Browsing Tag

ITISHREE SETHI

ବ୍ରାଜିଲରେ ପ୍ରାକୃତିକ ବିପର୍ଯ୍ୟୟ ,ଅନେକ ଲୋକ ବିସ୍ଥାପିତ

ବ୍ରାଜିଲ: ଜଳ ଘେରରେ ବ୍ରାଜିଲ । ବ୍ରାଜିଲରେ ପ୍ରାକୃତିକ ବିପର୍ଯ୍ୟୟ ତାଣ୍ଡବ ରଚିଛି । ବାତ୍ୟା ଯୋଗୁଁ ବ୍ରାଜିଲରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ଆଉ ଏହି ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢିବାର ଆଶଙ୍କା ରହିଛି । ପ୍ରବଳ ବର୍ଷା ଓ ପବନ ଅନେକଙ୍କୁ ବାସହରା କରି ଦେଇଛି । ଅନେକ ଘର ଭାସିଯାଇଛି ।…
Read More...

ୟୁରୋପରେ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିବେ ରାହୁଲ

ଭାରତ: ୟୁରୋପ ଗସ୍ତରେ ରାହୁଲ ଗାନ୍ଧୀ । ୟୁରୋପରେ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିବେ ରାହୁଲ। ଆଗାମୀ ସେପ୍ଟେମ୍ବର ୮ରୁ ୧୦ ତାରିଖ ଯାଏଁ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୭ଦିନିଆ ବିଦେଶ ଗସ୍ତରେ ଅଛନ୍ତି । ଗତକାଲିଠୁ ଏକ ସପ୍ତାହ…
Read More...

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ

ଭାରତ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ଚିଠିରେ ସେ ୯ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଦାବି କରିଛନ୍ତି । କଂଗ୍ରେସ ନେତା ଜୟରାମ ରମେଶ ଏହି ଚିଠି ବାବଦରେ କହିଛନ୍ତି କି ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ଚିଠି ଲେଖିଛନ୍ତି ସେଥିରେ ସେ…
Read More...

ପୂର୍ବତନ ରାଷ୍ଟ୍ରପତିଙ୍କ ଅଧକ୍ଷତାରେ ବସିବ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ ର ପ୍ରଥମ ବୈଠକ

 ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅଧକ୍ଷତାରେ ଆଜି ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ ର ପ୍ରଥମ ବୈଠକ ବସିବ । କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିବା ୮ ଜଣିଆ କମିଟିର ଅଧ୍ୟକ୍ଷ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଏହି ବୈଠକ ଡାକିଛନ୍ତି। ଆଉ…
Read More...

୨ ଚିଟଫଣ୍ଡ କମ୍ପାନୀର କ୍ଷୁଦ୍ର ଜମାକାରୀ ଆଶ୍ୱସ୍ତ

କଟକ : ଚିଟଫଣ୍ଡ କମ୍ପାନୀର କ୍ଷୁଦ୍ର ଜମାକାରୀ ଆଶ୍ୱସ୍ତ । ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ୨ମାସ ଭିତରେ ୮ ହଜାର ଟଙ୍କା ଲେଖାଏଁ ଦେବେ ଜିଏଲପି ଓ ଗୋଲଡେନ ଲ୍ୟାଣ୍ଡ ଜମାକାରୀ । ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶରେ ପ୍ରାୟ ୪ ଲକ୍ଷ ଜମାକାରୀ ଉପକୃତ ହେବେ । ଗୋଲଡେନ ଲ୍ୟାଣ୍ଡ ଓ ଜି ଏଲ୍ ପି…
Read More...

