Browsing Tag

Entertainment

ପୁଷ୍ପା-୨ ସୁଟିଂ ଲାଗି ପହଞ୍ଚିଲା ଲାଲ ଚନ୍ଦନକାଠ

ମାଲକାନଗିରି: ବେଶ୍ ଲୋକପ୍ରିୟ ‘ଚଳଚ୍ଚିତ୍ର ପୁଷ୍ପା ଦ ରାଇଜ’ ଦ୍ୱିତୀୟ ଭାଗ ‘ପୁଷ୍ପା ଦ ରୁଲ୍’ ମାଲକାନାଗିତି ଜିଲ୍ଲାରେ ସୁଟିଂ ହେବାକୁ ଯାଉଛି ।ଏନେଇ ମାଲକାନଗିରି ଜିଲ୍ଲା ସୀମାନ୍ତରେ ପଷ୍ପା-୨ ପାଇଁ କୃତିିମ ଲାଲ ଚନ୍ଦନ କାଠ ପହଞ୍ଚି ସାରିଛି ।କେବଳ ଯେ କୃତିମ ଲାଲ ଚନ୍ଦନ କାଠ ନୁହେଁ ତା…
Read More...

ଏଇ ସନିବାର ନିର୍ବନ୍ଧ କରିବେ ପରିଣୀତି ଓ ରାଘବ

ମୁମ୍ବାଇ: ବିବାହକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚେପ୍ରା । ଗତ କିଛି ଦିନ ହେଲାଣି ପରିଣୀତି  ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ଡେଟ କରୁଥିବା ରୁମଡ ସବୁଆଡେ ଚର୍ଚ୍ଚାର ବିଷୟ । ଗତ କିଛିଦିନ ହେବ ପରିଣୀତି ରାଘବଙ୍କୁ  ଲଞ୍ଚ ଓ ଡିନର ଟାଇମରେ ଏକାଠି…
Read More...

ଏକାଠି କାମ କରିବେ ସଲମାନ-କରନ

୨୫ ବର୍ଷ ପରେ ପୁଣି ଥରେ ଏହି ଯୋଡ଼ି ଏକାଠି କାମ କରିବେ ବୋଲି ଜଣାପଡ଼ିଛି। ବଲିଉଡ୍ର ଆଗଧାଡ଼ିର ନିର୍ଦ୍ଦେଶକ କରନ୍ ଜୋହର୍ଙ୍କ ଫିଲ୍ମ ‘କୁଛ୍ କୁଛ୍ ହୋତା ହୈ’ ୧୯୯୮ ମସିହାରେ ଆସିଥିଲା। ଏହି ଫିଲ୍ମରେ ବଲିଉଡ୍ର ଦବଙ୍ଗ ସଲମାନ୍ ଖାନ୍ ଅତିଥି କଳାକାର ଭୂମିକାରେ ନଜର ଆସିଥିଲେ। କରନ ଅକ୍ଟୋବର…
Read More...

ସୂରଜକୁ ପାଞ୍ଚୋଲିକୁ କ୍ଲିନ ଚିଟ୍

ଅଭିନେତ୍ରୀ ଜିୟା ଖାନ୍ ଆତ୍ମହତ୍ୟା ଆଜି ‘ସିବିଆଇ’ର ସ୍ୱତନ୍ତ୍ର ଅଦାଲତ ସୂରଜ ପାଞ୍ଚୋଲି ଦୋଷମୁକ୍ତ କରିଛନ୍ତି ।ବହୁ ଚର୍ଚ୍ଚିତ ବଲିଉଡ ଅଭିନେତ୍ରୀ ଜିୟା ଖାନ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ସୂରଜ ପାଞ୍ଚେଲିକୁ ପ୍ରମାଣ ଅଭାବରୁ ମୁମ୍ବାଇ ସିବିଆଇ କୋର୍ଟ ଦୋଷମୁକ୍ତ କରିଛନ୍ତି ।୨୦୧୩ ମସିହା…
Read More...

ଇରଫାନ ଖାନଙ୍କ ଶେଷ ଚଳଚ୍ଚିତ୍ର ‘ଦ ସଙ୍ଗ ଅଫ ସ୍କୋରପିୟନ’ ଆଗାମୀ ଏପ୍ରିଲ ୨୮ରେ ଇରଫାନଙ୍କ ତୃତୀୟ ଶ୍ରାଦ୍ଧ ବାର୍ସିକରେ…

ମୁମ୍ବାଇ:ଇରଫାନ ଖାନଙ୍କ ଶେଷ ଚଳଚ୍ଚିତ୍ର ‘ଦ ସଙ୍ଗ ଅଫ ସ୍କୋରପିୟନ’ ଆଗାମୀ ଏପ୍ରିଲ ୨୮ରେ ଇରଫାନଙ୍କ ତୃତୀୟ ଶ୍ରାଦ୍ଧ ବାର୍ସିକରେ ରଲିଜ ହେବ । ଏହାର ଟ୍ରେଲର କାଲି ରିଲିଜ ହୋଇଛି । ଏହି ଫିଲ୍ମରେ ଇରଫାନ ଜଣେ ଓଟ ବ୍ୟବସାୟୀ କ୍ୟାରେକ୍ଟରରେ ଦେଖିବାକୁ ମିଳିବ । ଜଣେ ଓଟ ବ୍ୟବସାୟୀ ପ୍ରେମରେ…
Read More...

