Browsing Tag

Ganjam

ଆମେ ଯୁଦ୍ଧ ନୁହେଁ, ବୁଦ୍ଧ ଚାହୁଁ; ଆମେ ଜିହାଦ ନୁହେଁ, ଜଗନ୍ନାଥ ଚାହୁଁ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗଂଜାମ ଜିଲ୍ଲା ଗସ୍ତରେ ଯାଇ ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହିତ ପ୍ରସିଦ୍ଧ ତାରାତାରିଣୀ ପୀଠରେ ମା' ତାରାତାରିଣୀଙ୍କୁ ଦର୍ଶନ କରିବା ସହିତ ଏହି ଅଂଚଳର ଭିତ୍ତଭୂମି ବିକାଶ…
Read More...

ସ୍ପେଶାଲ୍ ଡ୍ରାଇଭରେ ଗଞ୍ଜାମ ପୋଲିସକୁ ବଡ଼ ସଫଳତା

ଗଞ୍ଜାମ-: ଗଞ୍ଜାମ ପୋଲିସ ଜିଲ୍ଲାକୁ ମିଳିଲା ବଡ଼ ସଫଳତା l ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅପରାଧୀମାନେ ସକ୍ରିୟ ହୋଇ ବିଭିନ୍ନ ଅପରାଧିକ କାଣ୍ଡ ଘଟାଉଥିବା ବେଳେ ଗଞ୍ଜାମ ପୋଲିସ ଏକ ସ୍ୱତନ୍ତ୍ର ଡ୍ରାଇଭ କରି ସେମାନଙ୍କ ଉପରେ ଚଢ଼ାଉ କରି ସେମାନଙ୍କ ଠାରୁ ବିଭିନ୍ନ ମରଣାସ୍ତ୍ର ଜବତ…
Read More...

ଦୁଇ ଭାଇଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେ‌ଲେ ଦୁର୍ବୃତ୍ତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଡବଲ ମର୍ଡର । ଦୁଇ ଭାଇଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେ​‌ଲେ ଦୁର୍ବୃତ୍ତ । ବେଗୁନିଆପଡ଼ା ଥାନା ଅଞ୍ଚଳରେ ଘଟିଥିବା ଏହି ହତ୍ୟାକାଣ୍ଡ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ହତ୍ୟାର ଶିକାର ହୋଇଛନ୍ତି ସୁମଣ୍ଡଳ ଗ୍ରାମର ସଞ୍ଜୟ ବାରିକ ଏବଂ ଅଜୟ ବାରିକ ।…
Read More...

୪ ବର୍ଷର ଭାଣିଜୀକୁ ଦୁଷ୍କର୍ମ ପରେ ହତ୍ୟା କଲା ରାକ୍ଷସ ମାମୁଁ

ଗଞ୍ଜାମ-: ଗଞ୍ଜାମ ଜିଲା ଦିଗପହଣ୍ଡି ଅନ୍ତର୍ଗତ ଖଲିଙ୍ଗି ଅଞ୍ଚଳରେ ୪ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଶିଶୁ କନ୍ୟାକୁ ସମ୍ପର୍କୀୟ ମାମୁଁ ଦୁଷ୍କର୍ମ କରି ହତ୍ୟା କରିଥିବା ପୋଲିସ ସ୍ପଷ୍ଟ କରିଛି । ଅଭିଯୁକ୍ତ କାଳିଆ ନାହାକକୁ ପୋଲିସ ଗିରଫ…
Read More...

ବାଲି ବୋଝେଇ ହାଇୱା ଧକ୍କାରେ ସରପଞ୍ଚ ଆହତ ଘଟଣା: ହାଇୱାରେ ନିଆଁ ଲଗାଇଲେ ଉତ୍ୟକ୍ତ ଗ୍ରାମବାସୀ

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ଗଞ୍ଜାମ ଜିଲ୍ଲାରେ ଚୋରା ବାଲି ଚାଲାଣକୁ ନେଇ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ହିଞ୍ଜିଳି ଥାନା ଇଲାକାରେ ପ୍ରବାହିତ ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣକୁ କେନ୍ଦ୍ର କରି ବିଭିନ୍ନ ସମୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି…
Read More...

