Browsing Tag

Entertainment

ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଏକ ଭିନ୍ନ ଧରଣର ରିୟ୍ଯାଲିଟି ସୋ ‘ଗୃହଲକ୍ଷ୍ମୀ’

ଭୁବନେଶ୍ୱର: ଜୀ-ସାର୍ଥକ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ମେଗା ଧାରାବାହିକ ହେଉ କି ରିୟାଲିଟି ସୋ ମାଧ୍ୟମରେ । ସେହି ପରିପ୍ରେକ୍ଷୀରେ ଓଡ଼ିଶାର ବିବାହିତ ନାରୀମାନଙ୍କୁ ନେଇ ପୁଣି ଏକ ଭିନ୍ନ ଧରଣର ରିୟାଲିଟି ସୋ ‘ଗୃହଲକ୍ଷ୍ମୀ’…
Read More...

ପରିଣୀତିଙ୍କୁ ସାନିଆଙ୍କ ଏମିତି କିଛି ଉପହାର ଦେଲେ ସାନିଆ

ପରିଣୀତି ଚୋପ୍ରା ଓ ଆପ୍‌ ନେତା ରାଘବ ଚଢା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକମାନେ ସାମିଲ ହୋଇଥିଲେ । ଏହି ବିବାହରେ ଅନେକ ସେଲିବ୍ରିଟି ଏବଂ ରାଜନେତା ମଧ୍ୟ ନଜର ଆସିଥିଲେ । ଉଦୟପୁରରେ ହେଇଥିବା ଏହି ବିବାହରେ ଅଭିନେତ୍ରୀଙ୍କ ଘନିଷ୍ଠ…
Read More...

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଦ୍ୱିତୀୟ ଥର ମା ବାପା ହେବାକୁ ଯାଉଛନ୍ତି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଷ୍ଟାର କ୍ରିକେଟର ବିରାଟ ପୁଣି ହୋଇପାରନ୍ତି ମା ବାପା । ସୁଚନା ମୁତାବକ , ଅନୁଷ୍କା ପୁଣି ଗର୍ଭବତୀ ଅଛନ୍ତି ବୋଲି ଶୁଣିବାକୁ ମିଳିଛି । ଏହି ଷ୍ଟାର ଦମ୍ପତି ଘରକୁ ନୂଆ ଅତିଥିଙ୍କୁ ସ୍ୱାଗତ କରିପାରନ୍ତି । ସେସିଆଲ ମିଡିଆରେ ଏହାର ଜୋରସୋର ଚର୍ଚ୍ଚା ଚାଲିଛି…
Read More...

ଜୀ-ସାର୍ଥକରେ ଆସନ୍ତା ଅକ୍ଟୋବର ୧ରେ ‘ପ୍ରତିଶୋଧ’ ଫିଲ୍ମର ୱାର୍ଲ୍ଡ ଟିଭି ପ୍ରିମିୟର

bêaù^gße: ଜୀ-ସାର୍ଥକ ଫିଲ୍ମସ୍‌ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ଫିଲ୍ମ ମାଧ୍ୟମରେ । ସବୁଥର ପରି ଏଥର ମଧ୍ୟ ଜୀ-ସାର୍ଥକ ଫିଲ୍ମସ୍‌ ନିବେଦିତ ଫିଲ୍ମ ‘ପ୍ରତିଶୋଧ’ ସଫଳ ହୋଇଛି ନାରୀର ଭିନ୍ନ ଏକ ରୂପ ଦେଖାଇବାରେ । ୨୫ତାରିଖରେ…
Read More...

ରିଲିଜ ପୂର୍ବରୁ ଯବାନ କ୍ରେଜ, ୯ କୋଟି ଆଡଭାନ୍ସ ବୁକିଂ

ମୁମ୍ବାଇ: ରିଳିଜ ପୂର୍ବରୁ ‘ଯବାନ’ କ୍ରେଜ । ସରା ଦେଶ ଦର୍ଶକ ଶାହାରୁଖ ଖାନଙ୍କ ‘ଯବାନ’ ଦେଖିବାକୁ ଉତ୍ସାହିତ ଅଛନ୍ତି । ତେବେ ଏହା ସିନେମା ହଲରେ ଆସିବା ପୁର୍ବରୁ ଏହାର କ୍ରେଜ ସବୁଆଡେ ଦେଖିବାକୁ ମିଳୁଛି । ଏବେସୁଦ୍ଧା ପ୍ରାୟ ୫ଲକ୍ଷ ଟିକେଟ ବୁକିଂ କରିସାରିଲାଣି । ସାରାଦେଶରେ ଆଡଭାନ୍ସ…
Read More...

