Browsing Tag

Jharkhand

ଝାଡ଼ଖଣ୍ଡ TET ସିଲାବସରେ ଓଡ଼ିଆ ଲିପିକୁ ଅବମାନନା

ଝାଡ଼ଖଣ୍ଡ ଶିକ୍ଷକ ଯୋଗ୍ୟତା ପରୀକ୍ଷା (JHTET) 2026 ପାଇଁ ଓଡ଼ିଆ ପାଠ୍ୟକ୍ରମରେ ଦେବନାଗରୀ ଲିପି ବ୍ୟବହାରକୁ ନେଇ ରାଜ୍ୟ ସରକାର ଆପତ୍ତି ଉଠାଇଛନ୍ତି। ଝାଡ଼ଖଣ୍ଡ ଏକାଡେମିକ୍ କାଉନସିଲ୍ (JAC) କୁ ଲେଖାଯାଇଥିବା ଏକ ଚିଠିରେ , ଓଡ଼ିଶା ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଦର୍ଶାଇଛି ଯେ…
Read More...

ସୁରକ୍ଷାବାହିନୀକୁ ବଡ ସଫଳତା: ଝାଡ଼ଖଣ୍ଡରରେ ୩ କୁଖ୍ୟାତ ନକ୍ସଲ ନେତା ନିହତ

ବଣାଇ: ଝାଡ଼ଖଣ୍ଡରରେ ୩ କୁଖ୍ୟାତ ନକ୍ସଲ ନେତା ନିହତ । ସହଦେବ ସୋରେନ, ରଘୁନାଥ ହେମ୍ବ୍ରମ ଓ ବୀରସେନ ଗଞ୍ଜୁ ମୃତ । ହଜାରିବାଗର ଗୋରହର ଥାନା ଅଞ୍ଚଳରୁ ମୃତଦେହ ଉଦ୍ଧାର । ସହଦେବ ସୋରେନଙ୍କ ପାଇଁ ଥିଲା ୧ କୋଟି ଟଙ୍କା ପୁରସ୍କାର । ରଘୁନାଥ ହେମ୍ବ୍ରମଙ୍କ ପାଇଁ ଥିଲା ୨୫ ଲକ୍ଷ ଟଙ୍କା…
Read More...

ଏହି ଗାଁରେ ମହିଳା ମାନେ ବଞ୍ଚନ୍ତି ଖୁବ୍ କମ୍ ବୟସ, ଜାଣନ୍ତୁ..

ନୂଆଦିଲ୍ଲୀ: ଆପଣମାନେ ପ୍ରାୟତଃ ଶୁଣିଥିବେ ଯେ, ମହିଳାମାନେ ପୁରୁଷମାନଙ୍କ ତୁଳନାରେ ଅଧିକ ଦିନ ବଞ୍ଚିଥାନ୍ତି । ଯଦି ଅପାଣମାନେ ଅପାଣମାନଙ୍କ ଚାରିପାଖକୁ ଦେଖିବେ ତେବେ ଆପଣ ମଧ୍ୟ ଅନୁମାନ କରିବେ ଯେ ଆପଣଙ୍କ ଚାରିପାଖରେ ପୁରୁଷମାନଙ୍କ ତୁଳନାରେ ଅଧିକ ବୟସ୍କ ମହିଳା ଅଛନ୍ତି । ଯଦିଓ ଏହା…
Read More...

ବିଜେପି ପ୍ରାର୍ଥୀ ଚମ୍ପାଇ ସୋରେନଙ୍କ ପାଇଁ ପ୍ରଚାର କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଝାଡଖଣ୍ଡ; ଝାଡଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଚାଲିଛି ଜୋରଦାର ପ୍ରଚାର । ସିଟ ହାତେଇବାକୁ ଜୋରସୋର କସରତ କରୁଛନ୍ତି ନେତା ।ସବୁଠାରୁ ବଡକଥା ହେଉଛି, ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେଠାରେ ସାଜିବେ ଆକର୍ଷଣର କେନ୍ଦ୍ରବିନ୍ଦୁ ।ନିଜର ଦଳୀୟ ନେତାଙ୍କ ପାଇଁ…
Read More...

ଆଜି ହୋଇପାରେ ବଡ ପରିବର୍ତ୍ତନ : ବିଜେପିରେ ଯୋଗ ଦେଇପାରନ୍ତି ଚମ୍ପାଇ ସୋରେନ !

