Browsing Tag

JAIL

ଜିଲ୍ଲାରେ ଆଇନଶୃଙ୍ଖଳା ଦିନକୁ ଦିନ ଜଟିଳ — ଦିବାଲୋକରେ ମେଡିକାଲ ସୁରକ୍ଷା କର୍ମୀଙ୍କୁ ଖଣ୍ଡାରେ ଆକ୍ରମଣ

ଫୁଲବାଣୀରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଉଠିଛି ପ୍ରଶ୍ନ। ଦିବାଲୋକରେ ଜଣେ ମେଡିକାଲ ସୁରକ୍ଷା କର୍ମୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଗୁରୁତର କରିଦେଇଛନ୍ତି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ପ୍ରଥମେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ବ୍ରହ୍ମପୁର ମେଡିକାଲକୁ ତାଙ୍କୁ…
Read More...

ନାବାଳିକାକୁ ଯୌନ ଶୋଷଣ କରି ଜେଲ ଗଲେ ଏହି କ୍ରିକେଟର ।

ଜେଲ ଗଲେ କ୍ରେକେଟର । ନାବାଳିକାକୁ ଯୌନ ଶୋଷଣ କରିବା କେସରେ ଭୋଗିଲେ ଜେଲ ଦଣ୍ଡ । ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ ଜଣେ ୧୫ ବର୍ଷର ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି ।  ପ୍ରଥମେ ୩୦ ବର୍ଷୀୟ ସମର୍ସ ପ୍ରାରମ୍ଭରେ କୋର୍ଟରେ ନିଜକୁ…
Read More...

ଜମ୍ମୁ-କାଶ୍ମୀର ଓ ଶ୍ରୀନଗର ଜେଲରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ଶ୍ରୀନଗର-: ଜେଲରେ ଆତଙ୍କବାଦୀଙ୍କ ଆକ୍ରମଣ ନେଇ ଆଶଙ୍କା । ଜମ୍ମୁକାଶ୍ମୀର ଜେଲରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗର ସେଣ୍ଟ୍ରାଲ ଜେଲରେ ଆତଙ୍କୀ ହମଲା ନେଇ ଆଶଙ୍କା । ବିଶ୍ୱସ୍ତ ଗୁଇନ୍ଦା ସୂଚନା ମିଳିବା ପରେ ଜେଲର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି ଏବଂ  ଜେଲର…
Read More...

ସ୍ତ୍ରୀର ସାବିତ୍ରୀ ବ୍ରତ ପୂଜା ପାଇଁ ଜେଲରୁ ଫେରାର ହେଲେ ସ୍ୱାମୀ

କୋରାପୁଟ: ସ୍ତ୍ରୀର ସାବିତ୍ରୀ ବ୍ରତ ପୂଜା ପାଇଁ ସ୍ୱାମୀ ଜେଲରୁ ଫେରାର ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କୋରାପୁଟ ମଣ୍ଡଳ କାରଗାରର ଜଣେ କଏଦୀ ଅସୁସ୍ଥ ଆଳ ଦେଖାଇ ଚିକିତ୍ସା ପାଇଁ କୋରାପୁଟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଗତକାଲି ଫେରାର ହୋଇଯାଇଥିଲେ । ଫେରାର…
Read More...

ସର୍ବାଧିକ ୧୦ ବର୍ଷ ଜେଲ ଭୋଗିବେ, ୧୧ ଜଣ ପୀଡିତାଙ୍କୁ ପ୍ରଦାନ କରିବେ ୨୮ ଲକ୍ଷ ଟଙ୍କା ଅନୁକମ୍ପା ରାଶି

ସୁନ୍ଦରଗଡର ଏକ ସରକାରୀ ସ୍କୁଲ ହେଡ୍ ମାଷ୍ଟରଙ୍କୁ ୯୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ତା ସହିତ ୧୧ ଜଣ ପୀଡିତାଙ୍କୁ ମୋଟ ୨୮ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ବି ପ୍ରଦାନ କରାଯିବ । କେବେଳ ସେତିକି ନୁହେଁ ସାରଙ୍କୁ ୪୭ ହଜାର ଟଙ୍କାର ଜରିମନା ବି ଲାଗିଛି । କାରଣ ସାରଙ୍କର ଦୋଷ ହେଉଛି ସେ ସ୍କୁଲ…
Read More...

ଦିଲ୍ଲୀରେ କଂଗ୍ରେସର ଜରୁରୀ ବୈଠକ

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ପରେ କଂଗ୍ରେସରେ ଦେଖାଦେଇଛି କମ୍ପନ । ଦିଲ୍ଲୀରେ ଜରୁରୀ ବୈଠକ ଡାକିଲା ଦଳ ।୨୦୧୯ରେ ଦେଇଥିବା ମୋଦି ସାଙ୍ଗିଆ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ରାହୁଲଙ୍କୁ ମହଙ୍ଗା ପଡିଛି । ଯାହାକୁ ନେଇ ଦିଲ୍ଲୀରେ ଜରୁରୀକାଳୀନ ବୈଠକ ଠାକିଛି…
Read More...

ଚର୍ଚ୍ଚାରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ୨୦୧୯ରେ କର୍ଣ୍ଣାଟକର ଏକ ରାଲିରେ ରାହୁଲ ଗାନ୍ଧୀ ଏପରି ବୟାନ୍ ଦେଇଥିଲେ । ସେ ମୋଦି ଉପନାମକୁ ନେଇ ଆପତ୍ତିଜନକ କଥା କହିଥିଲେ । ଏନେଇ ବିଜେପି ବିଧାୟକ ତଥା ତତ୍କାଳୀନ ଗୁଜରାଟର ମନ୍ତ୍ରୀ ପୁର୍ଣ୍ଣେସ ମୋଦି ଏକ ମାମଲା ରୁଜୁ କରିଥିଲେ । ଏହାକୁ ନେଇ ଅପରାଧିକ ମାନହାନୀ ମାମଲା ରୁଜୁ…
Read More...

ତିନି ବର୍ଷ ପାଇଁ ଜେଲ ଗଲେ ଆଜମ ଖାନ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ନେତା ଆଜମ ଖାନଙ୍କୁ ହେଲା ତିନି ବର୍ଷ ଜେଲ ଦଣ୍ଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଏବଂ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍ ) ଅଞ୍ଜାନେ କୁମାର ସିଂଙ୍କୁ ଟାର୍ଗେଟ କରି ଅପମାନ ଜନକ ମନ୍ତବ୍ୟ…
Read More...

ବିଶୋଦ୍ଧନ ହେଲା ଚୌଦ୍ୱାର କାରାଗାର

(ରିପୋଟର୍ସ ଟୁଡେ/ମହାଭାରତ/ଭୁବନେଶ୍ୱର): ସାରା ରାଜ୍ୟରେ କୋରୋନା ଭୁତାଣୁ ସଂକ୍ରମଣ ପାଇଁ ବିଶୋଦ୍ଧନ ଚାଲିଛି । କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟସରକାର ପର୍ଯ୍ୟନ୍ତ ଭୁତାଣୁ ରୋକିବା ଦିଗରେ ସଚେତନତା ହିଁ ଏହାର ଏକମାତ୍ର ଉପାୟ ବୋଲି ବାରମ୍ବାର ଚେତାବନି ଦିଆଯାଉଛି । ଏହାସହ…
Read More...