Browsing Tag

kajal sundaray

ରାଇରଙ୍ଗପୁରରେ ନଗର ବିଜେଡି କର୍ମୀ ସମ୍ମିଳନୀ

(ରାଇରଙ୍ଗପୁର / ସତ୍ୟନାରାୟଣ ପାଲ) ; ଆଗକୁ ପୌର ଓ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ସବୁ ଦଳ ଉଣା ଅଧିକ ତତ୍ପରତା ଦେଖାଇଛନ୍ତି ।କର୍ମି ସମ୍ମିଳନୀରେ ବିଜେଡି ସବୁ ଦଳଙ୍କଠାରୁ ଆଗରେ ।ରବିବାର ଦିନ ରାଇରଙ୍ଗପୁରର ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ମୟୂରଭଂଜ ସଦର ବିଜେଡି ଜିଲ୍ଲା…
Read More...

+୩ ପରୀକ୍ଷାରେ ସମାଜ ବିଜ୍ଞାନରେ ଇପ୍ସିତା ପଟ୍ଟନାୟକ ଟପ୍ପର

(ରାଇରଙ୍ଗପୁର / ସତ୍ୟନାରାୟଣ ପାଲ) ; ମୟୂରଭଂଜ ଜିଲ୍ଲାର ମହାରାଜା ପୂର୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟର +୩ ଅନ୍ତିମ ଡିଗ୍ରୀ୨୦୨୧ ପରୀକ୍ଷା ଫଳ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମଶ୍ରୀ ଡଃ ଦମୟନ୍ତୀ ବେଶ୍ରା ଏବଂ ପରୀକ୍ଷା ନିୟନ୍ତକ ଡଃ କୈଳାଶ ଚନ୍ଦ୍ର ମିଶ୍ରଙ୍କ ଅନୁମୋଦନକ୍ରମେ ପ୍ରକାଶ…
Read More...

କୁଡୁମୀ ସେନାକୁ ରାଇରଙ୍ଗପୁରରେ ଭଵ୍ୟ ସମ୍ବର୍ଦ୍ଧନା

(ରାଇରଙ୍ଗପୁର / ସତ୍ୟନାରାୟଣ ପାଲ) : ରାଇରଙ୍ଗପୁର-କୁଡୁମୀ ସଂପ୍ରଦାୟକୁ ଆଦିବାସୀ ମାନ୍ୟତା ପୁନଃ ଦାବିରେ କୁଡୁମୀ ସେନା,ଓଡିଶା ପକ୍ଷରୁ ଆନ୍ଦୋଳନ ଜୋର ଧରିଛି । ସୂଚନାଯୋଗ୍ୟ ୧୯୫୦ ମସିହା ସେପ୍ଟେମ୍ବର ୬ତାରିଖରେ କୁଡୁମୀ ଜାତିକୁ ଚକ୍ରାନ୍ତ କରି ଆଦିବାସଘ ତାଲିକାରୁ ବାଦ ଦିଆଯାଇଥିଲା ।ଏହା…
Read More...

ବଜ୍ରାଘାତରେ ୧୭ ଗୋରୁ ମୃତ ! ଅଳ୍ପକେ ବର୍ତିଲେ ୩ ଗାଈ ଚରାଳି

(ସୂର୍ୟ୍ୟକାନ୍ତ ବେହେରା / ମାଲକାନଗିରି) : ବଜ୍ରାଘାତରେ ୧୭ ଗୋରୁଙ୍କ ମୃତ୍ୟୁ । କାଲିମେଳା ବ୍ଲକ ଅନ୍ତର୍ଗତ ତେଲେରାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ସୁଦ୍ଧା ଖୁଣ୍ଟା ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା । ବଜ୍ରାଘାତରେ ଗାଈ, ବଳଦ,ବାଛୁରୀ ମିଶି ୧୭ ଗୋରୁ ପ୍ରାଣ…
Read More...

ଚାକୀରି ଦେବା ନାଁରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଠକେଇ

(ସୂର୍ୟ୍ୟକାନ୍ତ ବେହେରା / ମାଲକାନଗିରି) : ଜିଲ୍ଲାର ବିଭିନ୍ନ ସରକାରୀ କାର୍ୟ୍ୟାଳୟରେ ଚାକିରିରେ ନିୟୋଜିତ ହେବାର ବାହାନା କରି ଚାକିରୀ ଖୋଜୁଥିବା ବେକାର ଯୁବକଙ୍କୁ ଠକୁଥିବା ଏକ ରାକେଟକୁ ପୋଲିସ ଜବତ କରିଛି। ଏହି ଘଟଣାରେ କୋରାପୁଟ ଜିଲ୍ଲା ମାଛକୁଣ୍ଡର ହନୁମାଲ ଗାଁର ସଦାନ ପାଙ୍ଗି (୨୯)…
Read More...