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ରାଜନୀତିରେ ବଡ ହଲଚଲ । ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଦିଳ୍ଲୀ ଗସ୍ତ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି । ଚର୍ଚ୍ଚା ହେଉଛି ଯେ, ଆଜି ଜେଏମଏମ ଛାଡି ଚମ୍ପାଇ ସୋରେନ ବିଜେପିରେ ଯୋଗଦାନ କରିପାରନ୍ତି । ନିଜର ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ…
Read More...

ଝଡଖଣ୍ଡରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୪ ନକ୍ସଲ ନିହତ

ନୂଆଦିଲ୍ଲୀ: ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିପଡିଲେ ୪ ମାଓବାଦୀ । ଝାଡଖଣ୍ଡ ଚାଇବାସାରେ ସୁରକ୍ଷାକର୍ମୀଙ୍କ ଏନ କାଉଣ୍ଟରରେ ୪ ମାଓବାଦୀ ନିହତ । ଜଣେ ଜୋନାଲ କମାଣ୍ଡର , ୨ ଏରିଆ କମାଣ୍ଡର ସମେତ ୪ଜଣ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ତେବେ…
Read More...

ନଦୀକୁ ଖସିଲା ବୋଲେରୋ , ପିଲାଙ୍କ ସମେତ ୫ମୃତ

ଦଶହରାରେ ବଡ ଅଘଟଣ । ଝାଡଖଣ୍ଡ ଦେଓଘର ଚିତରା ଥାନା ଅନ୍ତର୍ଗତ ଅଜୟ ବଜାରରେ ବୋଲେରୋ ନଦୀକୁ ଖସିପଡିବାରୁ ପରିବାରର ୫ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉଦ୍ଧାର କରିବା କାର୍ଯ୍ୟରେ ଲାଗିଥିଲେ । ଖବର ମୁତାବକ , ଗୋଟିଏ ପରିବାରର ସମସ୍ତ ସଦସ୍ୟ ବୋଲେରୋରେ ଆସନସୋଲରୁ…
Read More...

ଇନଷ୍ଟାଗ୍ରାମରେ ଆରମ୍ଭ ଝାଡଖଣ୍ଡରେ ଶେଷ

ପ୍ରେମ ଶକ୍ତି ଏତେ ଥାଏ ଯେ ତହା ସାତ ଦରିଆ ପାର କରିପାରେ । ଏପରି କିଛି କଥା ଏବେ ସତ ହେଇଛି । ଜଣେ ପ୍ରେମିକା ପ୍ରେମିକକୁ ଦେଖା କରିବାପାଇଁ ପୋଲାଣ୍ଡରୁ ସିଧା ଚାଲି ଆସିଲେ ଭାରତ। ତେବେ ଏହି ଲଭ ଷ୍ଟୋରୀ ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା । ପୋଲାଣ୍ଡରୁ ନିଜ ମନର ମଣିଷକୁ ଦେଖା କରିବାକୁ…
Read More...

ମଲାଲା ୟୂସୁଫଜାଇଙ୍କ ଫଟୋକୁ ନେଇ ବିବାଦ

ରାମଗଡ଼: ନୋବେଲ ଶାନ୍ତି ପୁରଷ୍କାରରେ ପୁରଷ୍କୃତ ହୋଇଥିବା ପାକିସ୍ତାନୀ ଝିଅ ମଲାଲା ୟୂସୁଫଜାଇଙ୍କ ଫୋଟକୁ ନେଇ ବିବାଦ ଦେଖାଦେଇଛି । ଝାଡ଼ଖଣ୍ଡରେ ଘଟିଥିବା ଏହି ଘଟଣାଟି ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ସୂଚନା ଅନୁସାରେ, ରାମଗଡ଼ ଜିଲ୍ଲା ମଣ୍ଡୁ ବ୍ଲକ ଅନ୍ତର୍ଗତ କୁଜୁ…
Read More...

ଖଣି ସଚିବଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା: ଗଣିବାକୁ ଦରକାର ପଡ଼ିଲା ମେସିନ୍

ଝାରଖଣ୍ଡ: ଖଣି ସଚିବଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା । ଟଙ୍କା ଏତେ ଯେ ଏହାକୁ ଗଣିବାକୁ ମେସିନର ସାହାଯ୍ୟ ନେବାକୁ ପଡ଼ିଛି । ଝାଡ଼ଖଣ୍ତର ବରିଷ୍ଠ ଆଇଏଏସ ଅଧିକାରୀ ହେଉଛନ୍ତି ପୂଜା ସିଙ୍ଘଲ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଏବଂ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଅଭିଯୋଗରେ ଇଡି ଚଢ଼ାଉ କରି…
Read More...