Browsing Tag

Ganjam

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଥାନାରେ ଏତଲା

ଗଞ୍ଜାମ ଜିଲ୍ଲା/ରଜନୀକାନ୍ତ ପାତ୍ର:  ନିର୍ବାଚନ ପାଖେଇ ଆସୁଥିବା ବେଳେ ଗଞ୍ଜାମ ରେ ବଢୁଛି ରାଜନୈତିକ ହିଂସା। ଯାହା କୁ ନେଇ ଏବେ ସାଧାରଣ ଲୋକେ ଆତଙ୍କିତ । କେଉଁଠି ରାଜନୈତି  କାରଣରୁ ମୁଣ୍ଡ ଗଡ଼ିଲାଣି ତ ପୁଣି କେଉଁଠି ମାରପିଟ ଲାଗୁଛି। ଦିନକୁ ଦିନ ପଢିବା ରେ ଲାଗିଛି ଗୋଷ୍ଟି କନ୍ଦଳ। ଆଉ…
Read More...

ଗଣ୍ଡଳା ଧାନ ମିଲରେ ଅଗ୍ନିକାଣ୍ଡ

ଗଞ୍ଜାମ (ରଜନୀକାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲା ହିଂଜିଲି ଥାନା ଗଣ୍ଡଳା ଗ୍ରାମରେ ଏକ ଧାନ ମିଲରେ ସର୍ଟ ସର୍କିଟ ହୋଇ ଅଗ୍ନିକାଣ୍ଡ ଘଟିଛି ।ଘଟଣା ସ୍ଥଳରେ ହିଂଜିଲିକାଟୁ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।ମିଲରେ ଗଚ୍ଛିତ ଥିବା ଧାନ ଓ ଚାଉଳ ସମ୍ପୂର୍ଣ୍ଣ ପୋଡି…
Read More...

ବାରାହୀ ପାହାଡ଼ରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ଗଞ୍ଜାମ (ରଜନୀକାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଦମକଳ କେନ୍ଦ୍ର ନିକଟବର୍ତ୍ତୀ ବାରାହୀ ପାହାଡ଼ରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର। ମୃତ ମହିଳାଙ୍କ ନାମ ଲିଲି ନାୟକ,ଗତ ଦଶ ଦିନ ଧରି ସେ ନିଖୋଜ ଥିଲେ। ତେବେ କୌଣସି କାରଣରୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ସେପଟେ…
Read More...

ବିଲରେ କାମ କରୁଥିବା ବେଳେ ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

ଗଞ୍ଜାମ (ରଜନୀକାନ୍ତ ପାତ୍ର) : ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ସେରଗଡ଼ ବ୍ଲକ ଓ  ହିଞ୍ଜିଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ନରେନ୍ଦ୍ରପୁର ଗ୍ରାମର  ବାଞ୍ଚା ପ୍ରଧାନଙ୍କ ପୁଅ ଟୁଲୁ ପ୍ରଧାନ( ୩୦) ଆଜି ଅପରାହ୍ନରେ  ବିଲକୁ…
Read More...

ଛାତ୍ର ସଂସଦ ନିର୍ବାଚନ ଦାବିରେ ବିକ୍ଷୋଭ ପ୍ରଦର୍ଶନ

ଗଞ୍ଜାମ/ରଜନୀକାନ୍ତ ପାତ୍ର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବ୍ରହ୍ମପୁର ମହାନଗର ତରଫରୁ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଛାତ୍ର ସଂସଦ ନିର୍ବାଚନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ଖଲ୍ଲିକୋଟ ମହାବିଦ୍ୟାଳୟରେ ୬୮ ଅଧ୍ୟାପକ ପଦବୀ ଖାଲି ରହିଛି…
Read More...