ଦିଲ୍ଲୀର ସଙ୍ଗମ ବିହାରରେ ଅଗ୍ନିକାଣ୍ଡ: କାହାର କିଛି କ୍ଷତି ହୋଇନଥିବା ସୂଚନା

ଦିଲ୍ଲୀ: ବିଭିନ୍ନ ସମୟରେ ବିଭିନ୍ନ ସୋ ରୁମ୍ ରେ ଅଗ୍ନିକାଣ୍ଡ ଘଟୁଥିବାବେଳେ ପୁଣି ଅଗ୍ନିକାଣ୍ଡର ଖବର ସାମ୍ନାକୁ ଆସିଛି । ଦିଲ୍ଲୀର ସଙ୍ଗମ ବିହାରରେ ଘଟିଛି ଏପରି ଅଘଟଣ । ହେଲେ ଏଥିରେ କାହାର କିଛି କ୍ଷତି ହୋଇ ନଥିବା ଜାଣିବାକୁ ମିଳିଛି । ସୂଚନା ଅନୂସାରେ ମଙ୍ଗଳବାର ବିଳମ୍ବିତ ରାତି…
Read More...

ଲଘୁଚାପ ପ୍ରଭାବରେ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ପାଣିପାଗ: ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଥିବାବେଳେ ଏହାର ପ୍ରଭାବରେ ୮ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବା ବୋଲି ସୂଚନା ରହିଛି । ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ଆଇଏମଡି ଆକଳନ…
Read More...

ରାଷ୍ଟ୍ରପତି ଚଳିତ ବର୍ଷ ୭୫ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରିୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି

ନୂଆଦିଲ୍ଲୀ: ଗୁରୁ ଦିବସରେ ରାଷ୍ଟ୍ରିୟ ଶିକ୍ଷକ ପୁରସ୍କାର ବିତରଣ କରାଯାଇଛି । ଚଳିତ ବର୍ଷ ୭୫ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରିୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯାଇଛି । ୫୦ଜଣ ସ୍କୁଲ ଶିକ୍ଷକ, ୧୩ଜଣ ଉଚ୍ଚଶିକ୍ଷା ବିଭାଗର ଶିକ୍ଷକ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ୧୨ଜଣ ଶିକ୍ଷକଙ୍କୁ…
Read More...

ଆନ୍ଧ୍ର ପ୍ରଦେଶରେ ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀର କଡା ପଦକ୍ଷେପ

ଆନ୍ଧ୍ରପ୍ରଦେଶ: ପରକୀୟା ପ୍ରୀତି ସନ୍ଦେହରେ ସ୍ୱାମୀଙ୍କୁ ଲଣ୍ଡା କରି ରାସ୍ତାରେ ଚଲାଇଲେ ସ୍ତ୍ରୀ। ଏଭଳି ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶରେ। ନାଜିଆ ନାମକ ଯୁବତୀ ସ୍ଥାନୀୟ ଅଞ୍ଚଳର ହୁସେନକୁ ବିବାହ କରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ହୁସେନ ଅନ୍ୟ ଜଣେ ମହିଳା ଶବାନାଙ୍କ ସହ ଅବୈଧ ସମ୍ପର୍କ…
Read More...

ହରିୟାଣାରେ ପୋଲିସ ଷ୍ଟେସନକୁ ଅଭିଯୋଗ ପଞ୍ଜିକରଣ କରିବାକୁ ଯାଇଥିବା ମହିଳାଙ୍କୁ ଗଣଦୁଷ୍କର୍ମ

ହରିୟାଣା: ପୋଲିସ ଷ୍ଟେସନକୁ ଅଭିଯୋଗ ପଞ୍ଜିକରଣ କରିବାକୁ ଯାଇଥିବା ମହିଳାଙ୍କୁ ଗଣଦୁଷ୍କର୍ମ । ଏଭଳି ଘଟଣା ଘଟିଛି ହରିୟାଣାର ପଲବଲ ଅଞ୍ଚଳରେ । ଜୁଲାଇ ୨୩ରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବାକୁ ଯାଇଥିବାବେଳେ ଏପରି କୁକର୍ମ ଘଟାଇଛନ୍ତି ଦୁଷ୍କର୍ମକାରୀ…
Read More...