Browsing Tag

flight

ଆକାଶମାର୍ଗର ଦିଗ ବଦଳାଇ ଭୁଲରେ ପୋଡଶୀ ଦେଶରେ ପ୍ରେବଶ କରିଥିଲା ଭାରତୀୟ ବିମାନ ।

  ନିକଟରେ ଦିଲ୍ଲୀରୁ ଅମୃତସର ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ (AI-479) ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତା’ର ନିର୍ଦ୍ଧାରିତ ପଥରୁ ବାହାରି ପାକିସ୍ତାନୀ ବାୟୁସୀମାରେ ପ୍ରବେଶ କରିଥିଲା। ହସ୍ତଗତ ସୂଚନା ଅନୁଯାୟୀ, ପାକିସ୍ତାନ ବାୟୁ ଟ୍ରାଫିକ୍ କର୍ତ୍ତୃପକ୍ଷଙ୍କଠାରୁ ଏକ ଚେତାବନୀ ପାଇବା…
Read More...

ଇଣ୍ଡିଗୋ କ୍ରାଇସିସ୍, ମହଙ୍ଗା ହେଲା ବିମାନ ଟିକେଟ ଦର

ନୂଆଦିଲ୍ଲୀ: ଇଣ୍ଡିଗୋ କ୍ରାଇସିସ୍ ପରେ ଦେଶରେ ବିମାନ ଚଳାଚଳରେ ସମସ୍ୟା ଦେଖାଦେଇଛି । ହଠାତ୍ ହୁ ହୁ ହୋଇ ବଢୁଛି ବିମାନ ଟିକେଟ୍ ଦର । କିନ୍ତୁ ଏସବୁ ଭିତରେ ସବୁଠାରୁ ଚକିତ କରିଦେବା ଭଳି ଘଟଣାଟି ହେଉଛି ବିଦେଶ ଯାତ୍ରାର ଭଡା ଠାରୁ ଦେଶ ଭିତରର ଭଡା ମହଙ୍ଗା ହୋଇଛି । ଦିଲ୍ଲୀରୁ ଦୁବାଇ…
Read More...

ଜାଣନ୍ତି କି ଫ୍ଲାଇଟ୍ ନଂ ୯୧୪ ବିମାନ ପଛର ଅସମାହିତ କାହାଣୀ…

ନୂଆଦିଲ୍ଲୀ ; ଥରେ ଭାବନ୍ତୁ ତ ଯଦି ଏକ ବିମାନ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡାଣ ଭରିବା ବେଳେ ଅଚାନକ ମଝି ଆକାଶରେ ଅଦୃଶ୍ୟ ହୋଇଯାଏ ଏବଂ ଏହାର କୌଣସି ଖୋଜ୍ ଖବର ନମିଳେ ତେବେ କ’ଣ ହେବ ? ଏପରି ସ୍ଥଳରେ ସ୍ୱଭାବିକ ଭାବରେ ଆପଣଙ୍କ ମନକୁ ଏହି କଥା ଆସିବ ଯେ କଣ ବିମାନଟି ଦୁର୍ଘଟଣାର ଶିକାର…
Read More...

ଅହମ୍ମଦାବାଦରୁ ନୂଆଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ

ନୂଆଦିଲ୍ଲୀ-: ଅହମ୍ମଦାବାଦରୁ ନୂଆଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ । ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଘଟଣା ଜଣାପଡିବା ପରେ, ବିମାନଟିକୁ ବିମାନବନ୍ଦରର ଆଇସୋଲେସନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସୁରକ୍ଷା ଯାଞ୍ଚ ପାଇଁ ରଖାଯାଇଥିଲା ଏବଂ ବିମାନରେ ଥିବା…
Read More...

ରାଜଧାନୀ ଭୁବନେଶ୍ୱରରୁ ସିଧା ୟୁଏଇ ରାଜଧାନୀ ଆବୁଧାବି ସହ ସଂଯୋଗ ହେବ ବିମାନ ସେବା

ଭୁବନେଶ୍ୱର-: ରାଜଧାନୀ ଭୁବନେଶ୍ୱରରୁ ସିଧା ୟୁଏଇ ରାଜଧାନୀ ଆବୁଧାବି ସହ ସଂଯୋଗ ହେବ ବିମାନ ସେବା । ଭୁବନେଶ୍ୱର ବିମାନବନ୍ଦରରୁ ସିଧା ଆବୁଧାବିକୁ ବିମାନ ଉଡ଼ିବ ।  ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ୍‌ ଓ କୁଆଲାଲାମ୍ପୁର ପରେ ଏବେ ଓଡିଶା ବିମାନ ଯାତ୍ରାରେ ଆଉ ଏକ ଅଧ୍ୟାୟ ସୃଷ୍ଟି ହେବାକୁ…
Read More...