ଗଞ୍ଜାମ ବେଲଗୁଣ୍ଠା ସାରିଆପଲ୍ଲୀ-ଇଙ୍ଗିନାଠି ଗାଁ ରେ ବଜ୍ରପାତ ,୧୦ଟି ଗାଈ ମୃତ

ଗଂଜାମ / ରଜନୀକାନ୍ତ ପାତ୍ର : ବଜ୍ରପାତରେ ୧୦ ଗାଈ ମୃତ । ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଲା ବେଲଗୁଣ୍ଠା ସାରିଆପଲ୍ଲୀ-ଇଙ୍ଗିନାଠି ଗାଁରେ । ଗ୍ରାମ ନିକଟ ତୋଟାରେ ଗାଈ ସବୁ ଥିବାବେଳେ ବଜ୍ରପାତରେ ୧୦ ଗାଈଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି । ଏହା ସହ ୨ଟି ଗାଈ ଗୁରୁତର ରହିଛନ୍ତି । ଆଉ…
Read More...

‘ନୱାଦା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଫିଲ୍ମ ‘ଅଙ୍ଗୀକାର’ ଓ ‘ଅଦ୍ୱିତୀୟକୁ…

ଗଞ୍ଜାମ /ରଜନୀକାନ୍ତ ପାତ୍ର: ବିହାର ରାଜ୍ୟର ନାୱାଦା ସହରରେ ଗତ ଅଗଷ୍ଟ ୨୭ ତାରିଖ ରବିବାର ଦିନ ଆୟୋଜିତ ହୋଇ ଯାଇଛି 'ନୱାଦା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ-୨୦୨୩' ।ଏହି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ସମଗ୍ର ବିଶ୍ଵରୁ ୮୪ ଟି ଦେଶ ଭାଗ ନେଇଥିଲେ। ଏହି ଚଳଚ୍ଚିତ୍ର ମହୋତ୍ସବରେ…
Read More...

ଟ୍ରକକୁ ଓଭରଟେକ୍ କରିବା ପଡ଼ିଲା ମହଙ୍ଗା : ଚାଲିଗଲା ଦୁଇ ଜୀବନ

ଗଞ୍ଜାମ ( ରଜନୀକାନ୍ତ ପାତ୍ର) : ଟ୍ରକ୍କୁ ଓଭରଟେକ୍ କରିବା ପଡ଼ିଲା ମହଙ୍ଗା। ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଗାଁ ନିକଟରେ।ମୃତକ ଦୁଇ ଜଣ ହେଲେ ସୋରଡା ନୂଆଗଡ ଗାଁର ରିଙ୍କୁ ନାୟକ ଓ ରାହୁଲ ନାୟକ। ଆଜି ଦିନ ପ୍ରାୟ ୧୨ଟା ସମୟରେ…
Read More...

ଡିଭାଇଡରରେ ପିଟିହୋଇ ବାଇକ ଆରୋହି  ମୃତ

ଗଞ୍ଜାମ : ରାସ୍ତାରେ ଯାଉଥିବା  ବେଳେ ଡିଭାଇଡରରେ ବାଇକ୍ ପିଟିହେଲା   । ଘଟଣା ସ୍ଥଳରେ ଜଣଙ୍କ  ମୃତ ହୋଇଛି । ମୃତକ ଜଣଙ୍କ  ହେଲେ ଗଞ୍ଜାମ ଜିଲ୍ଲା ପୋଲସରା ସ୍ତିତ ରାଣୀପଡା ଗାଁର ବିଶ୍ୱନାଥ ନଗର ସାହିର ବସନ୍ତ ଗୌଡ଼ । ସୁଚନା ମୁତାବକ ବସନ୍ତ  ନିଜ ବାଇକ୍ ସାହାଯ୍ୟରେ ପୋଲସରା ଶହରକୁ…
Read More...

ଶେରଗଡ଼ ବ୍ଲକରେ ବ୍ଲକ ସ୍ତରୀୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣୀ ଶିବିର…

ଗଞ୍ଜାମ :ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ସଭାଗୃହ ଠାରେ ବ୍ଲକ ସ୍ତରୀୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଅକ୍ଟୋବର 2022ଠାରୁ ମାର୍ଚ୍ଚ 2023ପର୍ଯ୍ୟନ୍ତ ଏକ…
Read More...