Browsing Tag

ITISHREE SETHI

କକ୍ଷ ପରିବର୍ତନ କରିଛି ଆଦିତ୍ୟ-ଏଲ୍-୧: ଟୁଇଟ୍ କରି ଇସ୍ରୋ ପକ୍ଷରୁ ସୂଚନା

ନୂଆଦିଲ୍ଲୀ : ସଫଳତା ଆଡକୁ ବଢୁଛି ସୂର୍ଯ୍ୟ ମିଶନ । କକ୍ଷ ପରିବର୍ତନ କରିଛି ଆଦିତ୍ୟ-ଏଲ୍-୧ । ଭାରତର ପ୍ରଥମ ସୂର୍ଯ୍ୟଯାନ ଆଜି ଦ୍ୱିତୀୟ ଥର ପାଇଁ କକ୍ଷ ପରିବର୍ତନ କରିଛି । ବିଳମ୍ବିତ ରାତି ୨ଟା ୪୫ ମିନିଟରେ ଦ୍ୱିତୀୟ ଥର କକ୍ଷପଥ ପରିବର୍ତ୍ତନ କରିଛି ଆଦିତ୍ୟ-ଏଲ୍-୧ । ଟୁଇଟ୍ କରି ଇସ୍ରୋ…
Read More...

ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଆସିବେନି ଜିଲ୍ ବାଇଡେନ୍

ନୂଆଦିଲ୍ଲୀ: ଦିଲ୍ଲୀରେ ଅନୁଷ୍ଠିତ ହେବ ଜି-୨୦ ଶିଖର ସମ୍ମିଳନୀ । ଏନେଇ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ସଜେଇ ହୋଇଛି ଦିଲ୍ଲୀ । ଶିଖର ସମ୍ମିଳନୀ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ସେପଟେ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଆସିଥାନ୍ତେ ଜିଲ୍ ବାଇଡେନ୍ । ହେଲେ କରୋନା…
Read More...

ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳରୁ ବର୍ଷା ସମ୍ଭାବନା

ପାଣିପାଗ: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଏହି ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳରୁ ବର୍ଷା ସମ୍ଭାବନା ରହିଛି। ସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ…
Read More...

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୬ ରାଜ୍ୟର ୭ ବିଧାନସଭା ଆସନରେ ଉପନିର୍ବାଚନ

ଭାରତ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୬ ରାଜ୍ୟର ୭ ବିଧାନସଭା ଆସନରେ ଉପନିର୍ବାଚନ ହୋଇଛି । ଝାଡଖଣ୍ଡର ଡୁମୁରୀ, ତ୍ରିପୁରାର ବକ୍ସନଗର ଓ ଧାନପୁର, ପଶ୍ଚିମବଙ୍ଗର ଧୁପଗୁରୀ, ଉତ୍ତରପ୍ରଦେଶର ଘୋଷି, ଉତ୍ତରାଖଣ୍ଡର ବାଗେଶ୍ୱର ଓ କେରଳର ପୁଥୁପାଲୀରେ ଏହି ଉପନିର୍ବାଚନ ପାଇଁ ମତଦାନ ହୋଇଛି ।…
Read More...

ଅନୁଗୁଳର ସାତକୋଶିଆ ଅଭୟାରଣ୍ୟରେ ୨ଟି ହାତୀଙ୍କ ମୃତଦେହ ଠାବ

ଅନୁଗୁଳ: ପୂର୍ବରୁ ହାତୀ ମଡକର ଚିତ୍ର ବାରମ୍ବର ସାମ୍ନାକୁ ଆସିଥିବାବେଳେ ଏବେ ପୁଣି ହାତୀ ମୃତ୍ୟୁର ଖବର ସାମ୍ନାକୁ ଆସିଛି । ଅନୁଗୁଳରେ ଘଟିଛି ଏପରି ଘଟଣା । ଅନୁଗୁଳର ସାତକୋଶିଆ ଅଭୟାରଣ୍ୟରେ ହାତୀ ମୃତ୍ୟୁର ଖବର ଆସିଛି । ଜଗନ୍ନାଥପୁର ଗାଁ ନିକଟ ଜଙ୍ଗଲରେ ୨ଟି ହାତୀଙ୍କ ମୃତଦେହ ଠାବ ହୋଇଛି…
Read More...

