Browsing Tag

ITISHREE SETHI

ବିନା ଡେବିଟ, କ୍ରେଡିଟ କାର୍ଡରେ ଏଟିଏମରୁ ଉଠାଇ ହେବ ଟଙ୍କା

ମୁମ୍ବାଇ: ଆମେ ଟଙ୍କା ଉଠାଇବା ପାଇଁ ସାଧାରଣତଃ ବ୍ୟଙ୍କକୁ ଯାଇଥାଉ କିମ୍ବା ଏଟିଏମ କାର୍ଡର ବ୍ୟବହାର କରିଥାଉ । ବିନା ଏଟିଏମ କାର୍ଡ ରେ କେବେ ଟଙ୍କା ଉଠାଇ ନଥିବେ । ଯେଉଁଠାକୁ ବି ଗଲେ ଏଟିଏମ କାର୍ଡ ଅତ୍ୟନ୍ତ ଆବଶ୍ୟକ ହୋଇପଡେ । ହେଲେ ଏବେ ଆଉ ଏଟିଏମ କାର୍ଡ ପାଖରେ ନଥିଲେ ଅସୁବିଧାର…
Read More...

ଆନ୍ଧ୍ରପ୍ରଦେଶ କଡପ୍ପା ଜିଲ୍ଲାର ଜଣେ ଭକ୍ତ ଭଗବାନ ତିରୁପତି ବାଲାଜୀଙ୍କୁ ସ୍ୱର୍ଣ୍ଣ କମଳ ଚଢାଇଛନ୍ତି

ଆନ୍ଧ୍ରପ୍ରଦେଶ: ଭଗବାନଙ୍କୁ ଭକ୍ତ ଚଢାଇଲେ ସ୍ୱର୍ଣ୍ଣ କମଳ । ଏମିତି ଜଣେ ଭକ୍ତ ଭଗବାନ ତିରୁପତି ବାଲାଜୀଙ୍କୁ ସ୍ୱର୍ଣ୍ଣ କମଳ ଚଢାଇଛନ୍ତି । ତିରୁପତି ବାଲାଜୀଙ୍କ ମନ୍ଦିରକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭଗବାନ ବିଷ୍ଣୁଙ୍କ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ଦର୍ଶନ କରିବାକୁ ଆସିଥାଆନ୍ତି। ଏବଂ ନିଜ…
Read More...

ମୋଦୀଙ୍କୁ ହୀରାଖଚିତ ପ୍ରତିକୃତି ଉପହାର ଦେବେ ବିପୁଲ ଜେପିୱାଲା

ଗୁଜରାଟ: ହୀରାଖଚିତ ମୋଦୀଙ୍କ ପ୍ରତିକୃତି। ଏପରି ପ୍ରତିକୃତି ପ୍ରସ୍ତୁତ କରିଛନ୍ତି ଗୁଜରାଟ ସୁରତର ଜଣେ ଆର୍କିଟେକ୍ଟ। ସୁରତ ବାସିନ୍ଦା ବିପୁଲ ଜେପିୱାଲା ନାମକ ଏହି କଳାକାର ଜଣେ ଇଂଜିନିୟର ମଧ୍ୟ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜଣେ ଉଚ୍ଚ ପ୍ରଶଂସକ ଥିବାବେଳେ ଏବେ ତାଙ୍କ…
Read More...

ଆମେରିକା ରାଷ୍ଟ୍ରପତିଙ୍କୁ ବାଲୁକା କଳା ମାଧ୍ୟମରେ ସ୍ୱାଗତ

ପୁରୀ: ବାଲୁକା କଳାରେ ଜୋ ବାଇଡେନଙ୍କ ଚିତ୍ର । ଆଜି ଜି-୨୦ ସମ୍ବିଳନୀରେ ଯୋଗଦାନ ପାଇଁ ଆମେରିକା ରାଷ୍ଟ୍ରପତି ଭାରତ ଆସୁଥିବାବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତ ବ୍ୟାବସ୍ଥା କରାଯାଛି । ତେବେ ପୁରୀ ବେଳାଭୁମିରେ ତାଙ୍କୁ ନିଆରା ଢଙ୍ଗରେ ସ୍ୱାଗତ କରାଯାଇଛି । ଅନ୍ତର୍ଜାତୀୟ ବାଲୁକା…
Read More...

ରାଜ୍ୟରେ ମୌସୁମୀର ପ୍ରଭାବ ସକ୍ରିୟ ଥିବା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ପାଣିପାଗ: ରାଜ୍ୟରେ ସକ୍ରିୟ ମୌସୁମୀ । ରାଜ୍ୟରେ ମୌସୁମୀର ପ୍ରଭାବ ସକ୍ରିୟ ଥିବା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ପଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତାକାଲି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲା…
Read More...

