Browsing Tag

Gold Rate

ସ୍ଥିର ରହୁନି ସୁନାରୁପା ଦର, ପୁଣି ମହଙ୍ଗା ହେଲା ରୁପା

ସୁନାରୁପା ଦରରେ ଲାଗୁନି ବ୍ରେକ । ଲଗାତାର ଭାବେ ଉଭୟ ସୁନା ଓ ରୁପାର ଦାମ ବଢିଚାଲିଛି । ରାଜ୍ୟରେ ମଧ୍ୟ ସୁନା ଓ ରୁପାର ଦାମ ଆକାଶଛୁଆଁ ହୋଇଛି । ଯାହାଫଳରେ ଗରିବ ତଥା ମଧ୍ୟବିତ୍ତ ପରିବାରର ଗ୍ରାହକମାନେ ସୁନା କିଣିବା ନେଇ ଚିନ୍ତାରେ ଅଛନ୍ତି । ତେବେ ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା…
Read More...

ସୁନା ରୂପା ଦରରେ ଲାଗୁନି ବ୍ରେକ୍

ଅଢେଇ ଲକ୍ଷ ଟଙ୍କା ଟପିଲାଣି ରୁପା । ଭୁବନେଶ୍ବରରେ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ରହିଛି ରୁପା କେଜି । ଭୁବନେଶ୍ବର ବଜାରରେ ରୁପା ଦର କିଲୋଗ୍ରାମ ପିଛା ରେକର୍ଡ ୨୦ ହଜାର ଟଙ୍କା ବୃଦ୍ଧି ଘଟିଛି। ଏଥିଯୋଗୁ ରୁପା ଦର ୨, ୭୪, ୦୦୦ ହଜାର ଟଙ୍କାରେ ପହଞ୍ଚିଛି  । ଭୁବନେଶ୍ବରରେ ଡିସେମ୍ବର ୧…
Read More...

୨୪ କ୍ୟାରେଟ୍‌ ସୁନା ଦରରେ ୧୧୦ ଟଙ୍କା ହ୍ରାସ ହୋଇଛି

କମିଛି ସୁନା ଏବଂ ରୁପା ଦର । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୮,୩୮୦ ଟଙ୍କା ରହିଛି । ଗତକାଲି ୧,୦୮,୪୯୦ ଟଙ୍କା ରହିଥିବା ବେଳେ ଏଥିରେ ଆଜି ୧୧୦ ଟଙ୍କା ହ୍ରାସ ହୋଇଛି । ଚଳିତ ବର୍ଷ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩୦ ହଜାର ଟଙ୍କା ମହଙ୍ଗା ହେଲାଣି ସୁନା ଦର । ସେହିପରି ରୁପା ୩୭…
Read More...