Browsing Tag

Entertainment

ଓଡ଼ିଆ ଅଭିନେତ୍ରୀଙ୍କ ସଙ୍ଗୀନ ଅଭିଯୋଗ, ପୁରୁଷବନ୍ଧୁ ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ କରିଦେବା ଧମକ

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଓଲିଉଡ୍ ଇଣ୍ଡଷ୍ଟ୍ରି । ଏଥର ରିଲ ନୁହେଁ ରିୟଲ ଲାଇଫ କୁ ନେଇ ଝାମେଲା ପଦାରେ ପଡିଛି । ଓଲିଉଡର ଜଣେ ଜଣାଶୁଣା ନାୟିକାଙ୍କୁ ନେଇ ଆସିଛି ଏକ ଚାଞ୍ଚଲ୍ୟକର ଖବର । ଅଭିନେତ୍ରୀ ଜଣକ ପୁରୁଷବନ୍ଧୁଙ୍କ ନାଁରେ ଯୌନନିର୍ୟାତନାର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି ।…
Read More...

ଗୋଟିଏ ସ୍କ୍ରିନ୍ ସେୟାର କରିବେ ନୋରା ଓ ବରୁଣ ତେଜ

ନୋରା ଫାତେହି ବଲିଉଡ ର ଡାନସିଙ୍ଗ କୁଇନ୍ । ନୋରା ତାଙ୍କ ଅଭିନୟ ଅପେକ୍ଷା ଜବରଦସ୍ତ ନୃତ୍ୟ ପାଇଁ ଫେମସ ଅଛନ୍ତି ।ସେ ଇଣ୍ଡଷ୍ଟ୍ରୀର ଜଣେ ପ୍ରତିଭାବାନ୍ ଡ୍ୟାନ୍ସ ଭାବେ ପରିଗଣିତ ହୁଅନ୍ତି । ଗରମୀ , ଦିଲବର୍ ,ସାକି ସାକି, ନାଚମେରୀ ରାନୀ ଇତ୍ୟାଦି ଗୀତ ଗୁଡିକ ରେ ତାଙ୍କ କିଲର୍ ଡ୍ୟାନ୍ସ…
Read More...

କାର୍ତ୍ତିକଙ୍କୁ ମିଳିବ ଦ ରାଇଜିଂ ଗ୍ଲୋବାଲ ସୁପରଷ୍ଟାର ଅଫ ଇଣ୍ଡିଆନ ସିନେମା ଆଓ୍ଵାର୍ଡ

କାର୍ତ୍ତିକ ଆର୍ଯ୍ୟନଙ୍କ କିଏ ବା ନଜାଣେ । ଅଭିନୟ ହେଉ କିମ୍ବା ଚାର୍ମିଙ୍ଗ ଲୁକ ଫ୍ୟାନ ମାନଙ୍କ ପଖରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କାର୍ତ୍ତିକ ବଲିଉଡରେ ନିଜର ଅଭିନୟ ପାଇଁ ଏବେ ବେଶ ଲୋକପ୍ରିୟ ଅର୍ଜନ କରିଛନ୍ତି । କାର୍ତ୍ତି କ ଇଣ୍ଟରନ୍ୟାସନାଲ ଆଓ୍ଵାର୍ଡ ପାଇବେ। ମେଲବର୍ଣ୍ଣରେ…
Read More...

ମହାଭାରତ ସିରିଏଲରେ ଶକୁନି ଭୂମିକାରେ ଅଭିନୟ କରୁଥିବା ଅଭିନେତାଙ୍କ ଦେହାନ୍ତ

ମୁମ୍ବାଇ: ଆଉ ନାହାନ୍ତି ‘ମହାଭାରତ’ ସିରିଏଲରେ ଶକୁନି ଭୂମିକାରେ ଅଭିନୟ କରିଥିବା ଗୁଫି ପେଣ୍ଟାଲ ।ଲମ୍ବା ସମୟ ଧରି ଅସୁସ୍ଥତା କାରଣରୁ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ।ଗୁଫି ଲୋକପ୍ରିୟ ଟିଭି ଶୋ’ ମହାଭାରତରେ ‘ଶକୁନି’ ଚରିତ୍ରରେ ଅଭିନୟ କରିଥିଲେ । ଏହି ଚରିତ୍ର ଦର୍ଶକଙ୍କୁ ଏତେ ପସନ୍ଦ…
Read More...

ପୁଷ୍ପା ୨ ଶୁଟିଂ ସାରି ଫେରୁଥିବା ବେଳେ ଘଟିଲା ଅଘଟଣ

ପୁଷ୍ପା ୨ ଶୁଟିଂ ସାରି ଫେରୁଥିବା ବେଳେ ଘଟିଲା ଅଘଟଣ । ବସ୍ଟି ‘ପୁଷ୍ପା ୨’ର କଳାକାରଙ୍କୁ ଧରି ଆନ୍ଧ୍ରପ୍ରଦେଶରୁ ଶୁଟିଂ ସାରି ହାଇଦ୍ରାବାଦ ଫେରୁଥିଲା। ଏହି ସମୟରେ ତେଲେଙ୍ଗାନାର ନାଲଗୋନ୍ଦା ଜିଲ୍ଲାରେ ଆଜି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁସାରେ, ବସ୍ଟି ଫିଲ୍ମର କଳାକାରଙ୍କୁ ଧରି…
Read More...