ଆଜିଠୁ ସଂସଦ ଭବନରେ ଦେଖିବେ ଗଦର-୨; ରଥାଯାଇଛି ୩ଦିନିଆ ସ୍ପେଶାଲ ସ୍କ୍ରିନିଂ

ଗଦର ୨ବଡ ପରଦାରେ ଆସିବା ପରଠାରୁ ଧୁମ ମଚାଉଛି । ଏହି ଫିଲ୍ମ ନିଜ ନାଁରେ ନୂଆ ନୂଆ ରେକର୍ଡ କରିସାରିଲାଣି । ପ୍ରଥମ ଭାଗ ଭଳି ଦର୍ଶକମାନେ ଦ୍ୱିତୀୟ ଭାଗକୁ ମଧ୍ୟ ବେଶ୍ ଭଲପାଇବା ଦେଇଛନ୍ତି। ଏହି ଫିଲ୍ମ ‘ପଠାନ୍’ ପରେ ୨୦୨୩ର ଦ୍ୱିତୀୟ ସବୁଠାରୁ ବଡ଼ ହିନ୍ଦୀ ହିଟ୍ ସିନେମା ହୋଇଛି। ‘ଗଦର ୨’…
Read More...

ଗଣେଷ ପୂଜାରେ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର “ଶଙ୍କର “

ଭୁବନେଶ୍ୱର: ଗଣେଷ ପୂଜାରେ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର "ଶଙ୍କର "   । ଏହା ଏକ ଜବରଦସ୍ତ ଆକ୍ସନ, ରୋମାଣ୍ଟିକ, ଓ ସସପେନ୍ସ ଭରା ଭିନ୍ନ ସ୍ୱାଦର  କାହାଣୀ କ୍ଷ ଏଥିରେ  ଓଲିୟୁଡ ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର କାହାଣୀର ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ର ସାବତ ପୁଅର ଭୂମିକାରେ ଅଭିନୟ କରି…
Read More...

ଥମୁନି ‘ଗଦର ୨’ ଜଲୱା ;ରଜନୀକାନ୍ତକୁ ପଛରେ ପକାଇଲେ ସନି ଦେଓଲ

ଏଥର ବଡ ବଡ ତାରକାଙ୍କ ଫିଲ୍ମ ଭାରତୀୟ ବକ୍ସ ଅଫିସରେ ମୁକ୍ତିଲାଭ କରିଛି । ଏହିୁ ଚଳଚ୍ଚିତ୍ରର ଜଲୱା କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଦେଖାଯାଇଛି । ସନି ଦେଓଲଙ୍କ 'ଗଦର ୨' ଏବଂ ରଜନୀକାନ୍ତଙ୍କ 'ଜେଲର' ଭାରତ ସମେତ ବିଦେଶରେ ବି ଦମଦାର ରୋଜଗାର କରୁଛି। ବଡ ବଜେଟ୍ ଚଳଚ୍ଚିତ୍ର ମଧ୍ୟରେ…
Read More...

ଜେଲର ପାଇଁ ତାମିଲନାଡୁର ଫିଲ୍ମ ଦେଖିବାକୁ ବିଭିନ୍ନ ଅଫିସ ଛୁଟି

ବେଙ୍ଗାଲୁରୁ: ଦୁଇ ବର୍ଷପରେ ପରଦାକୁ ଫେରୁଛନ୍ତି ସୁପରଷ୍ଟାର ରଜନୀକାନ୍ତ । ଏହି ଫିଲ୍ମରେ ରଜନୀକାନ୍ତଙ୍କ ସମେତ ମୋହନଲାଲ, ଶିବ ରାଜକୁମାର, ତମନ୍ନା ଭାଟିଆ, ରମ୍ୟା କ୍ରିଷ୍ଣନ ଏଥିରେ ଅଭିନୟ କରୁଛନ୍ତି ଏବଂ ଜ୍ୟାକି ଶ୍ରଫ୍‌‌ ଏଥିରେ ଖଳନାୟକ ଭୂମିକା ନିର୍ବାହ କରିଛନ୍ତି।ବିଶ୍ୱର ୪୫୦୦ ସିନେମା…
Read More...

ଗୀର୍ଲଫ୍ରେଣ୍ଡ ସହ ସମୟ କାଟୁଛନ୍ତି ହ୍ରିତିକ

ବଲିଉଡ ଅଭିନେତା ହ୍ରିତିକ ରୋଶନ ବର୍ତ୍ତମାନ ତାଙ୍କ ଗାର୍ଲଫ୍ରେଣ୍ଡ ସବା ଆଜାଦଙ୍କ ସହ ଛୁଟି କାଟୁଛନ୍ତି। ଏହି ଯୋଡି ଏବେ ଆର୍ଜେଣ୍ଟିନାର ବୁଏନ୍ସ ଆୟରିସରେ ନିଜର କ୍ୱାଲିଟି ଟାଇମ ଅତିବାହିତ କରୁଛନ୍ତି । ସବା ସେମାନଙ୍କ ଭ୍ୟାକେସନର ନୂତନ ଫଟୋ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ…
Read More...