Browsing Tag

hindol

ଲକ୍ଷ୍ମୀ ବସକୁ ନେଇ ବଢୁଛି ଜନଅସନ୍ତୋଷ

ହିନ୍ଦୋଳ:- ପ୍ରତ୍ୟେକ ଅଞ୍ଚଳ ସହସଦରମହକୁମାକୁ ଯୋଡିବା ଏବଂ ଗରିବ ଜନସାଧାରଣଙ୍କ ଗମନାଗମନ ସୁବିଧା ପାଇଁ ପୂର୍ବ ସରକାର ଏକ ଐତିହାସିକ ପଦକ୍ଷେପ ସୁରୂପ ସୁଦୂରପ୍ରସାରି "ଲକ୍ଷ୍ମୀବସ " ଚଳାଚଳ ଆରମ୍ଭ କରିଥିଲେ । ତେବେ ଜନସାଧାରଣ ଏଥିରେ ବହୁଳମାତ୍ରାରେ ଉପକୃତ ହେଉଛନ୍ତି । ମାତ୍ର ଏହି…
Read More...

କଲବଲ କରୁଛି କାଦୁଅ ପଚପଚ ରାସ୍ତା

ଢେଙ୍କାନାଳ-: ଦେଶ ସ୍ୱାଧୀନତା ହେବାର ୭୮ବର୍ଷ ପରେ ମଧ୍ୟ ଏବେବି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଅନେକ ଗ୍ରାମକୁ ସ୍ଥାୟୀ ରାସ୍ତା ପାଲଟିଛି ଦିବାସ୍ବପ୍ନ ଅପହଞ୍ଚ ଅପାନ୍ତର ଅଞ୍ଚଳ ସାଜିଛି ଅନେକ ଗୁଡିଏ ଗ୍ରାମ। ନିର୍ବାଚନବେଳେ ମାଲମାଳ ମିଥ୍ୟା ପ୍ରତିଶୃତି ଦେଇ ଭୋଟ ହାତେଇ ନେବାପରେ…
Read More...

ସାଧାରଣ କିଭଳି ସଚେତନ ହେବେ ସେ ନେଇ ପୋଲିସ ପ୍ରଶାସନ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

ହିନ୍ଦୋଳ-: ପୋଲିସ ଥାନାକୁ ଯିବାକୁ ଭୟ କରୁଛନ୍ତି ସାଧାରଣ ଲୋକ । ବିଭିନ୍ନ ମାମଲା ନେଇ ସଚେତନ ନ ଥିବାବେଳେ ଉପଯୁକ୍ତ ନ୍ୟାୟ ପାଇବାରେ ମଧ୍ୟବ୍ୟାଘାତ ସୃଷ୍ଟି ହେଉଅଛି । ତେଣୁ ସାଧାରଣ କିଭଳି ସଚେତନ ହେବେ ସେ ନେଇ ପୋଲିସ ପ୍ରଶାସନ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି…
Read More...

ହିନ୍ଦୋଳ ପ୍ରବେଶ ପଥରେ ଦେଶୀ ମହୁଲି ଭାଟିକୁ ନେଇ ଜନ ଅସନ୍ତୋଷ

ହିନ୍ଦୋଳ(ମହାଭାରତ) : ହିନ୍ଦୋଳ ଏନ୍.ଏ .ସି ରେ ଥିବା ୩ ଟି ପ୍ରବେଶ ପଥ ମଧ୍ୟରୁ ନରସିଂହପୁର-ହିନ୍ଦୋଳ  ପ୍ରବେଶ ପଥଟି ଆରମ୍ଭ ହେଉ ହେଉ ମୁଖ୍ୟ ରାସ୍ତାକୁ ଲାଗି ଥିବା ଦେଶୀମହୁଲି ଭାଟିର ଅସହ୍ୟ ଗନ୍ଧରେ ପଥଚାରୀ ମାନେ ଅତିଷ୍ଠ ହେଉଥିବାର ଦେଖିବାକୁ ମିଳିଛି। ଏହି ମହୁଲି ଭାଟିଠାରୁ ମାତ୍ର ୧୦୦…
Read More...