ରୋମାନ୍ସ କରିବେ ବିକି କୌଶଲ, ସାରା ଅଲ୍ଲୀ ଖାନ

ମୁମ୍ବାଇ:ଜିଓ ଷ୍ଟୁଡିଓ ନିଜର ଆଗାମୀ ଚଳଚ୍ଚିତ୍ର ଏବଂ ୱେବ ସିରିଜ ଘୋଷଣା କରିଛି । ଯୋଉଁଠାରେ ପ୍ରଥମ ଥର ବିକି କୌଶଲ ଓ ସାରା ଅଲ୍ଲୀ ଖାନଙ୍କ ରୋମାନ୍ସ ବଡ ପରଦାରେ ଦେଖିବାକୁ ମିଳିବ ।ଚଳଚ୍ଚିତ୍ରର ଟାଇଟଲ ଘୋଷଣା କରାଯାଇଥିଲା । ବିକି-ସାରାଙ୍କ ଆଗାମୀ ଫିଲ୍ମର ନାମ ହେଉଛି ‘ଜରା ହଟ୍କେ ଜରା…
Read More...

ସ୍ୱଏଟର୍ ପିନ୍ଧି ଟ୍ରୋଲ ହେଲେ ମସ୍ତାନୀ ଗାର୍ଲ ଦୀପିକା

ମୁମ୍ବାଇ:ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନ୍ ର ଆକ୍ଟିଙ୍ଗ ହେଉ କିମ୍ବା ଡ୍ରେସିଂଙ୍ଗ ସେନ୍ସକୁ ନେଇ ବେଶ ଜଣାସୁଣା । ନିକଟରେ ଅନୁଷ୍ଠିତ ହୋଇଥିବା ୱସ୍କାକାରରେ ତାଙ୍କ ବ୍ଲାକ ଗାଉନରେ ଖୁବ ଆକର୍ଷଣୀୟ ଲାଗିବା ସହ ଖୁବ ପ୍ରଶଂସା ମଧ୍ୟ ସାଉଁଟି ଥିଲେ । ତାଙ୍କରା ଡ୍ରେସିଙ୍ଗ ସେନ୍ସକୁ ନେଇ…
Read More...

ରାଉଡୀ ରାଠୋର 2ରୁ ବାଦ ପଡିଛନ୍ତି ଅକ୍ଷୟ

ଅକ୍ଷୟଙ୍କ ଚର୍ଚ୍ଚିତ ଚ୍ଚଳଚିତ୍ର ରାଉଡୀ ରାଥୋଡରୁ ବାଦ ପଡିଛନ୍ତି ଅକ୍ଷୟ । ୨୦୧୨ ରେ ଆସିଥିବା ଅକ୍ଷୟଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ରାଉଡି ରାଠୋଡ’ ର୍ଯେଁଠାରେ ଅକ୍ଷୟ ଦମଦାର ଆକ୍ଟିଙ୍ଗ ଦେଖାଇ ଲୋତଙ୍କୁ ମନ କିଣିଥିଲେ । ଏଥିରେ ଅକ୍ଷୟ ଆଙ୍ଗ୍ରୀ ୟଙ୍ଗମ୍ୟାନ୍ ଚରିତ୍ରରେ ଏକ ଭିନ୍ନ ଛାପ…
Read More...

ବିସ୍ଫୋରଣର ସିନ ସୁଟିଂ ସମୟରେ,ସଞ୍ଜୟ ଦତ୍ତ ଗୁରୁତର ଆହତ

ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତନିଜର ଆକ୍ଟିଙ୍ଗକୁ ନେଇ ଖୁବ ଜଣାସୁଣା । ଏଥି ଭିତରେ ସାମ୍ନାକୁ ଆସିଛି ଏକ ବଡ ଖବର କନ୍ନଡ ଫିଲ୍ମ ‘କେଡି: ଦ ଡେଭିଲ୍’ର ସୁଟିଂ ସମୟରେ ସେ ଆହତ ହୋଇଛନ୍ତି । ଫିଲ୍ମରେ ଏକ ବିସ୍ଫୋରଣର ସିନ ସୁଟିଂ ସମୟରେ ସଞ୍ଜୟ ଦତ୍ତ ଆହତ ହୋଇଥିଲେ। ସୂଚନା ମୁତାବକ, ଯେତେବେଳେ…
Read More...

ସଲମାନଙ୍କୁ ପୁଣି ଥରେ ମିଳିଲା ହତ୍ୟା ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା

ମୁମ୍ବାଇ : ଭାଇଜାନ ସଲମାନଙ୍କୁ ପୁଣି ଥରେ ମିଳିଲା ହତ୍ୟା ଧମକ । ସଲମାନ ଖାନ୍ ଙ୍କୁ ମାରିଦେବା ପାଇଁ ଆସିଛି ଧମକପୂର୍ଣ୍ଣ ମେଲ୍ । ଏନେଇ ବାନ୍ଦ୍ରା ଥାନାରେ ଏତଲା ଦାୟର ହୋଇଛି । ଏହାପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୂର୍ବରୁ ମଧ୍ୟ ସଲମାନଙ୍କୁ ହତ୍ୟା ଧମକ…
Read More...