Browsing Tag

Jharkhand

ଜାମିନ ପାଇଲେ ଆରଜେଡି ମୁଖ୍ୟ ଲାଲୁ ଯାଦବ

ଝାଡଖଣ୍ଡ : ଗୋଖାଦ୍ୟ ମାମଲାରେ ଝାଡଖଣ୍ଡ ହାଇକୋର୍ଟ ଲାଲୁ ପ୍ରସାଦଙ୍କୁ ଜାମିନ ମଞ୍ଜୁର କରିଛନ୍ତି । ୧୩୯.୩୫ କୋଟି ଟଙ୍କାର ଗୋଖାଦ୍ୟ ସମ୍ବନ୍ଧୀୟ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ଲାଲୁ ୫ମ ଗୋଖାଦ୍ୟ ଦୁର୍ନୀତି ସହ ସମ୍ପୃକ୍ତ ଥିବା ଡୋରଣ୍ଡା ଟ୍ରେଜେରିରୁ ବେଆଇନ ଟଙ୍କା ଉଠାଣ…
Read More...

ଝାଡଖଣ୍ଡରେ ଜିଲା ଜଜ୍‍ ଙ୍କୁ ହତ୍ୟା

ଋାଞ୍ଚି: ଧାନବାଦର ଅତିରିକ୍ତ ଜିଲା ଜଜ୍‍ ଙ୍କୁ ଅଟୋ ସାହାଯ୍ୟରେ ଧକ୍କା କରି ହତ୍ୟା କରାଯିବା ଘଟଣାରେ ଜଣେ ଅଟୋ ଡ୍ରାଇଭର ଏବଂ ତାଙ୍କ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣା ଘଟିବାର ଦିନକ ପରେ ପୁଲିସ ଦୁଇଜଣଙ୍କୁ ଗିରଫ କରିବା ସହିତ ଏକ ହତ୍ୟା ମାମଲା ରୁଜ୍ଜୁକରି ତଦନ୍ତ ଆରମ୍ଭ କରିଛି।…
Read More...

ଝାଡ଼ଖଣ୍ଡ : ୨୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍

ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ୍ ଆଗାମୀ ଡିସେମ୍ବର ୨୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସେ ଦ୍ବିତୀୟ ଥର ଲାଗି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ। ହେମନ୍ତ ସୋରେନ୍ ନିଜର ମନ୍ତ୍ରିମଣ୍ଡଳର ସହଯୋଗୀଙ୍କ ସହିତ ଡିସେମ୍ବର ୨୭ରେ ରାଞ୍ଚିର…
Read More...