Browsing Tag

Hockey world cup

ହକି ବିଶ୍ୱକପ : ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ମାତ୍ ଦେଇ ଫାଇନାଲ ଟିକେଟ ହତେଇଲା ଜର୍ମାନୀ

ଭୁବନେଶ୍ୱର : ହକି ବିଶ୍ୱକପ ସେମିଫାଇନାଲ ମୁକାବିଲା ଜିତିଲା ଜର୍ମାନୀ । ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ମାତ୍ ଦେଇ ଫାଇନାଲ ଟିକେଟ ହତେଇଲା ଜର୍ମାନୀ | ଟିମ ଜର୍ମାନୀର ଆକ୍ରମଣାତ୍ମକ ଖେଳ ପରେ ଫାଇନାଲ ରେ ପାଇଲା ଜାଗା | ପ୍ରଥମାର୍ଦ୍ଧ ସୁଦ୍ଧା ୨-୦ରେ ଆଗୁଆ ରହିଥିଲା ଅଷ୍ଟ୍ରେଲିଆ । ପରେ…
Read More...

ହକି ବିଶ୍ଵକପ: ପ୍ରତି ୱାର୍ଡରେ ହେବ ପଦଯାତ୍ରା

ଭୁବନେଶ୍ୱର : ହକି ବିଶ୍ଵକପକୁ ନେଇ ରାଜ୍ୟ ସରକାରଙ୍କ ସମେତ ରାଜ୍ୟବାସୀ ଉତ୍ସାହିତ ଅଛନ୍ତି । ରାଜ୍ୟ ରାଜଧାନୀ ଭୁବନେଶ୍ଵରକୁ ବିଭିନ୍ନ ଦେଶରୁ ଖେଳାଳି ଆସିବା ସହ ବିଭିନ୍ନ ଟିମର ଖେଳାଳି ଏଠାରେ ରହିବେ। ଏହା ସହ ଭୁବନେଶ୍ବର ଠାରେ ଥିବା କଳିଙ୍ଗ ଷ୍ଟାଡିୟମ୍ରେ ହକି ମ୍ୟାଚ୍ ହେବାକୁ ଯାଉଛି।…
Read More...

ହକି ବିଶ୍ୱକପ୍: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କଲେ

ଭୁବନେଶ୍ୱର: ପାଖେଇ ଆସୁଛି ପୁରୁଷ ହକି ବିଶ୍ବକପ୍‌ । ସବୁଠୁ ଉତ୍ସାହ ଓ ଉଦ୍ଦୀପନାର ମାହୋଲ । ଏଥିପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଉଛି । ଏହି କ୍ରମରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ…
Read More...

ହକି ବିଶ୍ୱକପ୍ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ହକି ବିଶ୍ବକପ୍ ପାଇଁ କରାଯାଇଛି ନିମନ୍ତ୍ରଣ | ଭଗୱନ୍ତ ମାନଙ୍କୁ ପ୍ରୀତିରଞ୍ଜନ ଘଡ଼ାଇ ଚଣ୍ଡିଗଡ଼ରେ ସାକ୍ଷାତ…
Read More...

ହକି ବିଶ୍ୱକପ ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆମନ୍ତ୍ରଣ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାରେ ଆୟୋଜିତ ହେଉଛି ହକି ବିଶ୍ୱକପ 2023 । ଲଗାତାର ଦ୍ଵିତୀୟ ଥର ଲାଗି ଓଡ଼ିଶାରେ ଆୟୋଜିତ ହେଉଥିବା ବିଶ୍ୱକପ ଲାଗି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ । ଏହି କ୍ରମରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଛନ୍ତି ଓଡ଼ିଶା ସରକାର | ଦ୍ଵିତୀୟ…
Read More...

