Browsing Tag

gold price

ଶିବରାତ୍ରୀରେ ଖୁସି ଖବର, ୧ଲକ୍ଷ ତଳେ ସୁନା ଦର

ଭୁବନେଶ୍ଵର: ଶିବରାତ୍ରୀ ପୂର୍ବରୁ ସୁନା ଦରକୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି। ବଜାର ତଥ୍ୟ ଅନୁଯାୟୀ ସୁନା ଭରି ପିଛା ଦର ସ୍ଥିର ରହିଥିବା ଦେଖିବାକୁ ମିଳିଛି। କେତେକ କ୍ୟାରେଟ୍ ସୁନାର ମୂଲ୍ୟ ଲକ୍ଷ ଉପରେ ବ୍ୟବସାୟ କରୁଛି, ଯାହା ଉତ୍ସବ ଋତୁରେ କ୍ରେତାମାନଙ୍କ ନଜରକୁ ଆକର୍ଷିତ…
Read More...

ଭାରତ ବନ୍ଦରେ କମିଲା ସୁନା ଦର

ଭାରତ ବନ୍ଦରେ କମିଲା ସୁନା ଦର। ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୮,୪୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୫,୨୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୮,୪୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍…
Read More...

ଲଗାତାର ତୃତୀୟ ଦିନ କମିଲା ସୁନା–ରୁପା ଦର, ଗ୍ରାହକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ଲଗାତାର ତୃତୀୟ ଦିନ ଧରି ସୁନା ଓ ରୁପା ଦରରେ ହ୍ରାସ ଦେଖିବାକୁ ମିଳିଛି। ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯,୦୫୦ ଟଙ୍କା କମି ଏବେ ୧,୫୧,୫୩୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୮,୩୦୦ ଟଙ୍କା ହ୍ରାସ ପାଇ ଏବେ ୧,୩୮,୯୦୦ ଟଙ୍କା ରହିଛି। କେବଳ ସୁନା…
Read More...

ସୁନା, ରୂପା ଦରରେ ବଡ଼ ହ୍ରାସ, ଏକାଥରେ ଖସିଲା ୫୫ ହଜାର

ନୂଆଦିଲ୍ଲୀ: ଭାରତରେ ସୁନା ଦର ଏବେ ବି ଆକାଶଛୁଆଁ ରହିଛି । ସୁନା କେବଳ ନୁହେଁ ରୁପା ଦର ବି ଦେଖି ମୁଣ୍ଡ ବୁଲାଉଛି । କିନ୍ତୁ ଗତ ଦୁଇ ଦିନ ହେଲା ସୁନା ଓ ରୁପା ଦର ଅପ୍ରତ୍ୟାଶିତ ଭାବେ ହ୍ରାସ ପାଇବାରେ ଲାଗିଛି । ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ନଜର ପକାନ୍ତୁ ଆଜି…
Read More...

ଏକ ଗ୍ରାମ ସୁନାର ଦାମ ଏକ କପ୍ ଚା ଠାରୁ ମଧ୍ୟ କମ୍ ।

ଦୁନିଆରେ ସବୁଠାରୁ ଦାମି ଜିନିଷ ଭାବେ ସୁନା ଖ୍ୟାତି ଲାଭ କରିଥିବାବେଳେ ଏହାର ମୂଲ୍ୟ ମଧ୍ୟ ସମସ୍ତଙ୍କୁ ଚକିତ କରେ ବର୍ତମାନ ଭାରତରେ ସୁନାର ମୂଲ୍ୟ ଆକାଶଛୁଆଁ ହେଉଥିବା ବେଳେ, ଆପଣ କ’ଣ ବିଶ୍ୱାସ କରିବେ ଯେ ଏପରି ଏକ ଦେଶ ଅଛି ଯେଉଁଠାରେ ଏକ ଗ୍ରାମ ସୁନାର ମୂଲ୍ୟ ଏକ କପ୍ ଚା ବା ଏକ କପ କଫି…
Read More...

