱର ପାତ୍ର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ କାମାକ୍ଷାନଗର ଏନଏସି ଗଡଜାତ ଭବନଠାରେ ଆଜି ଢେଙ୍କାନାଳ ଜିଲ୍ଲା ମହିଳା ବିଜୁ ଜନତା ଦଳ ତରଫରୁ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମହିଳା ସଭାପତି ସାଇଶ୍ରୀ ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ…
Read More...

କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାସନ ସମନ୍ୱୟ ବୈଠକ

(ସର୍ବେଶ୍ୱର ପାତ୍ର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରଶାସନ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ଉପଜିଲ୍ଲାପାଳଙ୍କ ବିଷ୍ଣୁପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପରଜଙ୍ଗ ନିର୍ବାଚନୀ ମଣ୍ଡଳୀର…
Read More...

କାମାକ୍ଷାନଗରରେ ନିଯୁକ୍ତି ମେଳା ପ୍ରଚାର ପ୍ରସାର ଅଭାବ

(ସର୍ବେଶ୍ୱର ପାତ୍ର): ନିଯୁକ୍ତି ମେଳାର ପ୍ରହସନ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକରେ ଆଜି ଓରମାସ ତରଫରୁ ବ୍ଲକସ୍ତରୀୟ ଦିନଦୟାଲ ଉପାଧାୟ ନିଯୁକ୍ତି ମେଳା ଆୟୋଜନ କରାଯାଇଥିଲା । ଏଠାରେ ସମୁଦାୟ ୧୭ଟି ନିଯୁକ୍ତି ସଂସ୍ଥା ଆସିଥିଲେ । କିନ୍ତୁ ନିଯୁକ୍ତି ମେଳା ସମ୍ପର୍କରେ ପ୍ରଚାର…
Read More...

ହତ୍ୟାକାରୀକୁ ଗିରଫ ଦାବିରେ ଥାନା ଘେରାଉ କରିଛନ୍ତି ମହିଳା ମହାସଂଘର ଶତାଧିକ ମହିଳା

(ସର୍ବେଶ୍ୱର ପାତ୍ର): ଭୁବନ ଗ୍ୟାସ ସିଲିଣ୍ଡର ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ କଲେ ମହିଳା ମହାସଂଘର ଶତାଧିକ ମହିଳା । ଢେଙ୍କାନାଳ ଜିଲ୍ଲା ଭୁବନରେ ଗତ ୭ ତାରିଖରେ ଗ୍ୟାସ ସିଲିଣ୍ଡର ଫାଟି ଦୁର୍ଯ୍ୟୋଧନଙ୍କ ପତ୍ନୀ ମମତା ଓ ଝିଅ ଜ୍ୟୋତ୍ସାମୟୀଙ୍କ ମୃତ୍ୟୁ ହୋଇଥିଲା । ତେବେ…
Read More...

କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଚକ୍ଷୁ ବିଭାଗ ଖୋଲିଲା

(ସର୍ବେଶ୍ୱର ପାତ୍ର) :ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଆଜି ଚକ୍ଷୁ ବିଭାଗର ସୁନେତ୍ର ଯୋଜନାରେ ସ୍ୱେଚ୍ଛାସେବୀ ସଂସ୍ଥା ସାଇଟ ସେଭର ତରଫରୁ ଆଖି ଅପରେସନ ବିଭାଗ ଉଦଘାଟନ କଲେ କାମାକ୍ଷାନଗର ଏନଏସି ଅଧ୍ୟକ୍ଷ ଧାର୍ମାନନ୍ଦ ପରିଡା ।ଏହା ଦ୍ଵାରା କାମାକ୍ଷାନଗର ଉପଖଣ୍ଡରେ…
Read More...

ବନ୍ଧୁକ ଦେଖାଇ ଲୁଟିନେଲେ ଦୁବୃତ୍ତ

(ସର୍ବେଶ୍ୱର ପାତ୍ର): ପୁଣି କଳା ପଲସ ଆତଙ୍କ । ବ୍ରାହ୍ମଣିଆ ବାଙ୍କମଞ୍ଜୁରିଠାରୁ ଆଜି ସକାଳ୧୧ଟାରେ ସୁନିଲ ମିଶ୍ର ନାମକ ଯୁବକଙ୍କଠାରୁ ବନ୍ଧୁକ ଦେଖାଇ ଭୂଜାଲିରେ ଆକ୍ରମଣ କରି ୫୦ ହଜାର ଟଙ୍କା ଲୁଟି ନେଲେ ଦୁବୃତ୍ତ । କଙ୍କଡାହାଡ ଥାନା ବାଟ ଗାଁଠାରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ…
Read More...

ଜ୍ଞାନ ବିଜ୍ଞାନ ମେଳା

(ସର୍ବେଶ୍ୱର ପାତ୍ର): ଢେଙ୍କାନାଳ ଜିଲା ସରାଙ୍ଗସ୍ଥିତ ସରସତୀ ଶିଶୁ ବିଦ୍ୟାମନ୍ଦିରରେ ସମ୍ଭାଗ ଓ ବିଭାଗ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ ପ୍ରଫେସର ଡ. ପ୍ରଣତୀ ଦାସ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ‘ସମ୍ଭାଗ’ର ସଂଯୋଜକ କିଶୋର କୁମାର ପଣ୍ଡା, ସ୍କୁଲ…
Read More...

ବଜ୍ରାଘାତରେ ଜଣେ ଯୁବକ ମୃତ

(ସର୍ବେଶ୍ୱର ପାତ୍ର) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ବାଲିତଇଲା ଗାଁରେ ବଜ୍ରାଘାତରେ ଜଣେ ଯୁବକ ମୃତ । ଆଜି ବିଲରେ କାମ କରି ଉପେନ୍ଦ୍ର ତିରିଆ ଘରକୁ ଫେରୁଥିବା ବେଳେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ପରିବାର ଲୋକେ କାମାକ୍ଷାନଗର ମେଡିକାଲକୁ ଆଣିଥିଲେ ।…
Read More...

ବ୍ରଜପାତରେ ଜଣେ ଯୁବକ ମୃତ

(ସର୍ବେଶ୍ୱର ପାତ୍ର) : ବ୍ରଜପାତରେ ଜଣେ ଯୁବକ ମୃତ । ଆଜି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବକଲକ ପଙ୍ଗାତିରା ମାଟିଆ ସାହିର ପରମା ପ୍ରଧାନ ବିଲରେ କାମ କରୁଥିବାବେଳେ ବ୍ରଜପାତରେ ତାଙ୍କ ମୃତ୍ୟୁ ହୋଇଛି ।
Read More...

କଙ୍କଡାହାଡ ବ୍ଲକରେ ବାଣିଜ୍ୟ ପରିବହନ ମନ୍ତ୍ରୀଙ୍କ ବିଭିନ୍ନ ପ୍ରକଳ୍ପ ଉଦଘାଟନ

(ସର୍ବେଶ୍ୱର ପାତ୍ର ) : କଙ୍କଡାହାଡ ବ୍ଲକରେ ଆଜି ବାଣିଜ୍ୟ ପରିବହନ ମନ୍ତ୍ରୀ ନୃସିହ ସାହୁଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ ଓ ନିର୍ମାଣ ଶ୍ରମିକଙ୍କୁ ଉପକରଣ ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଆଜି ପ୍ରଥମେ ଝାଞ୍ଜିରିବେରେଣା ଗୋଷ୍ଟିକେନ୍ଦ୍ର ଉଦଘାଟନ କରିବା ପରେ କଙ୍କଡାହାଡ…
Read More...