ରାଇରଙ୍ଗପୁରରେ ମହିଳା କୁଡୁମି ସେନା ,ଓଡିଶା ତରଫରୁ କଳା ଦିବସ ପାଳିତ ହୋଇଯାଇଛି

ରାଇରଙ୍ଗପୁର/ସତ୍ୟ ନାରାୟଣ ପାଲ୍: ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖ ଦିନ ସମ୍ବିଧାନରେ ଭାରତ ସରକାର କୁଡୁମି ସଂପ୍ରଦାୟକୁ ବିନା କାରଣରେ ଏସ ଟି ମାନ୍ୟତାରୁ ଉଛେଦ କରିଥିଲେ । ଯାହାକି କଡୁମି ଜାତିର ମୌଳିକ ଅଧିକାରକୁ ଛଡ଼ାଇ ନିଆଯାଇଛି । ଏହାକୁ ନେଇ ଦୀର୍ଘ ୭୦ ବର୍ଷରୁ ଉର୍ଦ୍ଧ୍ବ ହେଲା…
Read More...

ଭବାନୀପାଟଣାରେ ପୂର୍ବ ଶତ୍ରୁତାରୁ ଜଣେ ଯୁବକଙ୍କୁ ଛୁରାମାଡ

କଳାହାଣ୍ଡି: ଭବାନୀପାଟଣାରେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି । କେସିଙ୍ଗା ଷ୍ଟେସନ ନିକଟରେ ଯୁବକଙ୍କୁ ଛୁରାମାଡ ହୋଇଛି । ତେବେ ଯୁବକ ଜଣଙ୍କୁ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି । ଆକ୍ରମଣ କରାଯାଇଥିବା ଯୁବକ ବଗାଡ ଗାଁର ଯୁବକ ବୋଲି ଜଣାପଡିଛି । ଏବେ ତାଙ୍କୁ ଗୁରୁତର…
Read More...

୮୭ବର୍ଷରେ ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ପରଲୋକ

ପୁରୀ: ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ପରଲୋକ ହୋଇଛି । ୮୭ବର୍ଷରେ ସେ ଇହଧାମ ତ୍ୟାଗ କରିଛନ୍ତି । ସେ ଏକାଧାରରେ ଜଣେ ଗାଳ୍ପିକ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ରହିଥିଲେ । ସେ ତାଙ୍କର ଲେଖା ମାଧ୍ୟମରେ ସର୍ବଦା ଚୀର ସ୍ମରଣୀୟ ହୋଇ ରହିବେ । ସେ ଶ୍ରୀ…
Read More...

ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଆସନ୍ତାକାଲି ଭାରତ ଆସୁଛନ୍ତି ଜୋ ବାଇଡେନ

ନୂଆଦିଲ୍ଲୀ: ଭାରତ ଆସୁଛନ୍ତି ଜୋ ବାଇଡେନ । ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଆସନ୍ତାକାଲି ଭାରତ ଆସିବେ ଆମେରିକା ରାଷ୍ଟ୍ରପତି । କୋଭିଡ ଟେଷ୍ଟରେ ଜିଲ୍ ବାଇଡେନଙ୍କ ରିପୋର୍ଟ ପଜିଟିଭ ଆସିଥିବାବେଳେ ଜୋ ବାଇଡେନଙ୍କ ରିପୋର୍ଟ ନେଗେଟିଭ ଆସିଛି । ତେଣୁ ଜିଲ୍ ବାଇଡେନ ଭାରତ ଗସ୍ତରେ ଆସିପାରୁ…
Read More...

ଉତ୍ତରାଖଣ୍ଡରେ ସେଲଫି ନେବା ସମୟରେ ଖସିଯାଇଥିଲା କେଦାରନାଥ ଯାତ୍ରୀଙ୍କ ଗୋଡ଼

ନୂଆଦିଲ୍ଲୀ: ସେଲଫି ସମୟରେ ଅଘଟଣର ଚିତ୍ର ବାରମ୍ବାର ସାମ୍ନାକୁ ଆସିଛି । ସେଲଫି ସମୟର ଅନେକ ଅଘଟଣ ପରେ ବି ସୁଧୁରୁନି ଆମ ଚିନ୍ତାଧାରା । ପୁଣି ସେଲଫି ନେଇ ମରଣ ଜନ୍ତାରେ ପଡିଥିଲେ ଜଣେ ଯୁବକ । ଆଉ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏଭଳି ଘଟଣା ଘଟିଛି ଉତ୍ତରାଖଣ୍ଡରେ ।…
Read More...