Browsing Tag

fire

ମେକ୍ସିକୋରେ ଫୁଟବଲ ମ୍ୟାଚ୍ ସମୟରେ ଆଖିବୁଜା ଗୁଳିମାଡ଼

ମେକ୍ସିକୋର ଗୁଆନାଜୁଆତେ ରାଜ୍ୟ ସ୍ଥିତ ସଲମାଙ୍କା ସହରରେ ଫୁଟବଲ ମ୍ୟାଚ୍ ସମୟରେ ଆଖିବୁଜା ଗୁଳିମାଡ଼ । ମେକ୍ସିକୋର କେନ୍ଦ୍ରୀୟ ରାଜ୍ୟ ଗୁଆନାଜୁଆଟୋର ଏକ ଫୁଟବଲ୍ ପଡ଼ିଆରେ କିଛି ପୁରୁଷ ଗୁଳି ଚଳାଇବାରୁ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୧୨ ଜଣ ଆହତ ହୋଇଥିବା କର୍ତ୍ତୃପକ୍ଷ…
Read More...

ପୁରୀ ପୁରୁଣା ସଦର ଥାନା ଲେନରେ ଘଟିଛି ଅଗ୍ନିକାଣ୍ଡ

ପୁରୀ:- ଗତକାଲି ରାତି ପ୍ରାୟ ସାଢେ ୯ଟା ସମୟରେ ପୁରୀ ସହର ପୁରୁଣା ସଦର ଥାନା ଲେନରେ ଘଟିଛି ଅଗ୍ନିକାଣ୍ଡ । ସମ୍ପୃକ୍ତ ଅଂଚଳର ଯୋଗାଣ ବିଭାଗର ଡିଲର ଭାବେ ପରିଚିତ ଚନ୍ଦ୍ରଶେଖର ତ୍ରିପାଠୀଙ୍କ ଘରେ ଲାଗିଥିଲା ନିଆଁ । ସମଗ୍ର ଅଂଚଳ କଳା ଧୂଆଁରେ ଭର୍ତି ହୋଇଯିବା ସହ ନିଆଁର ପ୍ରକୋପ ବଢି ବଢି…
Read More...

ବରଗଡ଼ ସମ୍ବଲପୁର ୫୩ ନଂ ଜାତୀୟ ରାଜପଥ ସରଣ୍ଡା ବସ୍ ଷ୍ଟାଣ୍ଡ ଛକରେ ହୁତୁହୁତୁ ହୋଇ ଜଳିଗଲା ଆଲୁମିନିୟମ ବୋଝେଇ…

ବରଗଡ଼:- ବରଗଡ଼ ସମ୍ବଲପୁର ୫୩ ନଂ ଜାତୀୟ ରାଜପଥ ସରଣ୍ଡା ବସ୍ ଷ୍ଟାଣ୍ଡ ଛକରେ ହୁତୁହୁତୁ ହୋଇ ଜଳିଗଲା ଆଲୁମିନିୟମ ବୋଝେଇ ଟ୍ୟାଙ୍କର। ବିଶାଖାପାଟଣାରୁ ଝାରସୁଗୁଡ଼ା ବେଦାନ୍ତ ଫ୍ୟାକ୍ଟ୍ରିକୁ ଯାଉଥିବା ଆଲୁମିନିୟମ ବୋଝେଇ ଟ୍ୟାଙ୍କରରେ ଶଟ୍‌ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା…
Read More...

କଣ୍ଟେନରରେ ନିଆଁ ଲାଗି ଜଳିଗଲା ୩୦ରୁ ଅଧିକ ଇଲେକ୍ଟ୍ରି ସ୍କୁଟି

ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥ ନିକଟରେ ଛତ୍ରପୁର ଜାତୀୟ ରାଜପଥରେ ସ୍କୁଟି କଣ୍ଟେନରରେ ଲାଗିଲା ନିଆଁ । ଜଳିଗଲା ୩୦ରୁ ଅଧିକ ଇଲେକ୍ଟ୍ରି ସ୍କୁଟି । ହୁତୁହୁତୁ ହୋଇ ଜଳିଗଲା ଇଲେକ୍ଟ୍ରି ସ୍କୁଟି ବୋଝେଇ ଟ୍ରକ୍‍ । ପ୍ରାୟ ୧ଘଣ୍ଟା ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।…
Read More...

ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ତେଜସ ଏକ୍ସପ୍ରେସ ଇଞ୍ଜିନରେ ଲାଗିଛି ନିଆଁ

ବାଲେଶ୍ୱର-: ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ୨୨୮୧୧ ତେଜସ ଏକ୍ସପ୍ରେସରେ ଲାଗିଛି ନିଆଁ । ବସ୍ତା ଦକ୍ଷିଣ କ୍ୟାବିନ ରେଳ ଫାଟକ ନିକଟରେ ବାଲେଶ୍ୱର ପଟରୁ ହାଓ୍ବଡା ଅଭିମୁଖେ ଆସୁଥିବା ତେଜସ ଏକ୍ସପ୍ରେସ ଇଞ୍ଜିନ ଉପରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ତେବେ ଟ୍ରେନ ଡ୍ରାଇଭର…
Read More...

କଟକ ଜଗତପୁର ସ୍ଥିତ ଏକ ବିସ୍କୁଟ କାରଖାନାରେ ଘଟିଛି ଭୟାବହ ଅଗ୍ନିକାଣ୍ଡ

କଟକ-: କଟକ ଜଗତପୁର ସ୍ଥିତ ଏକ ବିସ୍କୁଟ କାରଖାନାରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ବିସ୍କୁଟ କାରଖାନା । ଖବର ପାଇ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଶନିବାର ସକାଳେ ହଠାତ ବିସ୍କୁଟ କାରଖାନାରେ ନିଆଁ…
Read More...

ଗ୍ୟାସ ଟାଙ୍କି ବିସ୍ଫୋରଣରେ ଉଡ଼ିଗଲା ଘର

ବାଲେଶ୍ଵର : ଗ୍ୟାସ ଟାଙ୍କି ବିସ୍ଫୋରଣରେ ଉଡ଼ିଗଲା ଘର । ଏକାଥରେ ଫାଟିଲା ୯ରୁ ଅଧିକ ଗ୍ୟାସ ଟାଙ୍କି । ବାଲେଶ୍ଵର ବଳରାମଗଡ଼ି ଥାନା ଅଧୀନ ନାଉପାଳ ଗଡିରେ ଘଟିଛି ବଡ଼ ଦୁର୍ଘଟଣା । ଆଜି ସକାଳେ ଏକ ଦୋକାନ ଘରେ ବେଆଇନ ଭାବରେ ୬୦ ରୁ ଅଧିକ ଗ୍ୟାସ ଟାଙ୍କି ରଖା ଯାଇଥିବା ବେଳେ ସେଠାରେ ହଠାତ ନିଆଁ…
Read More...

ଗୁଣପୁର ସ୍ଥିତ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ସର୍ଟ ସର୍କିଟ ଯୋଗୁ ବଡ଼ ଧରଣର ଅଗ୍ନିକାଣ୍ଡ

ରାୟଗଡ଼ା-: ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥିତ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ସର୍ଟ ସର୍କିଟ ଯୋଗୁ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। କମ୍ପ୍ୟୁଟର ବିଭାଗରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଛି ବୋଲି ପ୍ରାରମ୍ଭିକ ସୂଚନା ମିଳିଛି ଇ ଗୁଣପୁର ସ୍ଥିତ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ସର୍ଟ…
Read More...

ମହାକାଳେଶ୍ୱର ମନ୍ଦିରର ଶଙ୍ଖ ଦ୍ବାରା ଉପରେ ଭୟଙ୍କର ନିଆଁ

ମଧ୍ୟପ୍ରଦେଶ-: ମଧ୍ୟପ୍ରଦେଶ ଉଜ୍ଜୈନ ସ୍ଥିତ ଶ୍ରୀ ମହାକାଳେଶ୍ୱର ମନ୍ଦିର ପରିସରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମନ୍ଦିରର ଶଙ୍ଖ ଦ୍ବାରା ଉପରେ ଭୟଙ୍କର ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ନିଆଁର ଧୂଆଁ ୧ କିଲୋମିଟର ଦୂରରୁ ମଧ୍ୟ ଦେଖାଯାଉଥିଲା । ଧୂଆଁ ଦେଖି ସ୍ଥାନୀୟ ଲୋକ ଭୟଭୀତ…
Read More...

ବିଳମ୍ବିତ ରାତିରେ ହୋଟେଲରେ ନିଆଁ ଲାଗି ୧୪ ଜଣଙ୍କ ମୃତ୍ୟୁ

କୋଲକାତା-: କୋଲକାତାରେ ଭୟଙ୍କର ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ହୋଟେଲରେ ନିଆଁ ଲାଗି ୧୪ ଜଣଙ୍କ ମୃତ୍ୟୁ । କୋଲକାତାର ମାଛୁଆ ଫଳମଣ୍ଡି ଅଞ୍ଚଳର ରିତୁରାଜ ହୋଟେଲରେ ନିଆଁ ଲାଗିଯାଇଥିଲା । ୧୪ ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଅନେକ ଲୋକଙ୍କୁ ଉଦ୍ଧାର କରି…
Read More...