Browsing Tag

Entertainment

ପଡିଲା ସବୁ ବିବାଦରେ ପୁର୍ଣ୍ଣଛେଦ, ହେରା ଫେରୀ ୩କୁ ଫେରିଲେ ବାବୁ ରାଓ

ମୁମ୍ବାଇ: ଗତ କିଛି ଦିନ ଧରି ହେରା ଫେରୀ ୩କୁ ନେଇ ଲାଗି ରହିଥିବା ବିବାଦରେ ଏବେ ପୁର୍ଣ୍ଣଛେଦ ପଡିଛି । ପ୍ରଶଂସକଙ୍କ ଇଚ୍ଛାକୁ ଗୁରୁତ୍ଵ ଦେଇ ପୁଣି ଫିଲ୍ମକୁ ଫେରିଛନ୍ତି ବାବୁ ରାଓ ତଥା ପରେଶ ରାୱଲ । ଏହି ଖବର ଶୁଣି ପ୍ରଶଂସକଙ୍କ ମଧ୍ୟରେ ଖୁସି ଖେଳିଯାଇଛି । ତେବେ ଫିଲ୍ମକୁ ଫେରିବା କଥା…
Read More...

ଆଖି ବୁଜିଲେ ‘ବିଗ୍ ବସ୍ ଫେମ୍’ ଶେଫାଳି ଜରିୱାଲା, ଜାଣନ୍ତୁ କାରଣ…

ମୁମ୍ବାଇ: ମନୋରଞ୍ଜନ ଦୁନିଆରୁ ଆସିଛି ଦୁଃଖଦ ଖବର  । ଗତକାଲି ବିଳମ୍ବିତ ରାତିରେ ଅଭିନେତ୍ରୀ ତଥା ମଡେଲ ଶେଫାଳି ଜରିୱାଲାଙ୍କ ମୃତ୍ୟୁ ଘଟିଛି। ମାତ୍ର ୪୨ ବର୍ଷ ବୟସରେ ହୃଦ୍‌ଘାତରେ ଜୀବନ ହରାଇଛନ୍ତି ଅଭିନେତ୍ରୀ ଶେଫାଳି । ଅଭିନେତ୍ରୀ ତଥା ମଡେଲ ଶେଫାଳି ଜରିୱାଲାଙ୍କର ହଠାତ୍ ମୃତ୍ୟୁ…
Read More...

ବାନ୍ଧବୀଙ୍କ ମୃତ୍ୟୁ ପରେ ଶେଷରେ ମୁହଁ ଖୋଲିଲେ ଲବ, କହିଲେ….

ଭୁବନେଶ୍ୱର: ପ୍ରେମିକା ମୃତ୍ୟୁର ଦେଢମାସ ପରେ ଶେଷରେ ମୁହଁ ଖୋଲିଛନ୍ତି ପ୍ରସିଦ୍ଧ ୟୁଟ୍ୟୁବର ଲବ ହାଁସଦା  । ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ବିବାଦ ବିଷୟରେ କହିଛନ୍ତି ଲବ  । ତେବେ ଭିଡିଓଟି ନିଜ ଓଡିଆ ଟ୍ରାଭେଲର ବ୍ଲଗ ଫେସବୁକ ପେଜରେ ଅପଲୋଡ କରିଛନ୍ତି  । ତେବେ ଭିଡିଓରେ ସେ ଆଜି…
Read More...

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଅଭିନେତ୍ରୀଙ୍କ ଚୁଟି କଟା…

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ପ୍ରାୟତଃ କୌଣସି ନା କୌଣସି କାରଣରୁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାଆନ୍ତି । ଏଥର କିନ୍ତୁ ଅଭିନେତ୍ରୀ ନିଜ କେଶ ଦାନ କରି ପ୍ରଶଂସା ସାଉଁଟୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭିନେତ୍ରୀଙ୍କ ଭିଡିଓ । ଆଜ୍ଞା ହଁ ଆମେ କହୁଛୁ ବଲିଉଡ୍ ଅଭିନେତା…
Read More...

ଅଡୁଆରେ ଦିଲଜିତ ଦୋସାଞ୍ଜ, ବ୍ୟାନ ହେଲା ଅଭିନେତାଙ୍କ ଫିଲ୍ମ

ମୁମ୍ବାଇ: ଦିଲଜିତ ଦୋସାଞ୍ଜ ଏବଂ ନୀରୁ ବାଜୱାଙ୍କ ଅଭିନୀତ ହରର-କମେଡି ଫିଲ୍ମ 'ସରଦାର ଜୀ ୩' ର ଟ୍ରେଲର ଗତକାଲି ରିଲିଜ୍ ହୋଇଛି। ଟ୍ରେଲରରେ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିର ମଧ୍ୟ ନଜର ଆସିଛନ୍ତି। ଏହାକୁ ଦେଖିବା ପରେ ନେଟିଜେନମାନେ ଏବେ ଦିଲଜିତ ଦୋସାଞ୍ଜଙ୍କୁ ଟ୍ରୋଲ୍ କରିବା ଆରମ୍ଭ…
Read More...

