Browsing Tag

health

ଦୀର୍ଘ ବର୍ଷର ରୋଗରୁ କରିବ ମୁକ୍ତ ; ମଧୁମେହ ରୋଗୀଙ୍କ ପାଇଁ ସାଜିବ ସଞ୍ଜୀବନୀ !

ଆପଣମାନେ ଜାଣିଛନ୍ତି କି, ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଯୋଗୁଁ ବର୍ତ୍ତମାନ ଡାଇବେଟିସ ବା ମଧୁମେହ ଏକ ସାଧାରଣ ରୋଗ ପାଲଟିଛି । ଲକ୍ଷ ଲକ୍ଷ ଲୋକ ଡାଇବେଟିସ ରୋଗରେ ପୀଡିତ ଅଛନ୍ତି ।  ଏହି ରୋଗୀମାନେ ସର୍ବଦା ନିଜ ବ୍ଲଡସୁଗାର ନିୟନ୍ତ୍ରଣ ରଖିବା ଜରୁରୀ ହୋଇଥାଏ । କାରଣ ସୁଗାର ସ୍ତର ଅଧିକ…
Read More...

ହଳଦୀ ବହୁମାତ୍ରାରେ ଉପଯୋଗୀ ହେଲେ ମଧ୍ୟ ଆପଣଙ୍କ ପାଇଁ ହୋଇପାରେ ବିଷ !

ବ୍ୟୁରୋ : ହଳଦୀର ସେବନ ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ । କିନ୍ତୁ ତାହା ସମସ୍ତଙ୍କ ପାଇଁ ଫାଇଦା ଦେଇ ନଥାଏ । ଅନେକ ଲୋକ ମଧ୍ୟ ଅଛନ୍ତି ଯେଉଁ ମାନଙ୍କୁ ହଳଦୀ କ୍ଷତି ପହଞ୍ଚାଇଥାଏ। ତେବେ ଆପଣ ଜାଣନ୍ତି କି ? କେଉଁ ଲୋକଙ୍କୁ ହଳଦୀର ସେବନ କରିବା ଉଚିତ ନୁହେଁ । ଏପରି ନକରିଲେ ହଳଦୀର…
Read More...

ନିୟମିତ ସପୁରୀ ଜୁସ୍ ପିଇଲେ ରହିବେ ଫିଟ୍

ବ୍ୟୁରୋ : ଜଣେ ବ୍ୟକ୍ତି ସୁସ୍ଥ ରହିବାକୁ କଣ କଣ ନ କରେ । ସମସ୍ତ ପ୍ରକାରର ଉପାୟ ଆପଣାଏ । ବିଶେଷ କରି ଶୀତଦିନେ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏପରି ପରିସ୍ଥିତିରେ ଶରୀରରେ ଭିଟାମିନ୍ ଏବଂ ମିନେରାଲ୍ସ ଯାହା ଦରକାର, ତାହା ଶରୀରରେ କଦାପି ଅଭାବ ହେବା ଉଚିତ୍ ନୁହେଁ ।…
Read More...

ଆପଣଙ୍କ ଆଖିତଳ କଳା ପଡ଼ୁଛି କି ? ତେବେ ଆପଣାନ୍ତୁ ଏହି ଉପାୟ…

ଭୁବନେଶ୍ୱର: ଅନେକଙ୍କର ଆଖି ତଳେ କଲା ଦାଗ ଦେଖାଦେଇଥାଏ। ଏହା ବ୍ୟକ୍ତିକୁ କ୍ଳାନ୍ତ ହୋଇଥିବାର ଭାବନା ଆଣିଥାଏ। ଏପରି କଳା ଦାଗ ଲିଭାଇବା ପାଇଁ ପ୍ରଚୁର ସୁଖ ଏବଂ ଗାଢ଼ ନିଦ୍ରା ସହ ଅଧିକ ପାନୀୟ ସେବନ ଓ ନାନା ପ୍ରକାର ରାସାୟନିକ ପ୍ରଲେପ ବୋଳିବା ପାଇଁ ପରାମର୍ଶ କରାଯାଇଥାଏ। ତେବେ ସେଗୁଡ଼ିକ…
Read More...

ସାବଧାନ ! ଗ୍ରୀନ-ଟି ପିଇବା ପରେ ଖାଉଛନ୍ତି ଏହି ଖାଦ୍ୟ…

ଭୁବନେଶ୍ୱର : ସୁସ୍ଥ ରହିବା ସହ ଓଜନ ଠିକ ରହିବା ନିହାତି ଜରୁରୀ । ସେଥିପାଇଁ ଅନେକ ଲୋକ ଗ୍ରୀନ-ଟି କୁ ଓଜନ ହ୍ରାସ କରିବାର ଏକ ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି। ଗ୍ରୀନ-ଟି ପିଇବା ଦ୍ୱାରା ଶରୀର ଡିଟକ୍ସାଇଫ କରାଇବା ସହ ମେଦବହୁଳତା ଓ ବ୍ଲଡ଼ ସୁଗାର କମାଇବାରେ ସହାୟକ ହୋଇଥାଏ । ତଥାପି ଠିକ…
Read More...