ଅଦାଙ୍କ ହାତରେ ବଡ ପ୍ରୋଜେକ୍ଟ

‘ଦ କେରଳ ଷ୍ଟୋରୀ’ରିଲିଜ ହେବା ଦିନଠାରୁ ବିବାଦ ଥବିବାର ନା ନେଉନି ।ବିବାଦ ଭିତରେ ଏହି ଫିଲ୍ମ ଏବେ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଚାଲିଛି ।ଏହାକୁ ଦର୍ଶକ ଭରପୂର ସମର୍ଥନ କରୁଛନ୍ତି ।ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶନାର ନିର୍ମିତ ଏହି ଫିଲ୍ମ ସିନେମା ହଲରେ ଏବେ ରେକର୍ଡ କରିବା ପଥରେ ଅଗ୍ରସର…
Read More...

ଲିଫ୍ଟ ମାଗି ସୁଟିଂକୁ ଗଲେ ବିଗ୍-ବି

ମୁମ୍ବାଇ:ବଲିଉଡ ଶେହେନ୍ସା ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ନିଖୁଣଇ ଅଭିନୟ ହେଉ କିମ୍ବା ତାଙ୍କ ଷ୍ଟାଇଲ ତ ହେଉ ତାଙ୍କର ବ୍ୟବହାର ଓ ସମାର୍ଯ୍ୟନୁବର୍ତ୍ତୀତା ପାଇଁ ସେ ସେତିକି ପରିଚିତ । ବିଗ୍-ବି ଅମିତାଭ ବଚ୍ଚନ କୌଣସି ସ୍ଥାନକୁ ବିଳମ୍ବରେ ପହଞ୍ଚିବାକୁ ପସନ୍ଦ କରନ୍ତି ନାହିଁ । ଏମିତି କି…
Read More...

କେରଲା ଷ୍ଟୋରୀକୁ ଟପିଲା ୮୦ କୋଟି

‘ଦ କେରଳ ଷ୍ଟୋରୀ ଟ୍ରେଲର ରିଲିଜ’ ହେବା ଠାରୁ ଆରମ୍ଭ ହୋଇଥିଲା ବିବାଦ । କେବଳ ଏତିକି ନୁହେଁ, ରିଲିଜ୍ ପରେ କେତେକ ରାଜ୍ୟ ଏହାକୁ ଟ୍ୟାକ୍ସ ଫ୍ରୀ କରିଥିବା ବେଳା ଆଉ କେତେକ ଏହାର ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ତେବେ ଏହା ଫିଲ୍ମର ରୋଜଗାରକୁ ପ୍ରଭାବିତ କରୁଥିବା ପରି ମନେ ହେଉନାହିଁ…
Read More...

ଝିଅ ପାଇଁ କ୍ୟାରିୟର ଛାଡ଼ିବେ ପ୍ରିୟଙ୍କା

ଦେଶି ଗାର୍ଲ ତଖା ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ତାଙ୍କ ଏକ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ପୂର୍ବ ସମ୍ପର୍କକୁ ନେଇ ଏମିତି ଏକ ବିବୃତି ଦେଇଛନ୍ତି, ଯାହାକୁ ଜାଣିବା ପରେ ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହେଇଛନ୍ତି । ବେ ବଲିଉଡ୍ରୁ ହଲିଉଡ୍ ପର୍ୟ୍ୟନ୍ତ ଭଲ ପରିଚୟ ସୃଷ୍ଟି…
Read More...

ବିରାଟ କହିଲେ ମତେ ଏବେ ମ୍ୟାମ୍ ଡାକ

ମୁମ୍ବାଇ: କ୍ରିକେଟର ସେଲିବ୍ରିଟି ଯୋଡି କଥା ଆସିଲେ ପ୍ରଥମେ ମନକୁ ଆସେ ବିରାଟ ଅନୁଷ୍କା(ବିରୁଷ୍କା)ଙ୍କ ଯୋଡି । ପତ୍ନୀ ଅନୁଷ୍କା ଶର୍ମାଙ୍କ ମଧୁର ସଂପର୍କ ବିଷୟରେ କାହାକୁ ବି ଅଛପା ନାହିଁ। ସେମାନଙ୍କ ସଂପର୍କର ନିବିଡ଼ତା ବେଳେ ବେଳେ ବାହାରକୁ ବି ଦେଖାଯାଏ। ଦୁହେଁ ଦୁହିଁଙ୍କ ପାଇଁ ବେଶ୍…
Read More...