ଚିନ୍ତା ବଢ଼ାଉଛି ମୁକୁଳା ଟ୍ରାନ୍ସଫର୍ମର୍, ନିଘୋଡ଼ ନିଦରେ ହିନ୍ଦୋଳ ବିଦ୍ୟୁତ ବିଭାଗ

ହିନ୍ଦୋଳ(ଗୌତମ ମୁଦୁଲି) : ହିନ୍ଦୋଳ ଏନ୍.ଏ.ସି ଅନ୍ତର୍ଗତ ୧୩ ନମ୍ୱର୍ ୱାର୍ଡ ରାଜମୋହନପୂର ସ୍କୁଲ୍ ଠାରୁ ପାଖାପାଖି ମାତ୍ର ୧୦୦ ମିଟର ଦୂରରେ ମୁଖ୍ୟ ରାସ୍ତା କଡ଼ରେ ଆଜକୁ ପ୍ରାୟ ଅନେକ ବର୍ଷ ପୁର୍ବରୁ ରହିଛି ଏହି ମୁକୁଳା ଟ୍ରାନ୍ସଫର୍ମର୍। ଯେଉଁ ବାଟରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ…
Read More...

ବିଧାୟିକା ଦୌଡ଼ରେ ଆଇନଜୀବୀ ମମତାଞ୍ଜଳୀ ବେହେରା। 

(ଗୌତମ ମୁଦୁଲି/ହିନ୍ଦୋଳ ) : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅଣ୍ଟା ଭିଡିଲେଣି ପ୍ରମୁଖ ରାଜନୈତିକ ଦଳ। ତାରି ଭିତରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି।ଶାସକ ବିଜେଡ଼ି ଦଳ ମଧ୍ୟରେ ଅନେକ ଆଶାୟୀ ପ୍ରାର୍ଥୀ ମୁଣ୍ଡ ଟେକିଲେଣି।ସେମାନଙ୍କ ମଧ୍ୟରୁ ଜଣେ…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ହିନ୍ଦୋଳ/ଗୌତମ ମୁଦୁଲି: ହେଲମେଟ ନ ପିନ୍ଧିବା ହେଲା କାଳ। ଚାଲିଗଲା ନିରୀହ ମୂଲ୍ୟବାନ ଜୀବନ। ହୁଏତ ହେଲମେଟ ପିନ୍ଧିଥିଲେ ବଞ୍ଚିଯାଇଥାଆନ୍ତା ବହୁମୂଲ୍ୟ ଜୀବନ। ହଁ ଆଜ୍ଞା ଏଭଳି ଏକ ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ NAC ଅନ୍ତର୍ଗତ ଚମ୍ପତିସାହିରେ। ସୂଚନା ମୁତାବକ ହିନ୍ଦୋଳ ବ୍ଲକ୍…
Read More...

ହାତୀ ଆକ୍ରମଣର ଶିକାର ଚୈତନ୍ୟ ନାଏକ

ହିନ୍ଦୋଳ : ହିନ୍ଦୋଳ ବନାଞ୍ଚଳ କର୍ଣପୁର ବିଟ ଅଧିନସ୍ଥ ବରଡାପାଳ ଗ୍ରାମ ହରିଜନ ସାହିର ଚୈତନ୍ୟ ନାଏକ ଆଜି ସକାଳ ୬:୩୦ ସମୟରେ ଗ୍ରାମର ନିକଟସ୍ଥ ପଖରେ ଥିବା ଏକ ନାଳକୁ ଶୌଚ ନିମନ୍ତେ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି। ମୃତ ଚୈତନ୍ୟଙ୍କ ବୟସ ୫୫ ବର୍ଷ ହୋଇଥିବା ବେଳେ…
Read More...

ଭିଜିଲାନ୍ସ ଜାଲରେ ହିନ୍ଦୋଳ ବିଇଓ ଶାନ୍ତନୁ ମଲ୍ଲିକ

ହିନ୍ଦୋଳ : ଭିଜିଲାନ୍ସ ଜାଲରେ ହିନ୍ଦୋଳ ବିଇଓ ଶାନ୍ତନୁ ମଲ୍ଲିକ | ଜଣେ ଶିକ୍ଷକଙ୍କ ପାଖରୁ ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ବ୍ଲକ୍ ଶିକ୍ଷା ଅଧିକାରୀ | ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସର ମିଳିତ ଟିମ୍ । ଶାନ୍ତନୁଙ୍କ ଭଡ଼ା ଘରୁ ନଗଦ ୯୧ ହଜାର ଟଙ୍କା ଜବତ କରିଛି…
Read More...