Browsing Tag

India

ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚଟି ଟି୨୦ ଏବଂ ତିନୋଟି ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା

ହାଇଦ୍ରାବାଦ:- ବିସିସିଆଇ ଅଷ୍ଟ୍ରେଲିଆ ବିପକ୍ଷରେ ଆଗାମୀ ଧଳା ବଲ୍ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି, ଯେଉଁଥିରେ ପାଞ୍ଚଟି ଟି୨୦ ଏବଂ ତିନୋଟି ଦିନିକିଆ ସାମିଲ ଅଛି। ରୋହିତ ଶର୍ମାଙ୍କ ସ୍ଥାନରେ ଶୁଭମନ ଗିଲ୍ ଙ୍କୁ ଦିନିକିଆ ଦଳର ଅଧିନାୟକ ଭାବରେ ନିଯୁକ୍ତି ଦିଆଯିବାରୁ ଦଳରେ…
Read More...

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଭାରତ ଆଗୁଆ

ହାଇଦ୍ରାବାଦ:- ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳ ଯାଉଥିବା ଭାରତ ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ ମ୍ୟାଚରେ  ଭାରତ ଏକ ଇନିଂସ ଏବଂ ୧୪୦ ରନରେ ବିଜୟ ହାସଲ କରି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ପ୍ରଥମ ଟେଷ୍ଟ…
Read More...

କହୁ କହୁ ସତ କହିଦେଲା ପାକିସ୍ତାନ, ମଧ୍ୟସ୍ଥତା କରିନଥିଲା ଆମେରିକା

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ । ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପ୍‌ଙ୍କ ମଧ୍ୟସ୍ଥତା ଦାବିର ଅସଲ କଥା କହିଲା ପାକିସ୍ତାନ । ଆମେରିକାର ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତ ମାନି ନଥିଲା । ଇଶାକ ଡାର୍ 'ଯୁଦ୍ଧବିରତି ନେଇ ପ୍ରସ୍ତାବ ଦେଇଥିଲା ଆମେରିକା,…
Read More...

ଆପୋଲୋ ଟାୟାର୍ସ ହେଲା ଟିମ୍ ଇଣ୍ଡିଆର ଜର୍ସି ସ୍ପନସର୍

ଡ୍ରିମ୍ ୧୧ ପରେ ଆପୋଲୋ ଟାୟାର୍ସ ହେଲା ଟିମ୍ ଇଣ୍ଡିଆର ଜର୍ସି ସ୍ପନସର୍ । ଏଣିକି ଟିମ୍ ଇଣ୍ଡିଆର ଜର୍ସିରେ ଆପୋଲୋ ଟାୟାର୍ସ ଲେଖାଥିବା ଦେଖିବାକୁ ମିଳିବ । ତେବେ ଡ୍ରିମ୍ ୧୧ ପରେ ଭାରତୀୟ କ୍ରିକେଟ୍ ଦଳର ଜର୍ସି ସ୍ପନସର କିଏ ହେବ ସେ ନେଇ ସସପେନ୍ସ ଲାଗି ରହିଥିଲା । ଆଉ ଶେଷରେ ଆପୋଲୋ…
Read More...

ଦିଲ୍ଲୀ ପୋଲିସ କବ୍‌ଜାରେ ୫ ଆତଙ୍କୀ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କବ୍‌ଜାରେ ୫ ସନ୍ଦିଗ୍ଧ । ସେମାନଙ୍କ ପାଖରୁ ବିପୁଳ ବିସ୍ଫୋରକ ମଧ୍ୟ ଜବତ କରିଛି ପୋଲିସ । ଉକ୍ତ ସନ୍ଦିଗ୍ଧ ମାନେ ISIS ଷ୍ଟାଇଲ୍‌ରେ ବିସ୍ଫୋରଣ କରିବା ପାଇଁ ଯୋଜନା କରୁଥିବା ନେଇ ସୂଚନା ମିଳିଛି । କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ତଥ୍ୟ ଆଧାରରେ ରେଡ୍‌ କରି…
Read More...