ଜିଲ୍ଲା କାର୍ୟ୍ୟକାରିଣୀ ସଦସ୍ୟରୁ ଇସ୍ତଫା ନିମନ୍ତେ ଶ୍ରୀ ଆକାଶ ପଟ୍ଟନାୟକଙ୍କ ପତ୍ର

(ହିଞିଳି / ରଜନୀ କାନ୍ତ ପାତ୍ର) ; ଶ୍ରୀ ଆକାଶ ପଟ୍ଟନାୟକ ଏକ ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତିଙ୍କୁ ଦେଇଛନ୍ତି। ସେ ଏହି ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ଯେ ଦୀର୍ଘ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ପାର୍ଟିରେ କାମକରି ଆସୁଥିବା ଜଣେ ଶୃଙ୍ଖଳିତ ଏବଂ ବୈଚାରିକ…
Read More...

ବ୍ରହ୍ମପୁରରେ ଭୁଶୁଡିଲା ଶତାୟୁ କୋଠା ! “ଧନେଇ ଡ୍ୟାମ୍”ରେ ବଢିଲା ଜଳ ସ୍ତର

(ହିଂଜିଳି / ରଜନୀ କାନ୍ତ ପାତ୍ର) : ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଲଘୁଚାପ ଜନିତ ଲଗାଣ ବର୍ଷାରେ ବ୍ରହ୍ମପୁର ସହରର ଅବସ୍ଥା ବେହାଲ ହୋଇ ପଡିଛି । ସହରରେ ଥିବା ୧୦୯ ବର୍ଷର ପୁରୁଣା ଐତିହାସିକ ଆନ୍ଧ୍ର ମହିଳା ସମାଜ କୋଠା ଭୁଶୁଡି ପଡିଥିବା ସୂଚନା ମିଳିଛି ।ଶନିବାର ବିଳମ୍ବିତ…
Read More...

ମଦ ଜବତ, ୨ ଗିରଫ

(ଓମ ପ୍ରକାଶ ମିଶ୍ର / ସୋନପୁର) ; ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମ ରାସ୍ତାର ବଘିଆ ଛକରେ ତରଭା ପୋଲିସ ଏକ ବାଇକରୁ ୮୦ ଲିଟର ଦେଶୀମଦ ଜବତ କରିଥିବା ସହ ଦୁଇଜଣଙ୍କୁ ଗିରଫ କରିଛି । ସେମାନେ ଝାଡ଼ଖଣ୍ଡ ପଲାମୁ ଜିଲ୍ଲା ନିଉ ବଜାର ଥାନା ଅନ୍ତର୍ଗତ ଝରସା ଗ୍ରାମର…
Read More...

ବର୍ଷା ଜଳରେ ସାଲେପୁର ସହର ଏବଂ ଆଖ ପାଖ ଅଞ୍ଚଳ ଜଳମଗ୍ନ

(ତାରାକାନ୍ତ ନାୟକ / ସାଲେପୁର) : ଲଘୁଚାପଜନିତ ବର୍ଷା ଯୋଗୁଁ ସାଲେପୁର ସହର ଏବଂ ଆଖ ପାଖ ଅଞ୍ଚଳ ଜଳମଗ୍ନ ହୋଇଛି। କଟକ ଚାନ୍ଦବାଲି ମୁଖ୍ୟ ରାସ୍ତାରେ ଆଁଠୁଏରୁ ଅଧିକ ପାଣି ରାସ୍ତା ଉପରେ ରହିଛି। ଲୋକ ମାନେ ଯିବା ଆସିବା କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସାଲେପୁରର ଆଖ…
Read More...

ରାଇରଙ୍ଗପୁରରେ କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ଅକ୍ସିଜେନ ପ୍ଲାଣ୍ଟ ଉଦ୍ଘାଟିତ

(ରାଇରଙ୍ଗପୁର / ସତ୍ୟନାରାୟଣ ପାଲ) ; କରୋନା ମହାମାରୀ ସମୟରେ ଅମ୍ଳଜାନର ଅଭାବ ମେଣ୍ଟାଇବା ପାଇଁ ଜଳ ସମ୍ପଦ ଓ ଆଦିବାସୀ ବ୍ୟାପାର କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କ କରକମଳରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏଲପିଏମ କାପାସିଟିର ପିଏସଏ ଅକ୍ସିଜେନ୍…
Read More...