ଜଏଣ୍ଟ ପୋଷ୍ଟରେ ଫ୍ୟାନ୍ସଙ୍କୁ ଦେବେ ଖୁସି ଖବର ; ଆସୁଛନ୍ତି କୁନି ଅତିଥି

ବ୍ୟୁରୋ : ବଲିଉଡ୍ ର ଦୁଇ ପ୍ରତିଷ୍ଠିତ ହିରୋ ହିରୋଇନ ଦେବାକୁ ଯାଉଛନ୍ତି ଖୁସି ଖବର । ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀଙ୍କ ଘରକୁ ଛୋଟ ଅତିଥି ଆସିବାକୁ ଯାଉଥିବା ଜଣାପଡିଛି । ପୋଷ୍ଟ ଦେଖି ଷ୍ଟାର ଦମ୍ପତିଙ୍କୁ ଦର୍ଶକ ଶୁଭେଚ୍ଛା ଜଣାଉଛନ୍ତି । ଇନ୍ଷ୍ଟାଗ୍ରାମରେ ଜଏଣ୍ଟ ପୋଷ୍ଟ…
Read More...

ପ୍ରେମ ମାସରେ ଏହି ଅଭିନେତ୍ରୀ ଜନ୍ମ ହୋଇଥିଲେ ବି ମିଳିପାରିଲା ନାହିଁ ପ୍ରେମର ଠିକଣା

ବ୍ୟୁରୋ : ମଧୁବାଲାଙ୍କ ନାଁ ଶୁଣିଲେ କେତେ ଯେ ଦିୱାନା ତାଙ୍କର କହିହେବ ନାହିଁ । କିନ୍ତୁ ତଥାପି ତାଙ୍କୁ ମିଳିପାରିଲା ନାହିଁ ମନର ମଣିଷ । ଯିଏ ଦେଖୁଥିଲେ ତାଙ୍କ ସୌନ୍ଦର୍ଯ୍ୟରେ ସବୁ ଅଭିଭୂତ ହେଉଥିଲେ । ମାତ୍ର ୧୪ ବର୍ଷ ବୟସରେ ହିରୋଇନ୍ ହୋଇଥିବା ଏହି ସୁନ୍ଦରୀ ୩ ବର୍ଷ ପରେ ଅର୍ଥାତ ୧୭…
Read More...

ବଲିଉଡ୍ ସିଙ୍ଗର୍ ଉଦିତ୍ ନାରାୟଣ ଫ୍ୟାନ୍ସଙ୍କୁ ଦେଲେ ଚୁମ୍ବନ : ଭିଡିଓ ହେଲା ଭାଇରାଲ

ବ୍ୟୁରୋ : ଉଦିତ୍ ନାରାୟଣ ତାଙ୍କ ଗୀତ ପାଇଁ ସବୁ ଫ୍ୟାନ୍ସଙ୍କ ପାଇଁ ସେ ଖୁବ୍ ପ୍ରିୟ । ଶ୍ରୋତାଙ୍କୁ ଯେମିତି ଗୀତ ମାଧ୍ୟମରେ ସେ ମତୁଆଲା କରନ୍ତି । ଭାଇଜାନ୍ ଙ୍କ ଠାରୁ ଆରମଭ କରି କିଙ୍ଗ୍ ଖାନ୍ ସମସ୍ତଙ୍କ ପାଇଁ ଗୀତ ଗାଇଥିବା ଉଦିତ୍ ତାଙ୍କ କଣ୍ଠ ସ୍ୱର ପାଇଁ ବେଶ ପରିଚିତ । ହେଲେ ସବୁବେଳେ…
Read More...

ମାଷ୍ଟରସେଫ ଇଣ୍ଡିଆ ୨୦୨୩ ଟାଇଟଲ ଜିତିଲେ ମହମ୍ମଦ ଆଶିକ

ମାଷ୍ଟରସେଫ୍‌ ଇଣ୍ଡିଆ ୨୦୨୩ର ବିଜେତା ହୋଇଛନ୍ତି ମହମ୍ମଦ ଆଶିକ । ୨୪ ବର୍ଷୀୟ ମହମ୍ମଦଙ୍କୁ ସେଫ୍‌ କୋର୍ଟ, ଟ୍ରଫି ଏବଂ ୨୫ ଲକ୍ଷ ଟଙ୍କା ମିଳିଛି । ଏହି ଶୋରେ ଜଜ୍‌ ଭାବେ ବିକାଶ ଖାନା, ରଣବୀର ବାର, ପୂଜା ଢିଙ୍ଗରୀ ମହମ୍ମଦଙ୍କୁ ବିଜେତା ଘୋଷଣା କରିଥିଲେ । ୨୪ ବର୍ଷୀୟ ପ୍ରତିଯୋଗୀ ମହମ୍ମଦ…
Read More...

ଗର୍ବା ଗୀତ ଲେଖି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମୁମ୍ବାଇ : ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଉ ପ୍ରତିଭା । ନବରାତ୍ରୀ ପୂର୍ବରୁ ମୋଦୀଙ୍କ ଆଉ ଏକ ପ୍ରତିଭା । ନବରାତ୍ରୀ ପୂର୍ବରୁ ମୋଦୀଙ୍କ ଲିଖିତ ଗର୍ବା ଗୀତ ୟୁଟୁବରେ ରିଲିଜ ହୋଇଛି । ଏହି ଗୀତକୁ ସମସ୍ତଙ୍କୁ ଖୁବ ପସନ୍ଦ କରିଛନ୍ତି । ଅଳ୍ପ ସମୟରେ ଲୋକ ପ୍ରିୟ ହୋଇଛି…
Read More...