Browsing Tag

Jharsuguda

ନବ ଦାସଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଝରସୁଗୁଡା : ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପରିବାରକୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବ ଦାସଙ୍କ ପୁଅ ବିଶାଳ ଦାସ ଓ ଝିଅ ଦୀପାଳୀ ଦାସଙ୍କୁ ଭେଟି ସମବେଦନା ଜଣାଇଛନ୍ତି ଧର୍ମେନ୍ଦ୍ର । ସାଂସଦ ସୁରେଶ ପୂଜାରୀ, ରେଂଗାଲୀ ବିଧାୟକ ନାଉରୀ ନାୟକ ଓ ବିଜେପି ନେତ୍ରୀ…
Read More...

ସ୍ୱର୍ଗତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦ୍ୱାଦଶ କ୍ରିୟାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା : ଆଜି ସ୍ୱର୍ଗତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦ୍ୱାଦଶ କ୍ରିୟା । ମନ୍ତ୍ରୀଙ୍କ ଝାରସୁଗୁଡାରେ ଆୟୋଜିତ ହେବ ସ୍ମୃତି ସଭା । ସରବାହାଲ ସରକାରୀ ହାଇସ୍କୁଲ ପଡିଆ ରେ ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶ୍ରଦ୍ଧାଞ୍ଜଳି ସଭା ପାଇଁ ସୀତତାପ ନିୟନ୍ତ୍ରିତ ମଣ୍ଡପ…
Read More...

ହତ୍ୟାକାରୀ ଗୋପାଳର ବଡ ଭାଇକୁ ଉଠାଇନେଲା କ୍ରାଇମବ୍ରାଞ୍ଚ ଟିମ୍‌

ଜଳେଶ୍ୱର : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ ଏଏସଆଇ ଗୋପାଳ ଦାସର ବଡ ଭାଇକୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ ଟିମ୍‌ । ଗଞ୍ଜାମ ଜଳେଶ୍ୱରଖଣ୍ଡି ସ୍ଥିତ ବାସଭବନରୁ ଉଠାଇନେଲା କ୍ରାଇମବ୍ରାଞ୍ଚ । ଆଜି ଗୋପାଳଙ୍କ ଘରେ ହେଉଥିଲା ଛାନଭିନ । କ୍ରାଇମବ୍ରାଞ୍ଚର ଏକ ଟିମ ଗୋପାଳର ବଡ ଭାଇଙ୍କ…
Read More...

ଇବ ନଦୀରେ ବୁଡ଼ି ଦୁଇ ଯୁବକ ନିଖୋଜ

ସୁନ୍ଦରଗଡ଼: ବଣଭୋଜି କରିବାକୁ ଯାଇ ନଦୀରେ ବୁଡ଼ିଗଲେ 3 ଜଣ । ଝାରସୁଗୁଡାରୁ ଭୋଜି କରିବାକୁ ଆସିଥିବା ବେଳେ ଅଘଟଣ। ସୁନ୍ଦରଗଡ଼ ଜିଲ୍ଲା କନାକୁଣ୍ଡା ଇବ୍‌ ନଦୀରେ ଘଟିଛି ଏହି ଅଘଟଣ । ମିଳିଥିବା ସୂଚନା ମୁତାବକ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏବେ ମଧ୍ୟ 2 ଜଣ ନିଖୋଜ ରହିଛନ୍ତି । ଅଗ୍ନିଶମ…
Read More...

ହନୁମାନ ପଇସା ଲୋଭ ଦେଖାଇ ଲୁଟ ,୫ ଗିରଫ

ଝାରସୁଗୁଡା:ପଇସାର ଲୋଭ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା ଏପରି ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡାରେ| ସୂଚନାନୁସାରେ ହନୁମାନ ପଇସା କିଣାବିକା କରି ବଡ ଭାଇର ପ୍ରଲୋଭନ ଦେଖାଇ ଜଣେଠିକାଦାରଙ୍କୁ ଲୁଟ ଅଭିଯୋଗରେ ଝାରସୁଗୁଡା ପୋଲିସ ୫ଜଣକୁ ଗିରଫ କରିଛି | ଅଭିଯୁକ୍ତ ମାନେ ହେଲେ ସମ୍ବଲପୁର…
Read More...

ଲଖନପୁର ଜୁନିଏନରେ ତୀବ୍ର ଉତ୍ତେଜନା 

ଝାରସୁଗୁଡା: ଝାରସୁଗୁଡା ଲଖନପୁର ବ୍ଲକରେ ଜନଶୁଣାଣିକୁ ବିରୋଧ । ଜୁନିଏନ ଖେଳପଡିଆରେ ରାମକି କମ୍ପାନୀ କୁ ବିରୋଧ କରିଛନ୍ତି ଗ୍ରାମବାସୀ । ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ଓ ନିଷ୍କାସନ ପ୍ରକଳ୍ପକୁ ଅଂଚଳ ବାସୀଙ୍କ ବିରୋଧ ଥିବା ସୂଚନା ଥିବା ବେଳେ ଜନ ଶୁଣାଣି ପାଇଁ ଆସିଥିବା କଂପାନୀ…
Read More...

IPL ବେଟିଂ ରାକେଟ ଠାବ

ଝାରସୁଗୁଡା: ଠାବ ହେଲା ଆଇପିଏଲ ବେଟିଂ ରାକେଟ । ଆଇପିଏଲ ବେଟିଂରେ ଦୁଇ ଜଣଙ୍କୁ ଗିରଫ କରିବା ସହ ଜବତ କରିଛି ଲକ୍ଷ ଲକ୍ଷ ଟଙ୍କା । କେବଳ ଦେଶ ନୁହେଁ, ଦେଶ ବାହାରେ ମଧ୍ୟ ଏହି ରାକେଟର ଲିଙ୍କ ଥିବା ଜଣା ପଡିଛି । ଝାରସୁଗୁଡା ସହର ଗୋଶାଳା ଛକ ନିକଟରେ ଆଇପିଏଲ ମ୍ୟାଚକୁ ନେଇ ବେଟିଂ…
Read More...

ଝାରସୁଗୁଡାରେ ଟ୍ରିପଲ ମର୍ଡର

ଝାରସୁଗୁଡା: ଝାରସୁଗୁଡାରେ ଘଟିଯାଇଛି ଏକ ଅମାନବୀୟ ଘଟଣା । ମଣିଷରୁ ପାଲଟି ଯାଇଛି ରାକ୍ଷାସ । ମାଆଙ୍କ ସହିତ ଦୁଇ ଜଣ ନିରୀହ ଶିଶୁକୁ କରାଯାଇଛି ନିର୍ମମ ଭାବେ ହତ୍ୟା । ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ କାରଣ ଅସ୍ପଷ୍ଟ ରହିଛି । ଝାରସୁଗୁଡା ବ୍ରଜରାଜନଗର ଥାନା ଅନ୍ତର୍ଗତ ଲଜକୁରାପଡା…
Read More...

ମେ’ ୨୫ ରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡିବ ବିମାନ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆସନ୍ତା ମେ’ ୨୫ରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେଉଛି । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମଧ୍ୟ ବିମାନ ଚଳାଚଳ କରିବ ବୋଲି ଜଣାପଡିଛି । ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନକୁ ବିମାନ…
Read More...

ରାଜ୍ୟରେ ଆଉ ୩ ପଜେଟିଭ ଚିହ୍ନଟ,ଗଞ୍ଜାମକୁ ଛୁଇଁଲା କୋରୋନା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ୩ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ୧୬୦ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ଏହି ୩ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା…
Read More...