ଜାତୀୟ ପେଣ୍ଟାଥଲନ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ଓଡିଆ ପୁଅ ପ୍ରଣବ ଦାସ
ଯାଜପୁର; ସ୍ୱର୍ଣ୍ଣ ପଦକ ହାସଲ କଲେ ପ୍ରଣବ । ଜାତୀୟ ପେଣ୍ଟାଥଲନ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ଓଡିଆ ପୁଅ ପ୍ରଣବ ଦାସ । ତେବେ ପ୍ରଣବଙ୍କ ଘର ଯାଜପୁର ଜିଲ୍ଲା ଧର୍ମଶାଳାରେ । ନିଜର କଠିନ ପରିଶ୍ରମ ପାଇଁ ସେ ଦେଶ ପାଇଁ ଆଣିଛନ୍ତି ଗୌରବ । ଉତ୍ତରାଖଣ୍ଡରେ ଚାଲିଥିବା ଜାତୀୟ…
Read More...
Read More...