ଦାଦା ଓ ଗଣେଶ୍ୱର କ୍ଳବ ମିଳିତ ଆନୁକୁଲ୍ୟର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ଢେଙ୍କାନାଳ -ଅନୁଗୁଳ ଡେଭେଲପମେଣ୍ଟ ଆସୋସିଏସନ (DADA), ହିନ୍ଦୋଳ ବ୍ଲକର ଵାଙ୍କଟିଆ ସ୍ଥିତି ଗଣେଶ୍ୱର କ୍ଲବ ଓ ସ୍ପର୍ଶ ହସ୍ପିଟାଲର ମିଳିତ ସହଯୋଗରେ ଏକ ନିଶୁକ୍ଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ହିନ୍ଦୋଳ ଅଞ୍ଚଳର ପ୍ରାୟ ୩୦୦ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ତଥା ଔଷଧ ବିତରଣ…
Read More...
Read More...