ଭୁବନେଶ୍ୱରରେ ହକି ଇଣ୍ଡିଆ ଟିମ୍; ବିମାନ ବନ୍ଦରରେ ଭବ୍ୟ ସ୍ବାଗତ

ଭୁବନେଶ୍ବର : ହକି ବିଶ୍ୱକପ୍ ପାଇଁ ଓଡ଼ିଶାରେ ପହଞ୍ଚିଲା ଭାରତୀୟ ଦଳ । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ହକି ଟିମକୁ ଭବ୍ୟ ସ୍ବାଗତ କରାଯାଇଛି । ଅଧିନାୟକ ହରମିନପ୍ରୀତ ସିଂହଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ୍ ଟିମ୍ ।  ଭୁବନେଶ୍ବର ପରେ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ…
Read More...

ହକି ବିଶ୍ୱକପ: ମୁଖ୍ୟମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଆସନ୍ତା ବର୍ଷ ଜାନୁଆରୀ ମାସ 15 ତାରିଖରେ ଆରମ୍ଭ ହେବ ହକି ବିଶ୍ୱକପ 2022 । ଏ ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା 22 ତାରିଖ ଅପରାହ୍ନ 5 ତାରିଖରେ ଲୋକସେବା କନଭେନ୍ସନ ହଲରେ ବସିବ ଏହି ବୈଠକ । ବୈଠକରେ ହକି ବିଶ୍ୱକପ ଆୟୋଜନ ବାବଦରେ…
Read More...

ଜିତ ପରେ ବିଦାୟ ନେଲେ ଫୁଟବଲ ଦୁନିଆର କିମ୍ବଦନ୍ତୀ ଖେଳାଳି ଲିଓନେଲ୍ ମେସି

ବ୍ୟୁରୋ : ଫିଫା ବିଶ୍ବକପରେ ଟ୍ରଫି ନେଇଛି ଆର୍ଜେଣ୍ଟିନା । ଫାଇନାଲରେ ମୁକୁଟ ପିନ୍ଧିଛି ଭାଗ୍ୟଶାଳୀ ଆର୍ଜେଣ୍ଟିନା ଦଳ । ଏଥିସହ ଆର୍ଜେଣ୍ଟିନାର ମହାନ ଖେଳାଳିଙ୍କ ପାଇଁ ଏ ଥିଲା ସ୍ମରିଣୟ ଜିତ | ଏହି ଜିତର ସ୍ୱପ୍ନକୁ ସତର ବର୍ଷ ହେଲା ଅପେକ୍ଷାକରିଥିଲେ ସେହି ମହାନ ଖେଳାଳି ଲିଓନେଲ୍ ମେସି ।…
Read More...

ମୁଖ୍ୟମନ୍ତ୍ରୀଙ୍କୁ ହକିର ପ୍ରଥମ ଟିକେଟ ଦେଲେ ଦିଲୀପ ତିର୍କି

ଭୁବନେଶ୍ବର: ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ହକି ବିଶ୍ୱକପ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି | ହକି ବିଶ୍ୱକପ ଟିକେଟ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଖେଳ ଦେଖିବାକୁ ଇଚ୍ଛୁକ ଦର୍ଶକ ହକି ବିଶ୍ୱକପର ଟିକେଟ କିଣିବା ପାଇଁ ପ୍ରି-ରେଜିଷ୍ଟ୍ରେସନ କରିପାରିବେ । ଏଥିପାଇଁ…
Read More...

ହକିରେ ଓଡିଶା ପାଇଁ ଗୌରବ ଆଣିବେ ୫ ମହିଳା ଖେଳାଳୀ, ଅଭିନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ମାସରେ ହେବାକୁ ଯାଉଛି ଜୁନିୟର ମହିଳା ହକି ବିଶ୍ୱକପ୍ । ଦକ୍ଷିଣ ଅଫ୍ରିକାରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ଏଥିରେ ଓଡିଶାକୁ ଗୌରବ ଆଣିବେ ୫ ଓଡିଆ । କାରଣ ଭାରତୀୟ କନିଷ୍ଠ ମହିଳା ବର୍ଗର ହକି କୋର ଗ୍ରୁପରେ ସ୍ଥାନ ପାଇଲେ ୫ ଜାଣ ଓଡିଆ ମହିଳା ଖେଳାଳୀ । ଗ୍ରୁପରେ…
Read More...