ଏସିଆ କପ୍ର ପ୍ରଥମ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଭେଟିବ ୟୁଏଇ କୁ

ନୂଆଦିଲ୍ଲୀ:- ଏସିଆ କପ୍‌ର ୧୭ଶ ସଂସ୍କରଣରେ ଅଭିଯାନ ଆରମ୍ଭ କରିବ ଗତଥରର ଚମ୍ପିଆନ୍‌ ଭାରତ ।  ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଏହାର ପ୍ରଥମ ମ୍ୟାଚ୍‌ରେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)କୁ ଭେଟିବ। ପ୍ରଥମ ମ୍ୟାଚ୍‌ରେ ଦଳୀୟ ସନ୍ତୁଳନ ବଜାୟ ରଖିବା ଭାରତ ପାଇଁ…
Read More...

୨୪ କ୍ୟାରେଟ୍‌ ସୁନା ଦରରେ ୧୧୦ ଟଙ୍କା ହ୍ରାସ ହୋଇଛି

କମିଛି ସୁନା ଏବଂ ରୁପା ଦର । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୮,୩୮୦ ଟଙ୍କା ରହିଛି । ଗତକାଲି ୧,୦୮,୪୯୦ ଟଙ୍କା ରହିଥିବା ବେଳେ ଏଥିରେ ଆଜି ୧୧୦ ଟଙ୍କା ହ୍ରାସ ହୋଇଛି । ଚଳିତ ବର୍ଷ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩୦ ହଜାର ଟଙ୍କା ମହଙ୍ଗା ହେଲାଣି ସୁନା ଦର । ସେହିପରି ରୁପା ୩୭…
Read More...

ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ହେବାକୁ ଥିବା ଦୁଇଟି ଦିନିଆ ମ୍ୟାଚ୍‌ରେ ଭାରତ ଏ’ ଦଳର ନେତୃତ୍ୱ ନେବେ

ନୂଆଦିଲ୍ଲୀ:- ଏସିଆ କପ୍ ୨୦୨୫ ଟିମ୍ ଇଣ୍ଡିଆରୁ ବାଦ୍ ପଡିଥିବା ଷ୍ଟାର ଖେଳାଳି ଶ୍ରେୟସ ଆୟରଙ୍କୁ ବିସିସିଆଇ ଦେଇଛି ବଡ଼ ଦାୟିତ୍ବ । ବିସିସିଆଇର ବରିଷ୍ଠ ଚୟନକର୍ତ୍ତା କମିଟି ଅଷ୍ଟ୍ରେଲିଆ ଏ ବିପକ୍ଷରେ ଖେଳାଯିବାକୁ ଥିବା ମଲ୍ଟି ଡେ ମ୍ୟାଚ୍ ପାଇଁ ଭାରତ ଏ ଦଳର ଦାୟିତ୍ବ ଶ୍ରେୟସ ଆୟରଙ୍କୁ…
Read More...

ଜାପାନକୁ ୩-୨ ଗୋଲରେ ପରାସ୍ତ କରି ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ଭାରତ

ବିହାର:- ହକି ଏସିଆ କପ୍ ୨୦୨୫ର ପୁଲ୍‌ ଏ ଗ୍ରୁପର ରୋମାଞ୍ଚକର ମୁକାବିଲାରେ ମଜବୁତ ଭାରତୀୟ ପୁରୁଷ ହକି ଦଳ ଜାପାନକୁ ୩-୨ ଗୋଲରେ ପରାସ୍ତ କରି ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ବିହାର ସ୍ପୋର୍ଟ୍ସ୍ ୟୁନିଭର୍ସିଟି ହକି ଷ୍ଟାଡିୟମରେ ରବିବାର ସନ୍ଧ୍ୟା ୩ଟାରେ ଆରମ୍ଭ ହୋଇଥିବା ଏହି…
Read More...

ଆସ୍ଥା, ସମ୍ମାନ ଏବଂ ସମ୍ବେଦନଶୀଳତା ଆଧାରରେ ଦୁଇ ଦେଶର ସମ୍ପର୍କ ଆଗକୁ ବଢ଼ିବ

ନୂଆଦିଲ୍ଲୀ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ସାତ ବର୍ଷ ପରେ ପ୍ରଥମ ଥର ପାଇଁ ଚୀନରେ ପହଞ୍ଚିଛନ୍ତି । ଦୁଇ ଦିନିଆ ଶିଖର ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ଚୀନର ତିଆନଜିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ରବିବାର ଦ୍ଵିପାକ୍ଷିକ…
Read More...