ଅଚାନକ ବିଗିଡ଼ିଲା ରାଜସ୍ବ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା : ବର୍ତ୍ତମାନ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା

ଭୁବନେଶ୍ୱର : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ । ଖବର ଅନୁଯାୟୀ. ବୁର୍ଲା ଟିଣଘରରେ ଏକ କାର୍ଯ୍ୟକ୍ରମ ଥିଲା। ରାଲିରେ ଯାଉଥିବାବେଳେ ହଠାତ ଦିନ ୧୧ଟା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଏହା ପରେ ସଙ୍ଗେ ସଙ୍ଗେ ତାଙ୍କର ଚିକିତ୍ସା କରାଯାଉଛି । ବୁର୍ଲା ସ୍ଥିତ ଡ୍ୟାମ…
Read More...

ଟଙ୍କା ଶୋଷୁଛି ଘରୋଇ ମେଡିକାଲ୍

କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ସାଇଲୋ ଝାରପଡା ଅଞ୍ଚଳର ବଟକୃଷ୍ନ ପ୍ରଧାନ ଜଣେ ଦିନ ମଜୁରିଆ ।ମଜୁରି କଲାବେଳେ ସେ ଖସି ପଡିଥିଲେ ।ତାଙ୍କୁ ପ୍ରଥମେ ଅଡଶପୁର ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା ।ସେଠାରେ କିଛିଦିନ ପଡିବାପରେ ତାଙ୍କୁ ଗତ ମାସ ୩୧ ତାରିଖରେ ଏସ୍ସିବି…
Read More...

ଶରୀର ପାଇଁ ଉପକାରୀ ଲାଉ ଜୁସ୍

ଲାଉ ସବୁଠାରୁ ପୁଷ୍ଟିକର ପନିପରିବା । କିଛି ଲୋକ ବହୁତ ପସନ୍ଦ କରୁଥିବାବେଳେ କିଛି ଲୋକ ଏହାର ସ୍ୱାଦକୁ ଆଦୌ ପସନ୍ଦ କରନ୍ତି ନାହିଁ । ତଥାପି, ଏହାର ଲାଭ ଅନେକ, ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ । ରକ୍ତରେ ଶର୍କରା ହ୍ରାସ କରିବାରେ ଲାଉ ଅତ୍ୟନ୍ତ ପ୍ରଭାବଶାଳୀ । ଏଥିରେ ପ୍ରଚୁର…
Read More...

ସୁସ୍ଥ ରହିବା ପାଇଁ ସକାଳୁ ପିଅନ୍ତୁ ପୁଦିନା ସରବତ

ଭୁବନେଶ୍ୱର : ଏକ ଭଲ ଦିନର ଆରମ୍ଭ ଏକ ଭଲ ସକାଳରୁ ହିଁ ହୋଇଥାଏ । ଅ।ପଣ ସକାଳ ସମୟରେ କ'ଣ ଖାଉଛନ୍ତି ଓ କ'ଣ ପିଉଛନ୍ତି ତାହା ଅ।ପଣଙ୍କ ଶରୀର ଉପରେ ବିଶେଷ ଭାବେ ପ୍ରଭାବ ପକାଇଥାଏ । ରାତିରେ ଆମେ ଦୀର୍ଘ ସମୟ ଧରି ଶୋଇ ରହୁଥିବା କାରଣରୁ ଶରୀରକୁ ଖାଦ୍ୟ, ପାନୀୟ ଠିକ୍ ଭାବେ ମିଳିପାରେ ନାହିଁ ।…
Read More...

ଆଜି ହେଉଛି ୧୩ତମ ଭାରତୀୟ ଅଙ୍ଗଦାନ ଦିବସ

ବ୍ୟୁରୋ: ଅଙ୍ଗଦାନ ମହାନ ଧର୍ମ । ଆଜି ହେଉଛି ଭାରତୀୟ ଅଙ୍ଗଦାନ ଦିବସ । ଏହି ଦିବସ ଅବ୍ୟବହିତ ପୂର୍ବରୁ ଗୁରୁବାର ଦିନ ଲକ୍ଷ୍ନୌ ବିଶ୍ବବିଦ୍ୟାଳୟ ସ୍ଥିତ ‘ମାଲଭୀୟ ଅଡିଟରିୟମ୍’ରେ ‘ସଞ୍ଜୟ ଗାନ୍ଧୀ ପୋଷ୍ଟ୍ ଗ୍ରାଜୁଏଟ୍ ଇନଷ୍ଟିଟ୍ୟୁଟ’ ଏକ ଜନସଚେତନତା ଏବଂ ଅଙ୍ଗ ଓ ଟିସ୍ୟୁ ଦାନ ନିମନ୍ତେ ଶପଥ…
Read More...