ପଞ୍ଜାବ ଅମୃତସର ର ଜଣେ କଳାକାର ୭ଫୁଟ୍ ର ଜୋ ବିଡେନଙ୍କ ଚିତ୍ର ଆଙ୍କିଛନ୍ତି

ପଞ୍ଜାବ: ଅଙ୍କାହେଲା ୭ଫୁଟ୍ ର ଜୋ ବିଡେନଙ୍କ ଚିତ୍ର । ଯାହା ଅତି ଆକର୍ଷଣୀୟ ଦୃଶ୍ୟମାନ ହେଉଛି । ଏଭଳି ଚିତ୍ର ଆଙ୍କିଛନ୍ତି ପଞ୍ଜାବ ଅମୃତସର ର ଜଣେ କଳାକାର । ଚଳିତ ବର୍ଷ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ଚିତ୍ର ଆଙ୍କିଛନ୍ତି ଏହି କଳାକାର…
Read More...

ସର୍ଚ୍ଚ ଅପରେଶନ ସମୟରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ

ଜମ୍ମୁ-କାଶ୍ମୀର : ସର୍ଚ୍ଚ ଅପରେଶନ ସମୟରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଜମ୍ମୁ-କାଶ୍ମୀରର ରିୟାସୀ ଜିଲ୍ଲାର ଚସାନାରେ ସୋମବାର ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ଆତଙ୍କୀଙ୍କୁ ନିପାତ କରିଛି ସେନା। ଏଥିସହିତ ଜଣେ ପୋଲିସ କର୍ମୀ…
Read More...

୬୮ ବର୍ଷ ବୟସରେ ତୃତୀୟ ବିବାହ କଲେ ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ

ଲଣ୍ଡନ: ୬୮ ବର୍ଷ ବୟସରେ ତୃତୀୟ ବିବାହ କଲେ ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ। ଲଣ୍ଡନର ଏକ ବିଳାସପୂର୍ଣ୍ଣ ହାଟେଲରେ ଗର୍ଲଫ୍ରେଣ୍ଡ ତ୍ରିନାଙ୍କୁ ବିବାହ କରିଛନ୍ତି ସାଲଭେ । ପ୍ରତିଷ୍ଠିତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ନୀତା ଅମ୍ବାନି, ସୁନୀଲ ମିତଲ, ଲଳିତ ମୋଦି, ଗୋପି ହିନ୍ଦୁଜାଙ୍କ…
Read More...

ପୁରୀ ଜିଲ୍ଲ।ପାଳଙ୍କ ଅଫିସ ଆଗରେ ଜନୈକ ବ୍ୟକ୍ତିଙ୍କ ଆତ୍ମହୁତୀ ଉଦ୍ୟମ

ପୁରୀ: ପୁରୀରେ ଆତ୍ମହୁତୀ ଉଦ୍ୟମ । ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବାବେଳେ ଜନୈକ ବ୍ୟକ୍ତି ଜଣକୁ କାବୁ କରିଛି ପୋଲିସ । ପୁରୀ ଜିଲ୍ଲ।ପାଳଙ୍କ ଅଫିସ ଆଗରେ ଜନୈକ ବ୍ୟକ୍ତି ଜଣକ ଆତ୍ମହୁତୀ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି । ଏବଂ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରି…
Read More...

ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆସନ୍ତା ଅକ୍ଟୋବର ୩୦ ପର୍ୟ୍ୟନ୍ତ ୧୪୪ ଧାରା ଲାଗୁ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆସନ୍ତା ଅକ୍ଟୋବର ୩୦ ପର୍ୟ୍ୟନ୍ତ ୧୪୪ ଧାରା ଲାଗୁ ହୋଇଛି। ଲକ୍ଷ୍ନୌ କମିଶନରେଟ୍ ପୋଲିସ ତରଫରୁ ଏହି ଆଦେଶ ଜାରି କରାଯାଇଛି। ସେପ୍ଟେମ୍ବର ୬ ଓ ୭ରେ ଜନ୍ମାଷ୍ଟମୀ, ସେପ୍ଟେମ୍ବର ୧୭ରେ ବିଶ୍ୱକର୍ମୀ ପୂଜା, ଇଦ୍-ଏ-ମିଲାଦ୍, ଅକ୍ଟୋବର ୨ରେ ଗାନ୍ଧୀ…
Read More...