୩୬ ହଜାର ଫୁଟ ଉଚ୍ଚତାରେ ବିନା ପାଇଲଟରେ ଉଡ଼ି ଚାଲିଥିଲା ବିମାନ

ଜର୍ମାନୀ-: ବିନା ପାଇଲଟରେ ମଝି ଆକାଶରେ ଉଡୁଥିଲା ବିମାନ । ୧-୨ ମିନିଟ୍ ପାଇଁ ନୁହେଁ ବରଂ ପ୍ରାୟ ୧୦ ମିନିଟ୍ ପାଇଁ  ଉଡିଥିଲା ବିମାନ । ତେବେ ଏହି ବିମାନଟି ଜର୍ମାନୀର ଫ୍ରାଙ୍କଫର୍ଟରୁ ସ୍ପେନର ସେଭିଲକୁ ଯାଉଥିଲା ।  ଯେତେବେଳେ ବିମାନଟି ପ୍ରାୟ ୩୬ ହଜାର ଫୁଟ ଉଚ୍ଚତାରେ ଥିଲା ଏହା ପାଇଲଟ…
Read More...

ବନ୍ଦ ହୋଇଥିବା ଦେଶର ୩୨ଟି ବିମାନବନ୍ଦରକୁ ପୁଣି ଥରେ ବେସାମରିକ ବିମାନ ଉଡ଼ାଣ ପାଇଁ ଖୋଲାଯାଇଛି

ନୂଆଦିଲ୍ଲୀ-: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ବନ୍ଦ ହୋଇଥିବା ଦେଶର ୩୨ଟି ବିମାନବନ୍ଦରକୁ ପୁଣି ଥରେ ବେସାମରିକ ବିମାନ ଉଡ଼ାଣ ପାଇଁ ଖୋଲାଯାଇଛି । ସୋମବାର ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ(ଏଏଆଇ) ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ଏଏଆଇ ଏହି ବିମାନ…
Read More...

ଦିଲ୍ଲୀରୁ ଶିରିଡି ଯାଉଥିବା ଏକ ବିମାନରେ ଜଣେ ଏୟାର ହଷ୍ଟେସଙ୍କୁ ଅସଦାଚରଣ, ଅଭିଯୁକ୍ତକୁ ଗିରଫ

ଦିଲ୍ଲୀ-: ଦିଲ୍ଲୀ-ଶିରିଡି ବିମାନରେ ଜଣେ ଏୟାର ହଷ୍ଟେସଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ମଦ୍ୟପ ଯାତ୍ରୀଙ୍କୁ ଗିରଫ କରାଯାଇଛି । କୁହାଯାଉଛି ଯେ ଏହି ଦୁର୍ଘଟଣା ଇଣ୍ଡିଗୋର ଦିଲ୍ଲୀ-ଶିରିଡି ବିମାନରେ ଘଟିଥିଲା । ପୋଲିସ ସୂଚନା ମୁତାବକ, ଯାତ୍ରୀ ଜଣକ ବିମାନ ଶୌଚାଳୟ ନିକଟରେ ଏୟାର ହଷ୍ଟେସଙ୍କୁ…
Read More...

ଓଡିଶା ପାଇଁ ଖୁସି ଖବର; ଏଥର କଳାହାଣ୍ଡିରୁ ଆରମ୍ଭ ହେବ ବିମାନ ସେବା

ଭୁବନେଶ୍ୱର : ଓଡିଶା ପାଇଁ ଖୁସି ଖବର, ଖୁବଶିଘ୍ର ରାଜ୍ୟର ଆଉ ଏକ ବିମାନ ବନ୍ଦରରୁ ଉଡିବ ବିମାନ । ଏହା ନେଇ ଡିଜିସିଏ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । କଳାହାଣ୍ଡିର ଉତକେଲା ବିମାନ ବନ୍ଦରରୁ ବିମାନ ଉଡାଣ ଭରିବ । ଗତମାସରେ ଡିଜିସିଏ ଟିମ୍ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଆଜି ଅନୁମତି…
Read More...

ଫ୍ଲାଇଟ୍ ବିଳମ୍ବ ହେବା ଯୋଗୁଁ ହନ୍ତସନ୍ତ ହେଲେ ଯାତ୍ରୀ

ମୁମ୍ବାଇ : ଫ୍ଲାଇଟ୍ ବିଳମ୍ବ ହେବା ଯୋଗୁଁ ହନ୍ତସନ୍ତ ହେଲେ ଯାତ୍ରୀ । ଭିଏତନାମର ଭିଏଟ୍ ଜେଟ୍ ଏୟାରର ଏକ ଫ୍ଲାଇଟ୍ ୧୦ ଘଣ୍ଟା ବିଳମ୍ବ ହେବା ଯୋଗୁଁ ପ୍ରାୟ ୩୦୦ ଯାତ୍ରୀ ମୁମ୍ବାଇ ଏୟାରପୋର୍ଟରେ ପ୍ରାୟ ୧୨ ଘଣ୍ଟା ଧରି ଫସି ରହିଥିଲେ । ବିମାନଟି ଭିଏତନାମର ହୋ ଚି ମିନ୍ ସିଟି ଅଭିମୁଖେ ଯିବାର…
Read More...