ଗଞ୍ଜାମ ଜିଲ୍ଲାର ସୁନାପୁର ବିଚକୁ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ମାନ୍ୟତା

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର ସୁନାପୁର ବିଚକୁ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ବିଚର ମିଳିଛି ମାନ୍ୟତା । ଡେନ ମାର୍କ ସ୍ଥିତ ଫାଉଣ୍ଡେସନ ଫର ଏନଭରନମେଣ୍ଟ ଲଜୁକେସନ ପକ୍ଷରୁ ମାନ୍ୟତା ପ୍ରଦାନ କରାଯାଇଛି । ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଫଟୋ ସେୟାର କରିବା ସହ ଖୁସିବ୍ୟକ୍ତ କରିଛନ୍ତି…
Read More...

ରୋଷେଇ କରୁଥିବା ବେଳେ ଅଗ୍ନିକାଣ୍ତ, ଜଳିଗଲା ଦୁଇବଖରା ଘର 

ଗଞ୍ଜାମ/ରଜନୀକାନ୍ତ ପାତ୍ର : ରୋଷେଇ କରିବା ବେଳେ ଅଗ୍ନିକାଣ୍ତ ଜଳିଗଲା ଦୁଇ ବଖରା ଘର । ଏହି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକ ଅନ୍ତର୍ଗତ ଶଙ୍କୁରୁ ଗ୍ରାମର ବାରିସାହିରେ। ଶଙ୍କୁରୁ ଗ୍ରାମର କୁଞ୍ଜ ବିଷୋୟୀଙ୍କ ଧର୍ମପତ୍ନୀ ଲକ୍ଷ୍ମୀ ବିଷୋୟୀ ରୋଷେଇ କରିବା ସମୟରେ ଗ୍ୟାସ ହାଣ୍ତିରୁ…
Read More...

ପରିବା ବୋଝେଇ ଗାଡିକୁ ଧକା ଦେଲା ଅଜଣା ଗାଡି : ଡ୍ରାଇଭର ଗୁରୁତର

ଗଞ୍ଜାମ (ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଛକ ନିକଟରେ ଏକ ପରିବା ବୋଝଇ ପିକଅପ  ଯାଉଥିବା ବେଳେ ଅଜଣା ଗାଡି  ପଛପଟୁ ଧକା ଦେଇଛି  l  ସେହି  lପିକଅପ ଡ୍ରାଇଭର ଜି ଶଙ୍କର ରାଓ ଦୁର୍ଘଟଣା ହେବାର ଦେଖି ସ୍ଥାନୀୟ ଲୋକ 108 ଆମ୍ବୁଲାନ୍ସକୁ ଫୋନ କରିଥିଲେ l 15…
Read More...

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

ଗଞ୍ଜାମ/ରଜନୀକାନ୍ତ ପାତ୍ର :  ଗଞ୍ଜାମ ଜିଲ୍ଲା ଶ୍ରୀଚନ୍ଦନପୁର ଗ୍ରାମ ନିକଟ ଦୁର୍ଘଟଣା । ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର । ମୃତକଜଣଙ୍କ ପାଟପୁର ଥାନା ପି.ଜଗନ୍ନାଥପୁର ଗ୍ରାମର ଡାକ୍ତର ସ୍ୱାଇଁ ଓ ଆହତଜଣଙ୍କ ହେଲେ ଶ୍ରୀଚନ୍ଦନପୁର ଗ୍ରାମର କୋରା…
Read More...

ଶ୍ରେଣୀଗୃହ ଉଦଘାଟନର କାର୍ଯ୍ୟକ୍ରମ ସମୟରେ  ଉତ୍ତେଜନା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବଣମହୁରି ଗାଁରେ ଏକ ଅଭାବନିୟ ଘଟଣା ଘଟିଛି  । ରୂଷିପୁର ଗ୍ରାମ ସମେତ ବଣମହୁରି ଗାଁରେ ବିଧାୟିକା ଲତିକା ପ୍ରଧାନଙ୍କ ଆଜି ଅପରାହ୍ନରେ ପଦଯାତ୍ରା କାର୍ଯ୍ୟକ୍ରମ ରହିଥିଲା । ଏଥିସହ ବଣମହୁରି ଗାଁରେ ଶ୍ରେଣୀଗୃହ ଉଦଘାଟନର କାର୍ଯ୍ୟକ୍ରମ ମଧ୍ୟ ଥିଲା ।…
Read More...