ସୁନା ରୂପା ଦରରେ ଲାଗୁନି ବ୍ରେକ୍, ଗୋଟିଏ ଦିନରେ ରୂପା ୨୦ ହଜାର ବୃଦ୍ଧି

ଭୁବନେଶ୍ଵର: ସୁନା ରୂପା ଦରରେ ଲାଗୁନି ବ୍ରେକ୍ । ରକେଟ ବେଗରେ ଦୌଡୁଛି ଦର । ସେପଟେ ଅଢେଇ ଲକ୍ଷ ଟଙ୍କା ଟପିଲାଣି ରୁପା । ଭୁବନେଶ୍ବରରେ ରୁପା କେଜି ଅଢେଇ ଲକ୍ଷ ଟଙ୍କାରୁ ଅଧିକ ରହିଛି । ଶନିବାର ଭୁବନେଶ୍ବର ବଜାରରେ ରୁପା ଦର କିଲୋଗ୍ରାମ ପିଛା ରେକର୍ଡ ୨୦ ହଜାର ଟଙ୍କା ବୃଦ୍ଧି ଘଟିଛି।…
Read More...

ପୁଣି ବଢ଼ିଲା ସୁନା ଦର, ଏବେ ହିଁ ନଜର ପକାନ୍ତୁ ଆଜିର ରେଟ୍ ଉପରେ

ଭୁବନେଶ୍ୱର: ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୦,୦୨୦ ଟଙ୍କା ରହିଛି । ସେହିପରି…
Read More...

ସର୍ବକାଳୀନ ରେକର୍ଡ ଛୁଇଁଲା ସୁନା ଦର, ୨୪ କ୍ୟାରେଟ ସୁନା ଦର ୨୪ ଶହ ବୃଦ୍ଧି

ଭୁବନେଶ୍ଵର: ଯଦି ଆପଣ ସୁନା ଏବଂ ରୂପା କିଣିବାର ପ୍ଲାନ୍ କରୁଛନ୍ତି ତେବେ ଆଜି ଆପଣଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଅର୍ଥାତ୍ ଆଜି ସୁନା ଦର ବୃଦ୍ଧି ପାଇଛି । ଫ୍ୟୁଚର ବଜାରରେ ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ହୋଇଛି । ତେବେ ଆଜି ସର୍ବାଧିକ ରେକର୍ଡ ସ୍ତର…
Read More...

ସପ୍ତାହ ଆରମ୍ଭରୁ ସୁନା ଦରରେ ବୃହତ ବୃଦ୍ଧି, ଗହଣା କିଣିବାକୁ ଯାଉଥିଲେ ଜାଣି ରଖନ୍ତୁ ଦାମ୍

ଭୁବନେଶ୍ୱର: ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୫,୨୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୨୪,୦୦୦ ଟଙ୍କା ଛୁଇଁଛି । ରାଜଧାନୀ ଭୁବନେଶ୍ବରରେ ୨୪…
Read More...

ପୁଣି ବଢିଲା ସୁନା ଆଉ ରୁପା ଦାମ, କିଣିବା ପୂର୍ବରୁ କରନ୍ତୁ ଯାଞ୍ଚ

ଭୁବନେଶ୍ୱର: ଆଜି ପୁଣି ବଢିଛି ସୁନା ଆଉ ରୁପା ଦାମ । ତା ସହିତ ରୂପା ମୂଲ୍ୟ ମଧ୍ୟ କିଲୋଗ୍ରାମ ପିଛା ୨.୧୧ ଲକ୍ଷରେ ପହଞ୍ଚିଛି । ତେବେ ଆମେରିକାର ମୁଦ୍ରାସ୍ଫୀତି ଏବଂ ଭେନେଜୁଏଲାର ରାଜନୈତିକ ଉତ୍ତେଜନା ଭିତରେ ସୁନା ଏବଂ ରୂପା ମୂଲ୍ୟରେ ଆଗାମୀ ଦିନରେ କିଛିଟା ପରିବର୍ତ୍ତନ ଦେଖିବାକୁ…
Read More...