ବରୀ ବରୁଆଁ ମୁଖ୍ୟ ରାସ୍ତାର ସନ୍ଥନ ଛକ ନିକଟ ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର
(ଯାଜପୁର ବରୀ :ପ୍ରଶାନ୍ତ ଦ୍ବିବେଦୀ):-ବରୀ ବରୁଆଁ ମୁଖ୍ୟ ରାସ୍ତାର ସନ୍ଥନ ଛକ ନିକଟ ରାସ୍ତା କଡ଼ରୁ ଏକ ମୃତ ଦେହ ଉଦ୍ଧାର ହୋଇଛି। ଖବର ପାଇ ଘଟଣା ସ୍ଥଳରେ ବରୀ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣା ପଡିଛି। ମୃତ ଶରୀରର କିଛି ଦୂରରେ…
Read More...
Read More...